ସର୍ଭେ : ଦେଶରେ ଟପ୍ 10 ମୁଖ୍ୟମନ୍ତ୍ରୀ ଲିଷ୍ଟ ହେଲା ଜାରି । ନବୀନ ଅଛନ୍ତି ଏହି ସ୍ତାନରେ , ନିଶ୍ଚୟ ଜାଣନ୍ତୁ

naveen-patnaik

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ନିକଟରେ ପଲ୍ଟିକାଲ ଏଡଭାଇଜର ଗୃପ୍ PAC ସର୍ଭେ କରିଛି , ଯେଉଁ ସର୍ଭେ ମାଧ୍ୟମରେ ଦେଶର ସବୁଛୁ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ସେ ସୁଚନା ଦେଇଛି । ଏବଂ ଏଥିରେ ଦେଶ ର ପ୍ରତ୍ୟେକ ରାଜନୈତିକ ଦଳର ମୁଖ୍ୟମନ୍ତ୍ରୀ ମାନଙ୍କୁ ଅନୁମାନିକ ଭାବେ ରିସର୍ଚ୍ଚ କରା ଜାଇ ଥିଲା । ତେବେ ଏଥିରୁ ଦେଖିବା ପାଇଁ ମିଳିଛି କି ବିଜେପି ପାଇଁ ବିପଦ ର ଘଣ୍ଟି ବାଜୁଛି । ଏହି ସର୍ଭେ ମୁତାବକ ଆପଣ ମାନଙ୍କୁ ଜେଣଇବା ପାଇଁ ଚାହିଁବୁ କି ଭାରତ ର ଟପ୍ 3 ସିଏମ୍ ମଧ୍ ରୁ କୈଣସି ବି ଜଣେ ବିଜେପି ରୁ ନାହାଁନ୍ତି । ଯେଉଁ ପରି ଭାବେ ଏହି ଦିନ ରେ PMମୋଦି ଦେଶ ର ନାଗରୀକ ଭାବେ ପ୍ରଥମ ଚୟନ ଭାବେ ଚିହ୍ନା ଜାଇଛି । ସେହି ପରି ବେଳେ ବିଜେପି ରେ ଆଉ ଏମିତି କେହି ବି ନାହାଁନ୍ତି ଯିଏ କି ଦେଶ ରେ ସେମିତି ପ୍ରଥମ ସ୍ଥାନ ହାସଲ କରି ପାରିବ ।

ସେମିିତି ଦ୍ୱତୀୟ ସ୍ଥାନ ରେ ତ ଏବେ ରାହୁଲ ଗାନ୍ଧୀ ଙ୍କ ରହି ଥିବାର ଦେଖବା ପାଇଁ ମିଳିଛି । ଏହି ସର୍ଭେ ଟି ପ୍ରାୟ 57 ଲକ୍ଷ ଲୋକ ମାନଙ୍କ ଉପରେ କରା ଜାଇ ଥିଲା । ତେବେ ସେହି ମଧ୍ୟରେ ଦଖିବା ପାଇଁ ମିଳି ଥିଲା କି ଦେଶ ରେ ଟପ୍ ସିଏମ୍ ମଧ୍ୟରୁ କେଜରିୱାଲ ସର୍ବ ପ୍ରଥମେ ସ୍ଥନ ରେ ରହି ଥିବା ବେଳେ ଦ୍ୱୀତୀୟ ସ୍ଥାନ ରେ ରହିଛନ୍ତି ,  ୱେଷ୍ଟବେଙ୍ଗଲ ର ମୂଖ୍ୟ ମନ୍ତ୍ରୀ ମମତା ବାନାର୍ଜି ସେହି ପରି ଭାବେ ତାଙ୍କର ଲୋକ ପ୍ରିୟତା ମଧ୍ୟ ବର୍ତ୍ତମାନ ସମୟରେ ବହୁତ ଉପର କୁ ଛୁଇଁବାରେ ଲାଗିଛି ।

ସେହି ପରି ବେଳେ ଯଦି ଆମେ ତୃତୀୟ ସିଏମ୍ ଙ୍କ କଥା କହିବା ତେବେ ସେ ଆମ ଓଡ଼ିଶା ର ମୂଖ୍ୟ ମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ ଙ୍କ ନାମ ରହିଛି । ସେହି ପରି ଭାବେ ଯଦି ଆମେ ଚତୃର୍ଥ ର କଥା କହିବା ତେବେ ନିଶ୍ଚିତ ଭାବେ ସେ ହେଲେ ବିହାର ଯଦୁ ଅଦକ୍ଷ ନିତେସ୍ କୁମାର ରହିଛନ୍ତି । ଯଦି ଆମେ ବିଜେପି ର କଥା କହିବା ତେବେ ଏମାନଙ୍କ ମଧ୍ୟ ରୁ କେହି ବି ମୂଖ୍ୟ ମନ୍ତ୍ରୀ ରହି ନାହାଁନ୍ତି ଯେଉଁ ମାନେ ଏହି 4 ଟି ଲିଷ୍ଟ ରେ ରହିଛନ୍ତି ।

ସେହି ପରି ବେଳେ ଆଗାମୀ ସମୟ ରେ ଲୋକ ସଭା ଏବଂ ରାଜ୍ୟ ର ବିଧାନ ସଭାର ମୈର୍ଚ୍ଚା କୁ ଦେଖିବା ପରେ ଲାଗୁଛି ବିଜେପି ର ଆସନ ଗୁଡିକ ଆଗାମୀ ସମୟ ରେ ବହୁତ ବିପଦ ରହିଛି । ବୋଲି PAC କହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *