ବଡ଼ ଖବର ପୁଣି ଛୁଟି ଘୋଷଣା ହେଲା । ଏହି ଦିନଠୁ ସ୍କୁଲ ଛୁଟି

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ର ବଡ ଖବର ଛାତ୍ରଛାତ୍ରୀ ଙ୍କ ପାଇଁ ଆସୁଛି ନୂଆ ଆପଡେଟ । ଆପଣ ମାନେ ଜାଣିଛନ୍ତି ଆମ ସରକାର ଗ୍ରୀଷ୍ମ ଛୁଟି 5 ଦିନ କରିଥିଲେ ହେଲେ ବର୍ତମାନ ର ବଡ ଖବର ପୁଣି ଛୁଟି ଘୋଷଣା କରିଛନ୍ତି ମୂଖ୍ୟ ମନ୍ତ୍ରୀ । ଏହି ମଧ୍ୟରେ ଛାତ୍ରଛାତ୍ରୀ ଙ୍କ ପାଇଁ ଆସୁଛି ବଡ ଅପଡେଟ । ପୁଣି ମେ ମାସରେ ହେବାକୁ ଯାଉଛି ଗ୍ରୀଷ୍ମ ଛୁଟି ଜାହାକୁ ନେଇ ହୋଇଛି ଆଉ କିଛି ବଡ ଖବର ତେବେ ବନ୍ଧୁଗଣ କୋରନା ମହାମାରୀ ପାଇଁ ଗତ ଦୁଇ ବର୍ଷ ରେ ପିଲା ମାନଙ୍କ ଶିକ୍ଷା ଦାନ ଗୁରୁତ୍ୱର ପ୍ରଭାବିତ ହୋଇଛି ।

ପିଲା ମାନଙ୍କ କୋର୍ସ ମଧ୍ୟରେ ସଂମ୍ପର୍ଣ୍ଣ ହୋଇ ପାରି ନଥିଲା କୋରନା ସଂଙ୍କ୍ରମଣ ରେ ସୁଧାର ଆସିବା ପରେ ଗତ ବର୍ଷ ଖରା ଛୁଟି ବାତିଲ ହୋଇଛି । ଏହି ସମୟ ରେ ପାଠପଢା ରେ ଘଟିଥିବା କିଛି କ୍ଷେତି ର ଭରଣା ହେଉଛି । ସେହିଥି ପାଇଁ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମିର ରଂଞୀନ ଦାସ । ଏହି ସମୟ ରେ ଶିକ୍ଷା ମନ୍ତ୍ରୀ କରିଛନ୍ତି ବଡ ଘୋଷଣା ପୁଣି ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି।

school Staff

ଚଳିତ ବର୍ଷ ପ୍ରଥମ ଥର ମେ ମାସ 30 ତାରିଖ ସାବିତ୍ରୀ ଅମାବାସ୍ୟା ରେ ସ୍କୁଲ ଛୁଟି ଘୋଷଣା ହୋଇଛି । ସରକାରୀ କ୍ୟଲେଣ୍ଡର ରେ ଏହି ଦୁଇ ଦିନ ଛୁଟି ନଥିଲେ ବି ପ୍ରଥମ ଥର ରାଜ୍ୟ ସରାକାର ସାବିତ୍ରୀ ଅମାବାସ୍ୟା ଦିନ ଛୁଟି ଘୋଷଣା କରିଛନ୍ତି । ଶନିବାର ଏହା ସୂଚନା ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମିର ରଂଞୀନ ଦାସ ତେବେ ବନ୍ଧୁଗଣ ଏହା ଥିଲା ଆଜିର ଅପଡେଟ ।

ଏହା ସହିତ ଏହି ବର୍ଷ ନିସ୍ପତି ହୋଇଛି ଯେ ପିଲା ମାନେ ଛୁଟି ପରେ ସ୍କୁଲ କୁ ଆସିଲେ ସାଇକେଲ ପାଇବେ ନାମ ଲେଖାଇ ସ୍କୁଲ ଆସୁନଥିଲେ ସାଇକେଲ ବାବଦ କୁ ଅର୍ଥ ପ୍ରଦାନ ହେବ ନାହିଁ । ଏହି ଅର୍ଥ ବଣ୍ଟନ ପୂର୍ବରୁ ଜିଲ୍ଲା ଏବଂ ବ୍ଲକ ଶିକ୍ଷା ଅଧିକାରୀ ମାନେ ତଥ୍ୟ ଭଲ କରି ଜାଞ୍ଚ କରିବେ । ସ୍କୁଲ ଗୁଡିକ ଛାତ୍ରଛାତ୍ରୀ ଙ୍କ ସଂମ୍ପର୍କ ରେ ଯେୁଁ ତଥ୍ୟ ଦେଉଛନ୍ତି ତାହା କେତେ ଠିକ୍ ସବୁ ପିଲା ସ୍କୁଲ ଆସୁଛନ୍ତି ନା କାଗଜ କଲମ ରେ ନାମ ଲେଖାଜାଇ ସାଇକେଲ ବଣ୍ଟନ ର ପଇସା ନେଉଛନ୍ତି ସେହି ନେଇ ଅନୁଧ୍ୟନ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *