ଛିଃ. ଛିଃ. ଶୁଣନ୍ତୁ ଓଡିଓ ଫୋନ ରେ ଶଶ୍ୱର ବୋହୁ ସହିତ କରୁଛନ୍ତି ଅଶ୍ଳୀଳ କଥାବାର୍ତ୍ତା… ଶୁଣିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ ।

sasura

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ବହୁତ ସମୟରେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିର୍ଯାତନା ର ଘଟଣା ଦେଖିବାକୁ ପାଉଥିବେ। ଏଭଳି ଘଟଣା ବର୍ତମାନ ସମୟରେ ବୃଦ୍ଧି ପାଉଥିବା ର ଲକ୍ଷ୍ୟ କରାଯାଏ। ବହୁତ କ୍ଷେତ୍ରରେ କିଛି ମହିଳା ପ୍ରତିବାଦ କରୁଥିବା ବେଳେ ଆଉ କିଛି ସାମାଜିକ ପ୍ରତିଷ୍ଠା ଏବଂ ଭୟ ପାଇଁ ଚୁପ୍ ହୋଇ ରହିଆନ୍ତି।

ତେବେ ଆଜିର ଏହି ସମାଜ ରେ ବେଳେବେଳେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସେ ଯାହା ଦେଖିଲେ ନିଜକୁ ଲଜ୍ୟା ମନେ ହୋଇଥାଏ। ତେବେ ଯଦିଓ ଆଜିର ମଣିଷ ଶିକ୍ଷା, ସଂସ୍କୃତି ଏବଂ ସଭ୍ୟତା ସବୁ ପାଇ ପାରୁଛି ତାପରେ ବି କେଉଁଠି ନା କେଉଁଠି ସେସବୁ ଅଭାବ ସମୟ କ୍ରମେ ପରିଲକ୍ଷିତ ହେଉଛି। ଆଉ ଏହିସବୁ ଦୃଶ୍ୟପଟ ଆମ ସମାଜକୁ ଏକ ଅଲଗା ଦିଗକୁ ନେଇ ଯାଉଛି। ଯାହାକୁ ନେଇ ଆଜିର ସମାଜରେ ବହୁତ ସମୟରେ ଅସଭ୍ୟ କାର୍ଯ୍ୟ କଲାପ ଆଦି ବୃଦ୍ଧି ପାଉଛି।

କଣ କହିବ ଏହି ଲୋକଙ୍କୁ ଯେଉଁମାନେ ଏହି ସମାଜର ଅଂଶ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ୟ କରୁଛନ୍ତି ଯାହା ସେମାନଙ୍କ ପାଇଁ ଏ ସମାଜକୁ ଲଜ୍ଜିତ ଏବଂ ଅପମାନିତ କରିଥାଏ ତାସହିତ ଏହା ପାରିପାର୍ଶ୍ୱିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଏ।ଏହିସବୁ ଘଟଣା ପ୍ରତି ସେମାନେ ନଜର ରଖିବା କଥା ହେଲେ ଏଥି ପାଇଁ ସେମାନେ ଯତ୍ନଶୀଳ ଓ ସଚେତନ ହେଉ ନାହାଁନ୍ତି। ଏବଂ ଏହାପାଇଁ ସେମାନଙ୍କର ମାନସିକତା ରେ ମଧ୍ୟ ପରିବର୍ତ୍ତନ କରୁନାହାଁନ୍ତି ।

sasura

ତେବେ ସେହିଭଳି ଅନେକ ଘଟଣା ବର୍ତମାନ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଇଥାଏ ଏବଂ ଲଜ୍ୟା ମନେ ହେଉଛି। ଯେଉଁ କାର୍ଯ୍ୟ ଦ୍ଵାରା ସେମାନେ ସମୟ ସମୟରେ ସାଧାରଣରେ ନିନ୍ଦିତ ଏବଂ ଅପମାନିତ ହେଉଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି। ପରେ ଏହାର ପ୍ରଭାବ ସେମାନଙ୍କ ଉପରେ ପଡିବା ସହିତ ପରିବାର ଉପରେ ମଧ୍ୟ ପଡ଼ିଥାଏ।

ତେବେ ଏବେ ପୁଣି ସେହିପରି ଗୋଟିଏ ଘଟଣା ନିକଟରେ ଘଟିଛି ଯାହା ସମସ୍ତଙ୍କୁ ଲଜ୍ଜିତ ମଧ୍ୟ କରିଛି। ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶୀଳ ହୋଇ ପଡିବେ। ଏଠାରେ ଜଣେ ବୋହୁଙ୍କ ସହିତ ତାଙ୍କ ଶଶ୍ୱର କିପରି ଭାବରେ ଅଶ୍ଳୀଳ ବ୍ୟବହାର କରିଛନ୍ତି ତାହା ଜାଣିବାକୁ ମିଳିଛି। ବୋହୁ ଜଣଙ୍କ ତାଙ୍କ ଶଶ୍ୱରଙ୍କୁ ଏହି ବିଷୟରେ ଫୋନ ରେ ଅଭିଯୋଗ କରୁଛନ୍ତି । ଆଉ ସେମାନଙ୍କ ଏହି ବାର୍ତ୍ତାଳାପ ର କଲ ରେକର୍ଡିଂ ଶୁଣିଲେ ଆପଣ ବି ଲଜ୍ୟାମନେ କରିବେ।

ଆଉ ଭାବିବେ ଯେ କଣ ଜଣେ ଶଶ୍ୱର ଏମିତି ଲଜ୍ୟାହୀନ ଭଳି କାମ କରିପାରେ। ଶଶ୍ୱର ଜଣଙ୍କ ବୋହୁ ସହିତ ବ୍ୟବହାର ଏବଂ ଅଶ୍ଳୀଳ ଇଙ୍ଗିତରେ କିଭଳି କଥାବାର୍ତ୍ତା କରୁଛନ୍ତି ତାହା ଏଠାରେ ଆପଣ ଶୁଣିବାକୁ ପାଇବେ। ତେବେ ଏହି ପରି ଅଶ୍ଳୀଳ ଇଙ୍ଗିତରେ କିଭଳି କଥାବାର୍ତ୍ତା ଏବଂ ବୋହୁ ପ୍ରତି ଶଶ୍ୱର ଙ୍କ ଏମିତି ବ୍ୟବହାର ପାଇଁ ଆପଣଙ୍କ ମତ କଣ ରହିବ କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *