କୟେଲ ବାନାର୍ଜି ଙ୍କ ଜନ୍ମଦିନ ପାଳନ ସମୟରେ ହଠାତ ରୋମାଣ୍ଟିକ ହୋଇଯାଇଥିଲେ Bobby Mishra… ଆଉ ତା’ ପରେ… ଦେଖନ୍ତୁ ଭିଡ଼ିଓ

Koyel Banerjee & Bobby Mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ସିନେମା ଜଗତ ରେ ବିବିମିଶ୍ର ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ଓଡିଆ ଫିଲ୍ମ ଏବଂ ଆଲବମ୍ ଦୁନିଆ ରେ ସେ ଜଣେ ପରିଚିତ ଚେହେରା ଅଟନ୍ତି । ବିଗତ କିଛି ବର୍ଷ ରେ ସେ ଓଡିଆ ସିନେମା ଜଗତ କୁ ଅତି ସୁନ୍ଦର ସୁନ୍ଦର ସିନେମା ଦେଇଆସୁଛନ୍ତି। ତାଙ୍କ ଅଭିନୀତ ସିନେମା ଏବଂ ସିନେମାରେ ତାଙ୍କର ଚରିତ୍ର ବେଶ୍ ଆକର୍ଷନୀୟ ହୋଇଥାଏ। ଆପଣ ତ ଦେଖିଥିବେ ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ମଧ୍ୟ ଅଟେ।ଅଭିନେତା ବବି ମିଶ୍ର ଖଳନାୟକ ଭୂମିକାରେ ଦମଦାର ଅଭିନୟ କରିଥାନ୍ତି।

ଏହି ଅଭିନେତା ଜଣଙ୍କ ନିଜର ମନଲୋଭା ଅଭିନୟ ପାଇଁ ଦର୍ଶକ ମାନଙ୍କ ପାଖରେ ଆକର୍ଶଣିୟ ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଅନେକ ସୁନ୍ଦର ସୁନ୍ଦର ସିନେମା ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ଏହି ଅଭିନେତା ଜଣଙ୍କ ଓଲିଉଡ ରେ ଗୋଟିଏ ବିଶେଷ ସ୍ଥାନ ଗ୍ରହଣ କରିଛନ୍ତି । ପ୍ରଥମେ ଆଲବମ କରି ସେ ଲୋକ ଲୋଚନକୁ ଆସିଥିଲେ ଏବଂ ପରେ ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ଫିଲ୍ମ୍ ଜଗତରେ ପାଦ ଦେଇଥିଲେ ।

Bobby Mishra

ଅଭିନୟ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରିୟର, ପସନ୍ଦର ଅଭିନେତା। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି । ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ । ଅଭିନୟ ଜଗତରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଜଣେ ଲୋକପ୍ରିୟ କଳାକାର ହେବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରି ଏହି ସ୍ଥାନକୁ ଆସିବାକୁ ପଡ଼ିଛି। ତେବେ ଏହି ଦିନ ରେ ତାଙ୍କର ଏକ ଭିଡ଼ିଓ ସାମ୍ନା କୁ ଆସିଛି । ଯେଉଁ ଭିଡ଼ିଓରେ ବବି ମିଶ୍ର ଙ୍କ ପତ୍ନୀ କୟେଲ ବାନାର୍ଜି ଙ୍କ ଜନ୍ମ ଦିବଶ ପାଳନ କରୁଥିବାର ନଜର ଆସିଛନ୍ତି । ବବି ମିଶ୍ର ନିଜେ ସ୍ତ୍ରୀ ଜନ୍ମ ଦିନ ରେ ଢୋଲ ବାଡେଇ ମଜା ମସ୍ତି କରୁଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହା ସହିତ ସେ ସ୍ତ୍ରୀ ସହିତ ମିଶି କେକ୍ କାଟୁ ଥିବାର ନଜର ଆସିଛନ୍ତି । ତେବେ ଆପଣ ମାନେ ଏହି ଠାରେ ସେହି ଭିଡ଼ିଓ ଦେଖି ପାରିବେ ଏବଂ ନିଶ୍ଚିତ ଭାବେ ଜାଣି ପାରିବେ କି ସେ କେମିତି ଭାବେ ମଜା କରୁଛନ୍ତି ବୋଲି । ତେବେ ଆପଣ ମାନଙ୍କୁ କୟେଲ ବାନାର୍ଜି ଏବଂ ବବି ମିଶ୍ର ଙ୍କ ଯୋଡି କେମିତି ଲାଗେ କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *