ବାବୁସାନଙ୍କ ଅବସ୍ତା ଗୁରୁତର । କଣ ହୋଇଛି ଜାଣନ୍ତୁ

babu

ନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଓଲିଉଡ ର ସୁପରଷ୍ଟାର ବାବୁସାନ ଙ୍କୁ ଜାଣିଥିବେ , ତେବେ ବାବୁସାନ ଙ୍କୁ ନେଇ ଏକ ଗୁରୁତ୍ୱ ପୁର୍ଣ୍ଣ ଖବର ଏବେ ସାମନା କୁ ଆସିଛି ତେବେ ଆପଣ ମାନେ ସମ୍ପୁର୍ଣ୍ଣ ଖବର ଟିକୁ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଏବେ ସୋସିଆଲ ମିଡିଆ ରେ ବାବୁସାନ ଙ୍କ ର ଏକ ଏମିତି ଫୋଟ ସେୟାର ହୋଇଛି ଯାହାକି ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ ତେବେ ଏହି ଫୋଟ ରେ ଦିଖିବାକୁ ମିଳିଛି ଓଲିଉଡ ର ସୁପରଷ୍ଟାର ବାବୁସାନ ହସ୍ପିଟାଲାଇଜ ହୋଇଛନ୍ତି , ତେବେ ବାବୁସାନ ଙ୍କ ଏପରି କଣ ହେଲା ଯେ ସେ ଏମିତି ହଠାତ ହସ୍ପିଟାଲାଇଜ ହୋଇଗଲେ , ତେବେ ଏ ନେଇ ବାବୁସାନ ଙ୍କ ପରିବାର ପକ୍ଷରୁ କୈଣସି ସୂଚନା ଦିଆ ଯାଇ ନାହିଁ ,

ତେବେ ଏକ ବିଶେଷ ସୂତ୍ର ରୁ ଜଣା ପଡିଛି କି ବାବୁସାନ ଙ୍କ କିଡିନି ଜନୀତ ସମସ୍ୟା ରହିଥିଲା ଯାହା ପାଇଁ ଗତ କାଲି ରାତି ରେ ତାଙ୍କର ଦେହ ଅଧିକ ମାତ୍ରା ରେ ଖରାପ ହେବା ଯୋଗୁଁ ସେ ଏବେ ହସ୍ପିଟାଲାଇଜ ହୋଇଛନ୍ତି ତେବେ ଆମେ ଭଗବାନ ଙ୍କ ନିକଟ ରେ ଏତିକି ପ୍ରାର୍ଥନା କରିବା କି ଆମର ଓଲିଉଡ ର ସୁପରଷ୍ଟାର ଯିଏକି ବାବୁସାନ ସେ ଯେମିତି ଶିଘ୍ର ସୁସ୍ଥ ହୋଇ ପୁଣି ଆମ ଓଲିଉଡ ଜଗତ କୁ ଫେରି ଆସନ୍ତୁ ,

ତେବେ ଏମିତି ରେ ଦେଖିବାକୁ ଗଲେ ବାବୁସାନ ଙ୍କ ର ଏବେ ଗୋଟିଏ ନୂତନ ଫିଲ୍ମ ଆସିବାକୁ ଯାଉଛି ଏବଂ ସେହି ଫିଲ୍ମ ର ସୁଟିଂ ସରି ସରିଛି ତେବେ ଫିଲ୍ମ ଟିର ନାମ ହେଉଛି ଦମନ ତେବେ ଏହି ଫିଲ୍ମ ରେ ବାବୁସାନ ଙ୍କୁ ଜବରଦସ୍ତ ଅଭିନୟ କରୁଥୁବା ର ନଜର ରେ ଆସିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଭାବୁଥିବେ କି ବାବୁସାନ ଙ୍କ ବିଷୟ ରେ ନିକଟ ରେ ଘଟିଥିବା ଘଟଣା କୁ ନେଇ ବାବୁସାନ ଙ୍କ ର ଏପରି ଅବସ୍ଥା ହୋଇଛି ତେବେ ଏହା ନୁହଁ ତେବେ ବାବୁସାନ ଙ୍କ ର କିଡିନି ଜନୀତ ସମସ୍ୟା ଆଗରୁ ରହିଥିଲା ତେବେ ଏବେ ସେ ସୁସ୍ଥ ଅଛନ୍ତୁ ବୋଲି ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *