ବଡ଼ ଖବର- ନବମ ଶ୍ରେଣୀ ଛାତ୍ର ସହିତ ସ୍କୁଲ ଶିକ୍ଷୟତ୍ରୀ ଫେରାର୍

teacher

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ବିଭିନ୍ନ ପ୍ରକାରର ଖବର ସାମ୍ନା କୁ ଆସୁଥିବା ବେଳେ ଖାସ କରି ପ୍ରେମି ଯୁଗଳ ଙ୍କ ବିଷୟ ରେ ଅନେକ ଖବର ପ୍ରତି ଦିନ ସୁଣିବା ପାଇଁ ମିଳେ । ତେବେ ଆପଣ ମାନେ କେତେ ବେଳେ ପ୍ରେମିକ ପ୍ରେମିକା ସହିତ , କେତେ ବେଳେ ବୋହୁ ଶସୁର ସହିତ ତ ଆଉ କେତେ ବେଳେ ଶିକ୍ଷୟତ୍ରୀ ସହିତ ଛାତ୍ର ପଳାଉଥିବାର ଖବର ସୁଣିବା ପାଇଁ ପାଇଥାନ୍ତି । ତେବେ ସେମିତି ଏକ ଘଟଣା ବର୍ତମାନ ସମୟ ରେ ଆମ ପାଖରେ ପହଁଚିଛି ।

ହରିଆଣା ରେ ପାଣିପଥ ରେ ଏଭଳି ଏକ ଘଟଣା ଘଟିଛି ଜାହା ଗୁରୁ ଶିଷ୍ୟ ର ସଂମ୍ପର୍କ କୁ ଲଜ୍ଜିତ କରିଦେଇଛି । ଏଠାରେ ହୋଇଥିବା ଏକ ଅଭିଯୋଗ ମୁତାବକ ଜଣେ ମହିଳା ଶିକ୍ଷୟତ୍ରୀ ନିଜର 14 ବର୍ଷ ର ଛାତ୍ର ସହିତ ଘରୁ ଫେରାର ହୋଇଜାଇଛନ୍ତି । ସଂମ୍ପର୍ଣ୍ଣ ଖବର ଅନୁସାରେ ଏକ ଘୋରେଇ ବିଦ୍ୟାଳୟ ରେ ଶିକ୍ଷା ଦାନ କରୁଥିବା ଏହି ଶିକ୍ଷୟତ୍ରୀ ଜଣଙ୍କ ନିଜ ସ୍ୱାମୀ ଙ୍କୁ ଛାଡପତ୍ର ଦେଇ ନିଜ ବାପ ଘରେ ରହିଆସୁଥିଲେ ।

ଏହି ମାମଲା ପାନିପଥ ଦେଶରାଜ କୋଲନୀ ରେ ଘଟିଥିଲା ପୋଲିସ କୁ ଦିଆଜାଇ ଥିବା ଅଭିଯୋଗ ଅନୁସାରେ ଛାତ୍ର ଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେମାନଙ୍କ ପୁଅ ପୂର୍ବ ପରି ପାଠ ପଢିବା ପାଇଁ ଉକ୍ତ ଶିକ୍ଷୟତ୍ରୀ ଙ୍କ ଘରକୁ ଜାଇ ଥିଲେ ମଧ୍ୟ ସେ ସେଦିନ ଘରକୁ ଫେରିନଥିଲା । ଶିକ୍ଷୟତ୍ରୀ ଙ୍କ ପରିବାର ଲୋକ ମାନଙ୍କ ସହିତ ଯୋଗାଯୋଗ କରିବାରୁ ତାଙ୍କ ଝିଅ ବି ଗାୟେବ ହୋଇଥିବାର ସୂଚନା ମିଳିଥିଲା । ତେବେ ପୋଲିସ ଏଠାରେ ସୂଚନା ଦେଇଛି କି ଉଭୟ ମହିଳା ଶିକ୍ଷକ ଏବଂ ଛାତ୍ର ଙ୍କ ମୋବାଇଲ ଫୋନ ବନ୍ଦ ରହିଛି । ଛାତ୍ର ଙ୍କ ପରିବାର ଲୋକ ଙ୍କ ଅଭିଯୋଗ କ୍ରମେରେ ଶିକ୍ଷୟତ୍ରୀ ଙ୍କ ବିରୋଧ ରେ ଅଭିଯୋଗ ର ମାମାଲା ରୁଜୁ କରିଛନ୍ତି ।

ତେବେ ବର୍ତମାନ ସମୟ ରେ ପୋଲିସ ଉଭୟ ଙ୍କୁ ଖୋଜୁଛି । ମିଳିଥିବା ସୂଚନା ଅନୁସାରେ ଫେରାର ଛାତ୍ର ଜଣଙ୍କ ନବମ ଶ୍ରେମୀ ରେ ପାଠ ପଢିବା ବେଳେ ଅଭିଯୁକ୍ତ ଶିକ୍ଷୟତ୍ରୀ ତାଙ୍କ ଶ୍ରେଣୀ ର ଶିକ୍ଷୟତ୍ରୀ ଅଟନ୍ତି । ଏହି ନାବାଳକ ବିଗତ ଦୁଇ ବର୍ଷ ଧରି ତାଙ୍କ ପାଖରେ ଟିଉସନ ହେଉଥିଲେ । ଏପରି କି ଲକଡାଉନ ରେ ମଧ୍ୟ ଛାତ୍ର ଜଣଙ୍କ ଚାରି ଘଣ୍ଟା ଲେଖାଏଁ ଟିଉସନ ପାଇଁ ତାଙ୍କ ଘରକୁ ଜାଉଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *