ଶୌଳେନ୍ଦ୍ରଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜାହା ବର୍ତମାନ ସମୟ ର ଏକ ଦୁଖଃଦାୟ ଖବର ଚଳଚିତ୍ର ସୁଟିଂ ସମୟ ଘଟିଲା ଦୁର୍ଘଟଣା ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ହିରୋ ବା ଇୟୁଟିବ୍ୟୁ ର ସେନସେକ୍ ହିରୋ କହିପାରିବେ ଶୈଳେନ୍ଦ୍ର ସାମନ୍ତରାୟ ଙ୍କୁ ନେଇ ଆସିଲା ଏକ ବଡ ଦୁଖଃ ଖବର । ବନ୍ଧୁଗଣ ଆମେ ବର୍ତମାନ ସମୟ ରେ ଏକ୍ସନ ଷ୍ଟାର ଶୈଳେନ୍ଦ୍ର ଙ୍କ ବିଷୟ ରେ କହୁଛୁ । ହେଲେ ବନ୍ଧଉଗଣ ବର୍ତମାନ ସମୟ ରେ ଶୈଳେନ୍ଦ୍ର ଙ୍କୁ ନେଇ ଏକ ଦୁଖଃ ଖବର ଆସିଛି ।

Shailendra

ହଁ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣାସୁଣା ଏବଂ ଲୋକପ୍ରିୟ ଅଭିନେତା ଶୈଳେନ୍ଦ୍ର ଙ୍କୁ ନେଇ ଏକ ବଡ ଦୁଖଃ ଖବର ଆସିଛି । ତେବେ ଆସନ୍ତୁ ଜାଣିନେବା କଣ ସେହି ଦୁଖଃ ଖବର ଆଲବମ୍ ଦୁନିଆ ପରେ ସିନେମା ଇଣ୍ଡଷ୍ଟ୍ରୀ ରେ କିଛି ମୂଖ୍ୟ ନାୟକ ଭାବେ କାମ କରୁଥିଲେ । ହେଲେ ସୁଟିଂ ସେଟ୍ ମିଳିଥିବା ଖବର ଅନୁସାରେ ଶୈଳେନ୍ଦ୍ର ସୁଟିଂ ସେଟ୍ ରେ କାମ କରୁଥିବା ବେଳେ ଏକ ପ୍ରକାରର ଲାଇଟ୍ ତାଙ୍କ ମୁହଁ କୁ ପଡିଥିଲା ।

ଏବଂ ଏହି ଲାଇଟ୍ ପଡିବା ଫଳ ରେ ତାଙ୍କର ଆଖିର ରେଟିନା ନଷ୍ଟ ହୋଇଜାଇଛି । ଡାକ୍ତର ମାନେ ତାଙ୍କର ଟ୍ରିଟମେଣ୍ଟ ବର୍ତମାନ କରୁଛନ୍ତି । ତେବେ ବନ୍ଧୁଗଣ ଏହି କଥାଟି ନିଜେ ଶୈଳେନ୍ଦ୍ର ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ଜଣେଇଛନ୍ତି । ସେ କହିଛନ୍ତି କି ଡାକ୍ତର ତାଙ୍କୁ କିଛି ଦିନ ରେଷ୍ଟ ନେବାକୁ କହିଛନ୍ତି ।

Shailendra

ଆଉ ସେ ଏମିତି ମଧ୍ୟ ସଜେସନ ଦେଇଛନ୍ତି କି ଯେଉଁ ଅଭିନେତା ଏବଂ ଅଭିନେତ୍ରୀ ମାନେ ଏପରି ଅଭିନୟ କରୁଛନ୍ତି ଏମିତି ଲାଇଟ୍ ସାମ୍ନା ରେ ସେମାନେ ଦୟା କରି ପ୍ରୋଡ୍କସନ ସଂସ୍ଥା ଠାରୁ କିଛି ପିକୋସନ ମାଗି ରଖନ୍ତୁ । ଏବଂ ସେମାନେ ଏଭଳି ଲାଇଟ ଠାରୁ ଯେତେ ଦୂର ରହିବେ ସେତେ ସେମାନଙ୍କ ପାଇଁ ଭଲ ହେବ ବୋଲି ସେ କହିଛନ୍ତି । ତେବେ ଏହାକୁ ନେଇ ଆପଣ ମାନଙ୍କର କଣ ମତ ରହିଛି ଆପଣ ମାନେ ନିଶ୍ଚିତ କମେଣ୍ଟ କରି ଜଣେଇଦେବେ ଏବଂ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *