ବଡ ଖବର: ୪୮ ଘଣ୍ଟାରେ ବୁଡ଼ିଜିବ ୮ ଜିଲ୍ଲା! ସବୁ ଜିଲ୍ଲାର ଜିଲ୍ଲାପାମାନଙ୍କୁ ସତର୍କ ସୂଚନା !

8 districts

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷ ରୁ କିଛି ନୂଆ ସୂଚନା ସାମ୍ନା କୁ ଆସିଛି ତେବେ ଗୋଟିଏ ଲଘୁଚାପ ନସରୁଣୁ ଆସୁଛି ଆଉ ଏକ ଭୟଙ୍କର ଲଘୁଚାପ ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଂ ବଳୟ ଘନିଭୂତ ହେବ ଆଜି ଠାରୁ 21 ତାରିଖ ପର୍ଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ଜିଲ୍ଲା ପାଳ ମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ ପରାମର୍ଶ ଦିଆଜାଇଛି । ତେବେ କେଉଁ ଜିଲ୍ଲା କୁ କେତେ ବିପଦ ରହିଛି ସେହି ନେଇ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ।

ବର୍ତମାନ ଜାହା ସୂଚନା ରହିଛି ପଶ୍ଚିମ ମିଆଁମାର ଏବଂ ତାର ପାର୍ଶ୍ୱବର୍ତ୍ତି ଅଞ୍ଚଳ ରେ ଏକ ଘୂର୍ଣ୍ଣିଂ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ତାର ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଲଘୁଟାପ ସୃଷ୍ଟି ହେବାର ପରବର୍ତି 24 ଘଣ୍ଟା ମଧ୍ୟରେ ଏହା ଆଗୁରୀ ଘନିଭୂତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।

rains

ତେବେ ସୂଚନା ରହିଛି ଯେ ଆଜି ଠାରୁ ରାଜ୍ୟରେ ବର୍ଷା ର ପରିମାଣ ବଢିବ ଏହା ସହିତ ଆଜି ରାତି ରୁ ମଧ୍ୟ କିଛି ପରିମାଣ ରେ ବର୍ଷା ର ପରିମାଣ ବଢିବ ବୋଲି କୁହାଜାଉଛି । ଯାହା ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଜି ଅପରାହ୍ନ ରେ ଜାରି ଏକ ସତର୍କ ସୂଚନା ରେ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରପଡା , ଜଗତସିହଂପୁର , କଟକ ଜିଲ୍ଲା କୁ ଅରେଞ୍ଚ ୱାର୍ଣ୍ଣିଂ ଜାରି ହୋଇଛି । ସେହି ପରି 20 ତାରିଖ ପାଇଁ ମାଲକାନାଗିରି , କୋରାପୁଟ , ରାୟଗଡା , ନବରଙ୍ଗପୁର , ନୂଆପଡା , କଳାହାଣ୍ଡି , ବଲାଙ୍ଗିର , ସୋନପୁର , ବୌଦ୍ଧ , କନ୍ଧମାଳ , ଗଜପତି , ଗଞାମ୍ , ନୟାଗଡ , ଅନୁଗୁଳ , ସୋନପୁର . ସମ୍ବଲପୁର , ଦେଓଗଡ ଆଦି ଜିଲ୍ଲାରେ ଅରେଞ୍ଚ ୱାର୍ଣ୍ଣିଂ ଜାରି ହୋଇଛି ।

rain

ସେହି ପରି ଭୁବନେଶ୍ୱର ଏବଂ କଟକ ଆଦି ସ୍ଥାନରେ ପାଗ ମେଘାଛନ୍ନ ରହିବା ସହିତ କଟକ ଏବଂ କେଉଁଝର ଆଦି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବନ୍ଧୁଗଣ ଏହା ଥିଲା ପାଣିପାଗ ବିଭାଗ ପକ୍ଷ ରୁ ଜରି ସତର୍କ ସୂଚନା । ଏହିଥିରେ ଆପଣ ମାନଙ୍କ ଜିଲ୍ଲା ରହିଛି କି ନାହିଁ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *