ଭାଇରାଲ୍ ହେଉଛନ୍ତି ନକଲି ମୋଦି!! | ଦେଖାଯାଉଛନ୍ତି ମୋଦିଙ୍କ ଭଳି ବିକ୍ରି କରୁଛନ୍ତି ଚାଟ୍ ଗୁପ୍‌ଚୁପ୍ !!

modi

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖା ଯାଉଛନ୍ତି ମୋଦି ଙ୍କ ପରି ବୀକ୍ରି କରୁଛନ୍ତି ଚାର୍ଟ , ଗୁପଚୁପ୍ , ସୋସିଆଲ ମିଡିଆ ରେ ଭାଇରଲ ହେଉଛନ୍ତି ଡୁପ୍ଲିକେଟ ମୋଦି । ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଜଣେ ବ୍ୟକ୍ତି ଙ୍କ ଭିଡ଼ିଓ ବହୁତ ଭାଇରଲ ହେବାରେ ଲାଗିଛି । ତାଙ୍କର ଚେହେରା ଦେଶର ପ୍ରଧାନ ମନ୍ତ୍ରୀ ଙ୍କ ସହିତ ଏମିତି ମିଶି ଯାଉଛି ଯେ ଲୋକ ମାନେ ତାଙ୍କୁ ଦେଖି ଦ୍ୱନ୍ଦ ରେ ପଡୁଛନ୍ତି ।

ହେଲେ ମୋଦି ସିନା ବୀକ୍ରି କରୁଥିଲେ ଚା ହେଲେ ଏହି ବ୍ୟକ୍ତି ଜଣଙ୍କ ବୀକ୍ରି କରୁଛନ୍ତି ଚାର୍ଟ , ଗୁପଚୁପ୍ । ବନ୍ଧୁଗଣ ଭିଡ଼ିଓ ଦେଖିଲେ ଆପଣ ମାନଙ୍କ ଆଖିବି ଧୋକା ଖାଇଯିବ । ଆପଣ ମାନେ ବି ଭାବିବେ ଏହି ବ୍ୟକ୍ତି ଜଣଙ୍କ ବୋଧେ ନରେନ୍ଦ୍ର ମୋଦି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏମିତି ବହୁତ ଗୁଡିଏ ଭିଡ଼ିଓ ଭାଇରଲ ହୋଇଥାଏ । ଜାହା ଆଶ୍ଚର୍ଯ୍ୟ କରିବା ଭଳି ଅଟେ ।

mudi

ଆଉ ସେହି ମଧ୍ୟରୁ ଏହି ବ୍ୟକ୍ତି ଙ୍କ ଭିଡିଓ ମଧ୍ୟ ସେମିତି ଅଟେ । ଯେଉଁଠାରେ ଏହି ବ୍ୟକ୍ତି ଜଣଙ୍କ ଗୁପଚୁପ୍ ବୀକ୍ରୟ କରନ୍ତି । ଯେତେ ବେଳେ ଜଣେ ବ୍ୟକ୍ତି ନକଲି ମୋଦି ଙ୍କ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆ ସେୟାର କରିଥିଲେ । ସେତେ ବେଳେ ଏହି ଘଟଣା ଭାଇରଲ ହୋଇଥିଲା ।

ତେବେ ଏହି ବ୍ୟକ୍ତି ଙ୍କ ନାମ ଅନିଲ କୁମାର ଭଟ୍ଟକ । ସେ ଗୁଜୁରାଟରୁ ଆନନ୍ଦ ବଲ୍ଲବ ବିଦ୍ୟାନଗର ରେ ଏକ ବଡ ଚାର୍ଟ , ଗୁପଚୁପ୍ ଷ୍ଟୋଲ ଦେଇଛନ୍ତି । ତାଙ୍କର ଭାଷା ଡ୍ରେସିଂ ସେନ୍ସ ହାବ ଭାବ ଅବିକଳ ନରେନ୍ଦ୍ର ମୋଦି ଙ୍କ ପରି ଲୋକ ମାନେ ତାଙ୍କୁ ମୋଦି ଭାଇ ବୋଲି ମଧ୍ୟ ଡାକୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *