ଯାହାର ନିଦ ୩ ରୁ ୫ ଟା ଭିତରେ ଖୋଲିଯାଉଛି ତାହେଲେ ସେମାନେ ଏ ଭିଡ଼ିଓ କୁ ନିଶ୍ଚୟ ଦେଖନ୍ତୁ |

khana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ବ୍ୟକ୍ତି ର ନିଦ ରାତି 3 ରୁ 5 ଟା ମଧ୍ୟ ରେ ଭାଙ୍ଗିଥାଏ , ସେହି ପରି ବ୍ୟକ୍ତି ମାନେ କାହିଁକି ଅନ୍ୟ ବ୍ୟକ୍ତି ମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି , ଏବଂ ସେହି ପରି ବ୍ୟକ୍ତି ଙ୍କ ଉପରେ ଭଗବାନ କଣ ପାଇଁ ପ୍ରଶନ୍ନ ରହିଥାନ୍ତି ସେହି ବିଷୟ ରେ ଆମେ ଆଜି ଜାଣିବା , ଏବଂ ବର୍ହ୍ମ ମୁହୁର୍ତ୍ୱ କୁ ନେଇ ଭଗବାନ ଶ୍ରୀକୃଷ୍ଣ କଣ କହିଛନ୍ତି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ।sleep

ବନ୍ଧୁଗଣ ମନେ ରଖନ୍ତୁ ଯେଉଁ ବ୍ୟକ୍ତି ମାନଙ୍କର ନିଦ ଭୋର 5 ଟା ରୁ ଭାଙ୍ଗି ଥାଏ ସେହି ପରି ବ୍ୟକ୍ତି ମାନେ ଦିର୍ଘାୟୁ ହେବା ସହିତ ସେମାନଙ୍କର ଆୟୁ ବହୁତ ଲମ୍ବା ହୋଇଥାଏ , ସେମାନେ ସବୁ ବେଳେ ଖୁସୀ ଏବଂ ସାକାରାତ୍ମକ ଚିନ୍ତା ଧାରୀ ର ବ୍ୟକ୍ତି ହୋଇଥାନ୍ତି , ସେମିତି ରେ ଆମ ହିନ୍ଧୁ ଧର୍ମ ଶାସ୍ତ୍ର ରେ ଉଲ୍ଲେଖ ରହିଛି କି ଯେଉଁ ବ୍ୟକ୍ତି ମାନେ ବ୍ରହ୍ମ ମୂହୁର୍ତ୍ୱ ରେ ବା ଭୋର 3 ରୁ 5 ଟା ମଧ୍ୟ ରେ ଉଠି ଥାଏ ସେହି ବ୍ୟକ୍ତି ଙ୍କୁ ଉତ୍ତମ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ଧନ ଦୈଲତ ଏବଂ ଯୈବନ ପ୍ରାପ୍ତି ହୁଏ ।

ଏମିତି ହେବା ପଛର ର କାରଣ ହେଲା କି ଏହି ବ୍ରହ୍ମ ମୂହୁର୍ତ୍ୱ ରେ ହିଁ ଭଗବାନ ବ୍ରହ୍ମ ଦେବ ସୃଷ୍ଟି ରଚନା କରି ଥିଲେ , ଯେଉଁ କାରଣ ପାଇଁ ଭୋର 3 ରୁ 5 ଟା ମଧ୍ୟ କୁ ସୃଷ୍ଟି ର ନିର୍ମାଣ ମୂହୁର୍ତ୍ୱ ବୋଲି କୁହା ଜାଇଛି ।sleeping

ତେଣୁ ସେହି ସମୟ ରେ ଆପଣ ମାନେ ଜପ ତପ ଏବଂ ପୂଜା ପାଠ ଆଦି କରିବା ଦ୍ୱାରା ଆପଣ ନିଜ ମଧ୍ୟ ରେ ଅସିମ ଶକ୍ତି ଓ ଉର୍ଜା ପ୍ରାପ୍ତ କରି ପାରି ଥାନ୍ତି , ଏବଂ ମନ ରେ ସକାରାତ୍ମକତା ବିଚାର ବି ଆଣି ପାରି ଥାନ୍ତି , ଏହା ସହିତ ଆମ ହିନ୍ଧୁ ଧର୍ମ ର ସମସ୍ତ ପ୍ରକାରର ଶାସ୍ତ୍ର ବେଦ ରେ ଉଲ୍ଲେଖ ରହିଛି କି ଆପଣ ମାନେ ଯେକୈଣସି କାର୍ଯ୍ୟ ବି କରନ୍ତୁ ନା କାହିଁକି ସବୁ କାମ ର ସଠିକ୍ ଫଳ ବ୍ରହ୍ମ ମୂହୁର୍ତ୍ୱ ରେ ହିଁ ମିଳେ ।

ସେହି ପାଇଁ ଆପଣ ମାନଙ୍କ ନିଦ ବି ଯଦି ଭୋର 3 ରୁ 5 ଟା ମଧ୍ୟ ରେ ଭାଙ୍ଗେ ତେବେ ଆପଣ ବି ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *