ଭାଇରାଲ ହେଲା Lata ଦିଦିଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ, ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କରଙ୍କ ଙ୍କ ମୃତ୍ୟୁ ପରେ ପରେ ସାରା ଭାରତ ବର୍ଷ ରେ ଶୋକର ଛାୟା ଖେଳିଜାଇଛି । ଲତା ମଙ୍ଗେସ୍କରଙ୍କ ଥିଲେ ଜଣେ ପ୍ରସିଦ୍ଧ ଗାୟିକା । ସେ ଭାରତ ର ସମସ୍ତ ଭାଷା ରେ ଗୀତ ଗାଇ ପ୍ରସିଦ୍ଧ ଲାଭ କରିଥିଲେ । ବୋଧେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଏମିତି କେହି ବି ସିଙ୍ଗର ନଥିବେ ଯିଏ କି ଲତା ମଙ୍ଗେସ୍କରଙ୍କ ଙ୍କ ପରି ପ୍ରସିଦ୍ଧି ଲାଭ କରି ପାରିବ । ତେବେ ଗତ କାଲି ଲତା ମଙ୍ଗେସ୍କରଙ୍କ ଙ୍କ ଦେହାନ୍ତ ଖବର ସାମ୍ନା କୁ ଆସିବା ପରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକର ଛାୟା ଖେଳିଜାଇଛି ।

Lata Mangeshkar

ଅନେକ ଲୋକ ମାନେ ଏହିଥି ପାଇଁ ଦୁଖଃ ପ୍ରକାଶ କରିଛନ୍ତି । ଲତା ମଙ୍ଗେସ୍କରଙ୍କ ଯିବା ପରେ ତାଙ୍କ ସହିତ ଯୋଡିତ ଅନେକ ଫୋଟ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଆମେ ଆଜି ଆପଣ ମାନଙ୍କୁ ଏହି ଭିଡ଼ିଓ ବିଷୟ ରେ କହିବା ପାଇଁ ଯାଉଛୁ । ଯେଉଁ ଭିଡ଼ିଓ ଲତା ମଙ୍ଗେସ୍କରଙ୍କ ଙ୍କର ଶେଷ ଭିଡ଼ିଓ ଅଟେ ଏବଂ ଯାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ତେବେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ଏହି ଭାଇରଲ ଭିଡ଼ିଓ ରେ ଲତା ମଙ୍ଗେସ୍କର ଚାଲି କରି ଆସୁଥିବାର ନଜର ଆସୁଛନ୍ତି । ତେବେ ଏହି ଭିଡ଼ିଓ ଟି ଲତା ମଙ୍ଗେସ୍କର ଙ୍କ ଅସୁସ୍ଥ ହେବା ସମୟ ଭିଡ଼ିଓ ଅଟେ । ଯେଉଁଥିରେ ଲତା ମଙ୍ଗେସ୍କର ଙ୍କୁ ଦୁଇଟି ଯୁବତୀ ଧରି ନେଇଯାଉଛନ୍ତି । ସୋସିଆଲ ମିଡିଆ ରେ ଏହି ଭିଡ଼ିଓ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଲତା ମଙ୍ଗେସ୍କର ଙ୍କ ଏହି ଶେଷ ଭିଡ଼ିଓ ଦେଖି ଅନେକ ଲୋକ ମାନେ ଭାବ ବିହୁଳ ହୋଇପଡୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଲତା ମଙ୍ଗେସ୍କର ଗତ ଜାନୁଆରୀ 8 ରେ କୋରନା ରୋଗରେ ପୀଡିତ ହୋଇଥିଲେ । କୋରନା ରେ ଚିହ୍ନଟ ହେବା ପରେ ଚିକିତ୍ସା ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଚାଲି ଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ 92 ବର୍ଷ ବୟସରେ ସେ ପ୍ରାଣ ହରାଇ ଛନ୍ତି । ବର୍ତମାନ ସମୟ ରେ ଲତା ମଙ୍ଗେସ୍କର ଯିବା ପରେ ଦେଶରେ ସମସ୍ତ ଲୋକ ମାନେ ଶ୍ରଦ୍ଧାଞଳୀ ଅର୍ପଣ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *