2 ସପ୍ତାହ ହେଲା ମେଡିକାଲରେ ଲତା । ତାଙ୍କ ସ୍ୱାସ୍ତ୍ୟ ଅବସ୍ତା ବିଷୟରେ ମିଳିଲା ଏହି ବଡ ଖବର

lata-di

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଫିଲ୍ମ ଜଗତ ର ପପୁଲାର ସିଙ୍ଗର ଲତା ମଞେସ୍କର ଙ୍କୁ ଆପଣ ମାନେ ସମସ୍ତେ ଚିହ୍ନି ଥିବେ । କାରଣ ଆଜିର ଦିନରେ ଯଦି ଆପଣ ମାନେ ତାଙ୍କର ଗୀତ ଥରେ ଶୁଣି ନେବେ ତେବେ ଆପଣ ନିଶ୍ଚିତ ଭାବେ ଅଲଗା ଦୁନିଆଁ ରେ ପହଁଚି ଯିବେ । ତାଙ୍କୁ ସବୁ ବେଳେ ସ୍ୱରର ର ମଲ୍ଲୀକା ବୋଲି କୁହା ଜାଇ ଥାଏ । ଯଦି ତାଙ୍କର କେରିଅର ର କଥା କହିବା ତେବେ ନିଶ୍ଚିତ ଭାବେ 90 ଦଶକରେ ଲୋକ ମାନେ ତାଙ୍କରି ହିଁ ଗୀତ ରେ ମୁଗ୍ଧ ହୋଇ ରହି ଥିଲେ । ଆମ ପାଖରେ ରହି ଥିବା ସୂଚନା ଅନୁସାରେ ଏହି ନିକଟ ରେ ତାଙ୍କର ପରିବାର ଲୋକ ମାନେ ଲତା ମଞେସ୍କର ଙ୍କ ସ୍ୱାସ୍ଥ ବିଷୟ ରେ କହିଛନ୍ତି । କି ଗତ 12 ନଭେମ୍ବର ଦିନ ତାଙ୍କର ଦେହ ହଠାତ୍ ବହୁତ ମାତ୍ରାରେ ଖରାପ୍ ହୋଇ ଜାଇ ଥିବା ବେଳେ ତାଙ୍କୁ ଏମାରଜେନ୍ସି ରେ ଡାକ୍ତର ଖାନା ରେ ଆଡମିଟ୍ ହେବା ପାଇଁ ପଡି ଥିଲା । ଏବେଂ ପରେ ପରେ ତାଙ୍କୁ କିଛି ଦିନ ବେଡ୍ ରେଷ୍ଟ ମିଳି ଥିବାର ଦେଖିବା ପାଇଁ ମିଳିଛି ।

ସେମିତି ରେ ପରିବାର ଲୋକ ମାନଙ୍କ କହିବା ଅନୁସାରେ ଲତା ମଞେସ୍କର ଏହି ଦିନ ରେ ଟିକିଏ ସୁସ୍ଥ ହୋଇ ଥିବା ବେଳେ ଏବେ ସେ ଡିସଚାର୍ଜ ବି ହୋଇ ଜାଇ ଛନ୍ତି । କିନ୍ତୁ ଦିନ ତଳେ ଲତା ମଞେସ୍କର ଙ୍କ ଦେହ ହଠାତ୍ ମାତ୍ରେ ଖରାପ୍ ହେବା ପରେ ଯେମିତି ଛାତିରେ ଛନାକା ପସି ଥିବା ବେଳେ ଏବେ ସଂମ୍ପର୍ଣ୍ଣ ଭାବେ ସେ ସୁସ୍ତ ରହିଛନ୍ତି ବୋଲି ଖବର ମିଳିଛି । ଆପଣ ମାନଙ୍କୁ ସୂଚନା ଦେବୁ କି ବର୍ତମାନ ସମୟ ରେ ଲତା ମଞେସ୍କର 90 ବର୍ଷ ରେ ପଦାର୍ପଣ କରିଛନ୍ତି । ସେମିତି ବେଳେ ଦେହର ଖରାପ୍ ହେବା ଗୋଟିଏ ସାଧାରଣ କଥା ବୋଲି ପରିବାର ଅନ୍ୟ ସଦଶ୍ୟ ମାନେ କହିଛନ୍ତି । ନିଜର କରିଅର ସମୟ ରେ 30,000 ଅଧିକ ପରିମାଣ ରେ ଗୀତ ଗାଇ ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ବର୍ତମାନ ସମୟ ରେ ଆଉ ସେ ଗୀତ ସଠିକ୍ ଭାବେ ଗାଇ ପାରୁ ନ ଥିବା ବେଳେ ହେଲେ ଆଜିର ଦିନ ରେ ବି ତାଙ୍କର ଫେନ୍ ଫୋଲୟାର୍ କିଛଛି ବି କମ୍ ମାତ୍ରା ରେ ନାହିଁ ।

ତେବେ ସେମିତି ରେ ଲତ ଙ୍କ ଦେହ ଖରାପ୍ କଥା ସୋସିଆଲ ମିଡ଼ିଆ ରେ ବି ଏହି ଦିନ ରେ ବହୁତ ପରିମାଣ ରେ ସେୟାର ହୋଇ ଥିବାର ଦେଖିବା ପାଇଁ ମିଳିଛି , କିଛି ଲୋକତ ମିଛରେ ଲତା ମଙ୍ଗେସକର ମୃତ ବୋଲିବି ଘୋଷଣା କରି ସାରୁଥିଲେ , ଆପଣ ମାନଙ୍କ ସୁଚନା ପାଇଁ ଆମେ କହି ରଖିବୁ କି ଦୀର୍ଘ 15 ଦୀନ ମେଡିକାଲରେ ରହିବା ପରେ ଏବେ ଲତା ସମ୍ପୁର୍ଣ୍ଣ ରୁପେ ଶୁସ୍ତ ଅଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *