ଷ୍ଟେଟ ବ୍ୟାଙ୍କରେ ଖାତା ଥିଲେ ଦେଖନ୍ତୁ ବଡ଼ ଖବର |

sbi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କର ଷ୍ଟେଡବ୍ୟଙ୍କ୍ ଅଫ ଇଣ୍ଡିଆ ରେ ଖାତା ରହିଛି ବା SBI ରେ ଖାତା ରହିଛି ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ରଖିବା ନିହାତି ଜରୁରୀ ଅଟେ । ତେବେ ଦେଖନ୍ତୁ ଏମିତି ଏକ ଏବେ ଲିଙ୍କ୍ ଭାଇରଲ ହେଉଛି । ଯେଉଁଥିରେ ୱାଟସପ୍ ଏବଂ ସୋସିଆଲ ମିଡିଆ ରେ ସାଙ୍ଗସାଥୀ ଙ୍କ ଦ୍ୱାରା ଆପଣ ମାନଙ୍କୁ ସେୟାର ହେଉଥିବ ।

sbi

ଯେତେ ବେଳେ ବି ଆମେ ଏହି ଲିଙ୍କ୍ ରେ କ୍ଲିକ୍ କରୁଛେ ତେବେ SBI congratulation ବୋଲି ଲେଖା ଦେଉଛି । ଏବଂ ଆପଣ ଏଠାରେ ଏକ ଗିଫ୍ଟ ଜିତିଛନ୍ତି ବୋଲି ସୂଚନା ଦେଉଛି । ଏବଂ ପରେ ଆପଣ ମାନଙ୍କୁ ସେଠାରେ କିଛି ପ୍ରଶ୍ନ ପଚରାଜାଉଛି । ଏବଂ ସେଠାରେ ଆପଣ ମାନଙ୍କ ସହିତ ଯୋଡିତ ବିଭିନ୍ନ ପ୍ରଶ୍ନ ପଚାରୁଛି ଏବଂ ପରେ 4 ଟି ପ୍ରଶ୍ନ ର ଉତ୍ତର ପରେ ଆପଣ ମାନଙ୍କ ସାମ୍ନା 6 ଟି ବକ୍ସ ଆସୁଛି ଏବଂ ଆପଣ ମାନଙ୍କୁ ସେହି ବକ୍ସ କୁ ଅପନ କରିବା ପରେ ଆପଣ ମାନଙ୍କୁ କୈଣସି ଏକ ବକ୍ସ ରେ ବହୁତ ସାରା ଟଙ୍କା ମିଳି ଜାଉଛି ।

ଏବଂ ପରେ ପରେ ଆପଣ ମାନଙ୍କୁ ଏଠାରେ ପରେ ୱାଟସପ୍ ରେ ସେୟାର କରିବା ପାଇଁ କହୁଛି ତେବେ ଏହି ଲିଙ୍କ୍ ଆମ ପାଖରେ ପହଁଚି ପାରିଛି ମାନେ ଆପଣ ମାନଙ୍କ ପାଖରେ କାହାରି ୱାଟସପ୍ ଜରିଆରେ ପହଁଚିଯିବ । ତେବେ ଆପଣ ମାନଙ୍କୁ ଏଠାରେ ଜଣେଇଦେବୁ କି ଏହି ପରି ଲିଙ୍କ୍ ଉପରେ ଆପଣ କେବେ ବି ବିଶ୍ୱାସ କରନ୍ତୁ ନାହିଁ ।

sbi

ଏହି ସବୁ ଜିନିଷ ହେଲା ଫ୍ରଡ୍ ଆପଣ ମାନଙ୍କୁ ଟଙ୍କାଟିଏ ବି ମିଳିବ ନାହିଁ । ତେବେ କେବଳ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଆମେ ଆପଣ ମାନଙ୍କ ପାଇଁ ଏହି ବିଷୟ ରେ ଜଣେଇ ଦେଲୁ । ତେବେ ଆପଣ ମାନଙ୍କ ପାଖକୁ ଏମିତି କିଛି ମେସେଜ୍ ଆସୁଥିଲେ ଆପଣ ମାନେ ନିଜେ ସତର୍କ ରହିବା ସହିତ ଆପଣ ମାନେ ଅନ୍ୟ କୁ ସତର୍କ କରାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *