ମୋଦୀଙ୍କ ବଡ ଚାଲରେ ପାକିସ୍ତାନ ଘାଇଲା – ବିଭିନ୍ନ ଅସୁବିଧା ରେ ପଡି ଥିବା ପାକିସ୍ତାନ୍ କୁ ପଡିଲା ପୁଣି ଗୋଟିଏ ଝଟ୍କା, FATF କରିଲା ଏହି ଘୋଷଣା ।

ftaf

ଆପଣ ମାନଙ୍କୁ ଆମଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଭାରତ ଜାମ୍ମୁ ଏବଂ କାଶ୍ମୀର ଉପରୁ 370 ଧାରା ଉଠେଇବା ପରେ ପରେ ପାକିସ୍ତାନ୍ ରେ ଯେମିତି ଭୟ ର ବାଦଲ ଛାଇ ଜାଇଛି । ଏହି ଦିନ ରେ ଜାମ୍ମୁ ଏବଂ କାଶ୍ମୀର ମୁଦା କୁ ନେଇ ପାକିସ୍ତାନ୍ ଯେତେ ବି ଗିଡ ଗିଡାଇଲେ କିଛି ବି ସୁଫଳ ପାଇ ପାରୁ ନାହିଁ । ସେମିତି ରେ ଭାରତ ପକ୍ଷ ରୁ ଏମିତି ବହୁତ ଗୁଡ଼ିଏ ଝଟ୍କା ମିଳୁ ଥିବା ବେଳେ ଏହି ଦିନ ରେ ପୁଣି ଗୋଟିଏ ଝଟ୍କା ମିଳି ଥିବା ପାକିସ୍ତାନ୍ କୁ ଦେଖିବା ପାଇଁ ମିଳିଛି । ଶୁକ୍ରବାର ଦିନ ଯେତେ ବେଳେ ଏହି ଘଟଣା ବିଷୟ ରେ ପାକିସ୍ତାନ୍ ସଂମ୍ପର୍ଣ୍ଣ ଭାବେ ଜାଣି ପାରିଲା । ତେବେ ସବୁ ବେଳେ ଦୁଃଖ ଛାଇ ଗଲା ।

ତେବେ ଶୁକ୍ରବାର ଦିନ ହୋଇ ଥିବା ଘଟଣା ଅନୁସାରେ, ଅର୍ଥ ପୋଷଣ କରୁ ଥିବା ସଂସ୍ଥା FATF ବ୍ଲାକ୍ ଲିଷ୍ଟ କରି ଦେଇଛି । ଯେଉଁ ଠାରେ ଆଉ ଥରେ ଏମିତି କରିବାରୁ ପାକିସ୍ତାନ୍ ପୁଣି ଥରେ ଭାଙ୍ଗି ଜାଇଛି । ବର୍ତମାନ ସମୟ ରେ ଦୁନିଆଁ ର କୈଣସି ବି ଆର୍ଥିକ ସଂସ୍ଥା ପାକିସ୍ତାନ୍ କୁ ସାହାଯ୍ୟ କରିବା ପାଇଁ ହାତ ବଢାଉ  ନାହାଁନ୍ତି। ସେହି ପରି ବେଳେ ଯଦି ଆମେ କହିବା ଏହି FATF ସଂସ୍ଥା ଦୁନିଆ ର ଏବଂ ପାକିସ୍ତାନ୍ କୁ ଆର୍ଥିକ ସହାୟତା ରେ ରହୁ ଥିବା ଏକ ବଡ ସଂସ୍ଥା ଅଟେ । ତେବେ ଏମିତି ପାକିସ୍ତାନ୍ କୁ କିଛି ପୂର୍ବ ରୁ ଗ୍ରେ ଲିଷ୍ଟି ରେ ପକେଇ ଥିବା ବେଳେ ଗତ ସୁକ୍ରବାର ଦିନ ସେ ସଂମ୍ପର୍ଣ୍ଣ ଭାବେ ବ୍ଲାକ୍ ଲିଷ୍ଟ ରେ ପକେଇ ଦେଇ ଥିବାର ଜଣା ପଡ଼ିଛି । ତେବେ ଏହି ଦିନ ରେ ଏହି ସଂସ୍ଥା FATF ର କହିବା କଥା କି ପାକିସ୍ତାନ୍ ବର୍ତମାନ ସମୟ ରେ ଆତଙ୍କି ମାନଙ୍କ ହୋଇ ଥିବା 40 ଟି ରାୟ ମଧ୍ୟ ରୁ 32 ଟି ବିଭାଗ କୁ ପୂରଣ କରି ପାରି ନାହିଁ ।

କେବଳ ସେହିଥି ପାଇଁ ଆମେ ତାଙ୍କୁ ବ୍ଲକ୍ କରିବା ପାଇଁ ବାଧ୍ୟ ହେଉଛୁ ।ଏହି କଥା ତ ସଂମ୍ପର୍ଣ୍ଣ ଭାବେ ଦୁନିଆଁ ବି ଜାଣିଛି କି ପାକିସ୍ତାନ୍ ଆତଙ୍କୁ ପ୍ରସୟ ସବୁ ବେଳେ ଦେଇ ଥାଏ । ପାକିସ୍ତାନ୍ ର ଏହି କାର୍ଯ୍ୟ ପାଇଁ ଏବେ ଦୁନିଆଁ ର କୈଣସି ଦେଶ ତାଙ୍କୁ ସାହାଯ୍ୟ କରିବା ପାଇଁ ରାଜି ନାହାଁନ୍ତି । ତେବେ ଏହି ଦିନ ରେ ହୋଇ ଥିବା FATF ର ଘଟଣା ପରେ ପରେ ପାକିସ୍ତାନ୍ ରେ ସଂମ୍ପର୍ଣ୍ଣ ଭାବେ ସନ ସନି ଭରି ଜାଇଛି । ଦେଖିବା ପାଇଁ ରହିଛଇ ଆଗାମୀ ସମୟ ରେ କେଉଁ ପରି ପରିସ୍ଥିତି ହେଉଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *