ସୁନ୍ଦରୀ ଲେଡି ଡନ୍ ରେଖା ,ଏମିତି ଧମକ ଦିଅନ୍ତି ରାତିରେ ଶୋଇ ପାରନ୍ତିନି ବଡ଼ ବଡ଼ିଆ

Don Rekha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନ୍ଦରୀ ଚେହେରା ହେଲେ କାହାଣୀ ସଂମ୍ପର୍ଣ୍ଣ ଖତରନାକ ଇଏ ହେଉଛନ୍ତି ଲେଡି ଡନ୍ । ବୟସ ମାତ୍ର 19 ବର୍ଷ ବଡ ବଡିଆଙ୍କ ଝାଳ ବୁହେଇ ଦିଅନ୍ତି । ଧମକ ଏମିତି ଦିଅନ୍ତି ରାତିରେ ଶୋଇବା ଭୁଲି ଜାଆନ୍ତି ବଡ ବଡିଆ । ଇନଷ୍ଟାଗ୍ରାମ ରେ ସାଧାରଣ ଗୀତରେ ଡେନ୍ସ କରୁଥିବା ଏହି ସୁନ୍ଦରୀ ଯୁବତୀ ଦିନକୁ ଦିନ ଏତେ ବିଗିଡି ଗଲାଯେ ସେହି ଅଞ୍ଚଳ ରେ ସମସ୍ତେ ଲେଡି ଡନ୍ ବୋଲି ଡାକୁଛନ୍ତି ।

ନିଜ ବାଟରେ ଚାଲିଯାଉଥିବା ଲୋକଙ୍କୁ ବି ଇଏ ଠିଆ ନାଥ ମାରିବାକୁ ପଛାନ୍ତିନି । 29 ନଭେମ୍ବର ରେ ଜଣେ ଯୁବକ ଅଭିଯୋଗ କରନ୍ତି । ତା ପରେ ଜଣା ପଡେ ଏହି ଲେଡି ଡନ୍ ଜଣଙ୍କ କିଏ ଏତେ ସନ୍ଦରୀ ଦେଖା ଯାଉଥିବା ରେଖା ଏତେ ଖତରନାକ ହୋଇ ପାରନ୍ତି ସେ ଦିନ ପୋଲିସ ଷ୍ଟେସନ ରେ ପୋଲିସ ବାବୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ।

don

ୟୋଗେସ୍ ନାମକ ଜଣେ ଯୁବକ ଅଭିଯୋଗ କରିଥିଲେ ଥାନାରେ ୟୋଗେସ ଯେତେ ବେଳେ ସ୍କୁଲ ରୁ ଘରକୁ ଫେରିଥିଲା । ସେତେ ବେଳେ ଦେଖି ଥିଲା କିଛି ଯୁବକ ଏବଂ ଯୁବତୀ ମିଶି ରାସ୍ତା କଡରେ ମଦ ପିଉଛନ୍ତି । ଆଉ ସେ ମନା କରିଥିଲା ଯେ ରାସ୍ତା ମଝିରେ ଏମିତି ମଦ ପିଇବା ପାଇଁ । ଆଉ ରେଖା ସିଧା ପିସ୍ତଲ ବାହାର କରି ଯୁବକ ଙ୍କୁ ଫାୟାର କରିଥିଲେ ।

ତେବେ ଯୁବକ ଜଣଙ୍କ ପିଠିରେ ଗୁଳୀ ବାଜିବା ପରେ ଯୁବକ ଜଣଙ୍କ ପରବର୍ତି ସମୟ ରେ ଥାନାରେ ଅଭିଯୋଗ କରିଥିଲେ । ଆଉ ଏବେ ଏହାକୁ ନେଇ ପୋଲିସ ଏହି ଲେଡି ଡନ୍ ରେଖା ଙ୍କୁ ଗିରୋଫ କରିଛି । ତେବେ ରେଖା ର ବେକଗ୍ରାଉଣ୍ଡ କଣ ଏବଂ କଣ ପାଇଁ ଏହି ପରି ଅବାଟକୁ ଚାଲିଗଲେ ରେଖା ।

Rekha

ଯାହା ସୂଚନା ରହିଛି ରେଖାଙ୍କ ମାଆ ଏହି ଦୁନିଆଁରେ ନାହାଁନ୍ତି ଆଉ ଯେବେଠାରୁ ମାଆ ରହିଲେ ନାହିଁ କେବଳ ବାପା ଦୁନିଆଁରେ ରହିଲେ । ହେଲେ ବାପା ଙ୍କ ନଜର ତଳେ ଲୁଚି ଲୁଚି ଏମିତି ଅବାଟକୁ ଚାଲିଗଲା ରେଖା । ବହୁତ ପୁଅ ସାଙ୍ଗ ବନେଇବା ସହ ରାଜ କରିବାକୁ ଚାହୁଥିବା ବେଳେ ପରବର୍ତି ସମୟ ରେ ସେମିତି ହିଁ କିଛି କରି ଆଜି ଏହି ପରି ଭାବେ ଲେଡି ଡନ୍ ପାଲଟି ଜାଇଛନ୍ତି ରେଖା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *