ଆଜି ସକାଳେ ମୃତ୍ୟୁ ବରଣ କଲେ ସିରିଏଲ ଅଭିନେତ୍ରୀ – ଚାରିଆଡେ ଶୋକର ଛାୟା

a678

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଏକ ଦୁଖଃ ଖବର ଆଜି ଆଉ ଏକ ଲୋକପ୍ରିୟ ଅଭିନେତ୍ରୀ ଙ୍କର ମୃତ୍ୟୁ ହୋଇ ଜାଇଛି ଜାହାଙ୍କ ନାମ ହେଲା ଦିବ୍ୟା ସେ ବଲିଉଡ ଫିଲ୍ମ ଏବଂ ସିରିଏଲ ମାନଙ୍କ ରେ ଅଭିନୟ କରି ସାରିଛନ୍ତି , ଏବଂ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରୁ ଥିଲେ ,

div44

ସେମିତି ରେ ଗତ କିଛି ଦିନ ତଳେ ଦିବ୍ୟା କୋରନା ପଜେଟିଭ୍ ବୋଲି ଚିହ୍ନଟ ହୋଇ ଥିଲେ । ଏବଂ ଏହା ପରେ ପରେ ତାଙ୍କୁ ମୁମ୍ବାଇ ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେବାକୁ ପଡି ଥିଲା ସେମିତି ରେ ତାଙ୍କର ଫୁସଫୁସ୍ ଏବଂ କିଡ୍ନୀ ଜନିତ ରୋଗ ରହି ଥିବାରୁ ତାଙ୍କର ବର୍ତମାନ ସମୟ ରେ କୋରନା ରେ ମୃତ୍ୟୁ ହୋଇ ଜାଇଛି , ଏବଂ ବର୍ତମାନ ସମୟ ରେ ଦିବ୍ୟା ଙ୍କର ମୃତ୍ୟୁ ରେ ବଲିଉଡ ରେ ଶୋକ ର ଛାୟା ଖେଳି ଜାଇଛି ,

Diva

ଦିବ୍ୟା ବଲିଉଡ ର ଲୋକ ପ୍ରିୟ ସିରିଏଲ ସଂସ୍କାର ରେ ମୂଖ୍ୟ ଅଭିନେତ୍ରୀ ଭାବେ କାର୍ଯ୍ୟ କରି ଥିଲେ ଏବଂ ଏହି ସିରିଏଲ ରେ ଦିବ୍ୟା ଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରୁ ଥିଲେ । ହେଲେ ଦିବ୍ୟା ଙ୍କର ଏମିତି ଅକାଳ ବିୟୋଗ ରେ ତାଙ୍କର ଫେନ୍ସ ମାନେ ଦୁଖଃ ରେ ଭାହ୍ଗି ପଡିଛନ୍ତି । ତେବେ ଆମେ ଆମର ଟିମ୍ ତରଫ ରୁ ବଲିଉଡ ଅଭିନେତ୍ରୀ ଙ୍କ ଅମର ଆତ୍ମା ର ସଦଗତି ପାଇଁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରୁଛୁ , ଆପଣ ମାନେ ବି ତାଙ୍କର ଆତ୍ମା ର ସଦଗତି ପାଇଁ ନିଶ୍ଚିତ ପାର୍ଥନା ଜଣେଇ ଦେବେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *