ଜାଣନ୍ତୁ ପିରିୟଡ୍ ହେବାର କେତେଦିନ ପରେ ଜଣେ ମହିଳା ଗର୍ଭବତୀ ହେବାର ସୌଭାଗ୍ୟ ଲାଭ କରନ୍ତି ! ଶୁଣନ୍ତୁ Dr. ଙ୍କ ପରାମର୍ଶ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି କାଲି ଯୁଗରେ ପୁରାତନ କାଳରୁ ନିଜର ବଂଶ ବୃଦ୍ଧି କରିବା ପାଇଁ ନାରୀ ଓ ପୁରୁଷ ବିବାହ କରନ୍ତି । ବିବାହ ପରେ ସାଂସାରିକ ଜିବନ ସୁଖ ରେ ଅତିବାହିତ କରିବା ପାଇଁ ସମାଜ ରେ ବାପା ମାଆ ହିସାବ ରେ ଭିନ୍ନ ଏକ ନିଆରି ପରିଚୟ ସୃଷ୍ଟି କରି ବାପା ମାଆ ନିଜର ସନ୍ତାନ ନିହାତି ଭାବେ ଚାହାଁନ୍ତି । ଜଣେ ନାରୀକୁ ମାତୃତ୍ୟୁ ଲାଭ କରି ସାରିଲା ପରେ ସେ ସୁନ୍ଦର ଅନୁଭବ କରିଥାଏ । କାରଣ ଜଣେ ମାଆ ଜାଣି ଥାଏ ସନ୍ତାନକୁ ଜନ୍ମ ଦେବା ପରେ ତାକୁ କିପରି ଅନୁଭବ ହୋଇଥାଏ । ଜଣେ ମାଆ ତାର ସନ୍ତାନକୁ ନିଜ ଗରିଭରେ 9 ମାସ ଧରି ନିଜ ସହ ଲଢି , ନିଜେ କଷ୍ଟ ସହି ତାକୁ ଜନ୍ମ ଦେଇଥାଏ ।

କିନ୍ତୁ ବନ୍ଧୁଗଣ ଗର୍ଭଧାରଣ କରିବା ଓ ସନ୍ତାନ ଜନ୍ମ କରିବା କେତେକାଶଂ ରେ ସହଜ ହୋଇପାରେ ନାହିଁ । କିଛି କାରଣ ପାଇଁ ମଧ୍ୟ କିଛି ମହିଳା ଗର୍ଭବତୀ ହୋଇ ନ ଥାଏ । ବହୁତ ଜଣଙ୍କୁ ଏ ବିଷୟରେ ଜଣା ନ ଥାଏ କେଉଁ ସମୟରେ ଶାରିରୀକ ସଂପର୍କ ରଖିବା ଦ୍ୱାରା ଜଣେ ମହିଳା ଗର୍ଭବତୀ ହୋଇ ପାରି ନ ଥାଏ । କଣ ଅସୁବିଧା ରହୁଛି । ଆଜି ଆମେ ସେହି କାରଣ ବିଷୟରେ ଆଲୋଚନା କରିବା ।

women

ପ୍ରଥମେ ଶାରୀରିକ ସଂମ୍ପର୍କ ରଖିବା ସମୟ ରେ ସତର୍କତା ଅବଲମ୍ବନ କରନ୍ତୁ ।
ଆପଣ ମାନେ ଶାରୀରିକ ସଂମ୍ପର୍କ ରଖିବା ସମୟ ରେ କିଛି ସମୟ ଅର୍ଥାତ 15 ମିନିଟ ପର୍ଯ୍ୟନ୍ତ ଶୋଇ ରହିବା ଜରୁରୀ ଅଟେ । ଏହି ଭଳି କରିବା ଦ୍ୱାରା ଗର୍ଭବତୀ ହେବାର ଅଧିକ ସମ୍ଭାବନା ରହିଥାଏ ।

ଶାରିରୀକ ସମ୍ପର୍କ ସମୟରେ ସଚେତନତା ।
ଆପଣ ମାନେ ଶାରିରୀକ ସମ୍ପର୍କ ରଖିବା ସମୟ ରେ ଚାପ କିମ୍ବା ଚିନ୍ତା ରେ ରହିବା କଥା ନୁହେଁ । ମନ ରେ ଖୁସୀ ଏବଂ ଉତ୍ସାହ ର ସହିତ ଆପଣ ମାନେ ସଂମ୍ପର୍କ ସ୍ଥାପନା କରନ୍ତୁ । ଆପଣ ସଠିକ୍ ସମୟର୍ ସହବାସ ନ କଲେ ଏହା ଆପଣଙ୍କ ଗର୍ଭ ଧାରଣ କରାଇବାରେ ଅସୁବିଧା କରାଇ ଥାଏ । ତେଣୁ ସହବାସର ଆବଶ୍ୟକ ସମୟ ଜାଣିବା ଉଚିତ୍ ।

women

ତେବେ ବନ୍ଧୁଗଣ ଏହା ନିହାତି ଭାବେ ମନେ ରଖିବା ଆବଶ୍ୟକ କି ମହିଳା ଙ୍କ ପିରିୟଡ ହେବାର 11 ଦିନ ପରେ ଲଗାତାର ଭାବେ 5 ଥର ଶାରୀରିକ ସଂମ୍ପର୍କ ରଖିବା ମହିଳା ଙ୍କ ପାଇଁ ଗର୍ଭବତୀ ହେବାର ଅଧିକ ସମ୍ଭାବନା ରହିଥାଏ ।

ସେହି ପରି ପିରିୟଡ ହେବାର 6 ଦିନ ପର ଠାରୁ ଆଗାମୀ 12 ରୁ 14 ଦିନ ପର୍ଯ୍ୟନ୍ତ । ଦିନ କୁ ଓଭୁଲେସନ୍ ଡେ କୁହାଯାଏ । କାରଣ ଏହି ସମୟ ଅନୁସାରେ ଶରିରୀକ ସମ୍ବନ୍ଧ ରଖିଲେ ଜଣେ ମହିଳା ମଆ ହେବାର ସମ୍ଭାବନା ଥାଏ । ତେଣୁ ଆପଣଙ୍କୁ ଓଭୁଲେସନ୍ ଡେ ମନେ ରଖିବା ଉଚିତ୍ । ତେବେ ଏହି ସବୁ କୁ ମନେ ରଖି ପାରିଲେ ନିହାତି ଭାବେ ଆପଣ ମାନେ ଗର୍ଭବତୀ ହେବାର ସ୍ୱଭାଗ୍ୟ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *