ହୋଟେଲରେ ଶା-ରୀ-ରିକ ସ-ମ୍ପ-ର୍କ ରଖିଲା ବେଳେ ସେ ବେହୋସ୍ ହୋଇଗଲେ, ତା’ପରେ ଦେଖନ୍ତୁ Video କଣ କହୁଛନ୍ତି ଯୁବକ ଜଣଙ୍କ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦୁନିଆରେ ଯେଉଁ ମାନେ ଲଭ ରିଲେସନ ରେ ରହିଛନ୍ତି ସେମାନେ କେତେ ଯେ ଖରାପ କାମ କରୁଛନ୍ତି ତାହାର ଉଦାହରଣ ଆପଣ ମାନେ ସୋସିଆଲ ମିଡିଆରେ ପ୍ରତି ଦିନ ଦେଖିବା ପା-ରୀ-ରିକ ସ-ମ୍ପ-ର୍କ ମଧ୍ୟ ରଖୁଛନ୍ତି ଯାହା ପାଇଁ ତାଙ୍କୁ ଭାରି ପରିଣାମର ଶୀକାର ହେବାକୁ ପଡୁଛି । ତେବେ କଣ ଆପଣ ମାନେ କେବେ ଶୁଣିଛନ୍ତି କି ଶା-ରୀ-ରିକ ସ-ମ୍ପ-ର୍କ ରଖିଲେ କାହାର ମୃ-ତ୍ୟୁ ହୋଇ ବୋଲି । ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟକର ହୋଇଥିଲେ ବି ସତ ଅଟେ ।

love

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଜଣେ ଯୁବକ ତାଙ୍କ ପ୍ରେମିକା ଙ୍କୁ ହରାଇ କାନ୍ଦି କାନ୍ଦି ଗଡି ଯାଉଛନ୍ତି । ଯୁବକ ଜଣକ କହୁଛନ୍ତି ତାଙ୍କର ଓ ତାଙ୍କ ପ୍ରେମିକାଙ୍କର ଦୀର୍ଘ 6 ବର୍ଷ ହେବ ପ୍ରେମ ସ-ମ୍ପର୍କ ରହିଥିଲା । ସେମାନେ ଦୁହେଁ ବୁଲିବା ପାଇଁ ଯାଇଥିଲେ ଏବଂ ହୋଟେଲ ରେ ରେଷ୍ଟ ନେଇଥିଲେ । ଦୁହେଁ ହୋଟେଲ ରେ କିଛି ସମୟ ମଧ୍ୟ ରହିଥିଲେ । ଏହାରି ମଧ୍ୟରେ ଦୁହିଙ୍କ ମଧ୍ୟରେ ଶା-ରୀ-ରିକ ସ-ମ୍ପ-ର୍କ ରହିଥିଲା ଯାହା ଯୁବକ ଜଣକ କହିଛନ୍ତି ।

ହେଲେ ସେହି ସମୟରେ ପ୍ରେମିକା ଜଣକ ହଠାତ ବେହୋସ ହୋଇ ଜାଇଥିଲେ । ଏହା ପରେ ପ୍ରେମିକ ଜଣକ ପ୍ରେମିକା ଙ୍କୁ ହସ୍ପିଟାଲ ନେଇ ଆସିଥିଲେ । ହେଲେ ଦୁଃଖର ବିଷୟ ହେଉଛି ହସ୍ପିଟାଲ ରେ ପହଞ୍ଚିବା ପୂର୍ବ ରୁ ପ୍ରେମିକାଙ୍କର ମୃ-ତ୍ୟୁ ହୋଇଥିଲା ବୋଲି ଡାକ୍ତର କହିଥିଲେ । ତେବେ ନିଜର ଭଲ ପାଇବାକୁ ହରାଇ ପ୍ରେମିକ ଜଣକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ସବୁ କଥା କହିବା ସମୟରେ ପ୍ରେମିକ ଜଣକ କାନ୍ଦି ପକାଉଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।

ତେବେ ଆଜିର ଦୁନିଆରେ ପ୍ରେମ କୁ ଶା-ରୀ-ରିକ ସ-ମ୍ପ-ର୍କ ସହ ତୁଳନା କରାଯାଉଛି ଯାହା ଆଜିକାଲିର ଯୁବପିଢି ମାନେ କରୁଛନ୍ତି । ତେବେ ଏହି ମାମଲା କେତେ ଯେ ଯୁକ୍ତିଯୁକ୍ତ ତାହା ଜଣା ପଡିନାହିଁ । ତେବେ ପ୍ରେମିକାଙ୍କର ମୃ-ତ୍ୟୁ କେଉଁ କାରଣ ପାଇଁ ହୋଇଥିଲା ତାହା ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ କଣ ଆମକୁ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *