ପ୍ରଥମେ ଥିଲେ ସେ ଗରିବ ଲୋକର ସ୍ତ୍ରୀ ଆଜି ସେ ବଲିଓଡ ର ପ୍ରସିଦ୍ଧ ହିରୋ ଙ୍କ ସ୍ତ୍ରୀ । ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

manyata-sanjay

ବଲିଓଡ ଏକ ଏମିତି ଜାଗା ଯେଉଁଠାରେ ସୁନ୍ଦର ଲୋକ ମାନଙ୍କର ଅଭାବ ନାହିଁଁ । ଏଠାରେ କାମ କରୁଥିବା ସମସ୍ତ କଳାକାର କେବଳ ସୁନ୍ଦର ନୁହନ୍ତି ତାଙ୍କର ପରିବାର ର ସମସ୍ତ ସଦସ୍ୟ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଖାସ୍ କରି ବଲିଓଡ ଜଗତର କୈଣସି କଳାକାର ଙ୍କ ଯଦି ନବ ବଧୂ ଆସିଥାଏ , ତେବେ ସେ ବହୁତ ଦିନ ଧରି ମିଡିଆ ରେ ଛାଇ ହୋଇ ରହିଥାନ୍ତି । ଏହି ଘଟଣା କୁ ଭିତ୍ତୀ କରି ଆମେ ଆପଣ ମାନଙ୍କ ପାଇଁ କିଛି ଏମିତି ଖବର ଆଣିଛୁ ଯିଏ କି ଆଗରୁ ଦିନେ ଗରିବ ଲୋକ ର ପତ୍ନୀ ଥିଲେ କିନ୍ତୁ ଆଜି ସେ ବଲିଓଡ ର ଏକ ପ୍ରସିଦ୍ଧ ତାରକା ଙ୍କୁ ବିବାହ କରିଛନ୍ତି । କଥା ଏହା କି ଏହି ମହିଳା ଜଣ ଙ୍କ ଆଉ କେହି ନୁହନ୍ତି ଏହି ମହିୱଳା ଜଣଙ୍କ ହେଉଛନ୍ତି ବଲିଓଡ ର ପ୍ରସିଦ୍ଧ ତାରକା ସଂଞୟ ଦତ୍ତ୍ ଙ୍କ ପତ୍ନୀ ମାନ୍ୟତା ଦତ୍ତ୍ ଅଟନ୍ତି ।

 

View this post on Instagram

 

Budapest and her ❤

A post shared by Sanjay Dutt (@duttsanjay) on

ମାନ୍ୟତା ସଂଞୟ ଙ୍କର ତୃତୀୟ ପତ୍ନୀ ଅଟନ୍ତି । ସଂଞୟ ପ୍ରଥମେ ଋଚା ଶର୍ମା ନାମକ ଏକ ମହିଳା ଙ୍କୁ ବିବାହ କରିଥିଲେ , ତାଙ୍କୁ କେନସର ହୋଇଥିବା କାରଣ ରୁ ସେ ମୃତ୍ୟୁ ବରଣ କରିଥିଲେ । ଏହା ପରେ ସଂଞୟ ଦ୍ୱିତୀୟ ବିବାହ ରିୟା ପିଲ୍ଲେ ଙ୍କ ସହ କରିଥିଲେ ଯିଏକି କିଛି ବର୍ଷ ଆଗରୁ ତାଙ୍କର ମଧ୍ୟ ଦେହାନ୍ତ ହୋଇଛି । ଶେଷରେ ସଂଞୟ 7 ଫେବୃଆରୀ 2008 ରେ ମାନ୍ୟତା ଙ୍କ ସହିତ ଗୋଆ ରେ ବିବାହ କରିଥିଲେ । ମାନ୍ୟତା ଙ୍କର ବହୁତ ବଡ ଯୋଗଦାନ ସଂଞୟ ଙ୍କ ଜୀବନ ରେ ରହିଛି ।ସଂଞୟ ଙ୍କ ଅସୁବିଧା ସମୟ ରେ ମାନ୍ୟତା ସଂଞୟ ଙ୍କ ସହିତ ରହି ସଂଞୟ ଙ୍କୁ ବହୁତ ସାହାଯ୍ୟ ମଧ୍ୟ କରିଛନ୍ତି । ଏହି ଘଟଣା ର ଅବିକଳ ନିକଟ ରେ ଆସିଥିବା ସଂଞୟ ଙ୍କ ଜୀବନ ରେ ଆଧାରିତ ସଂଞୁ ନାମକ ଫିଲ୍ମ ରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ରେ ମାନ୍ୟତା ଏବଂ ସଂଞୟ ଙ୍କ ଲଭ ଷ୍ଟୋରୀ ଯୋଗୁଁ ଏହା ବହୁତ ଲୋକ ପ୍ରିୟତା ହୋଇଛି ।

 

View this post on Instagram

 

Can’t believe it’s been 10 years already! #10YearsOfTogetherness

A post shared by Sanjay Dutt (@duttsanjay) on

ସଂଞୟ ସବୁବେଳେ ଫିଲ୍ମ ର ସୁଟିଙ୍ଗ୍ ପାଇଂ ବ୍ୟସ୍ତ ରହୁଥିବା ବେଳେ ମାନ୍ୟତୀ ସଂଞୟ ଘର ର ଦାଇତ୍ୟ ଏବଂ ତାଙ୍କର ଦୁଇଟି ପିଲା ମାନଙ୍କର ମଧ୍ୟ ଯତ୍ନ ନେଉଥିଲେ । 22 ଜୁଲାଇ 1979 ରେ ମାନ୍ୟତା ଜନ୍ମ ହୋଇଥିଲେ । ମାନ୍ୟତା ଙ୍କ ପ୍ରକୃତ ନାମ ହେଉଛି ଦିଲନ ବାଜ ସେଖ । ମାନ୍ୟତା ତାଙ୍କର ପିଲା ଦିନ ଦୁବାଇ ରେ କଟାଇ ଥିଲେ । ପରେ ତାଙ୍କର ଅଭିନୟ କରିବା ର ମନ ବଳ ପାଇଁ ସେ ମୁମ୍ବାଇ ଆସିଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *