ନୂଆ ବୋହୂ ଧାରାବାହିକ ର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଙ୍କ ପରିବାର ।। ଦେଖନ୍ତୁ ପୁରା ଭିଡିଓ ।।

siral

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନୂଆ ବହୁ ଧାରା ବାହୀକ ନିଶ୍ଚିତ ଭାବେ ଦେଖୁ ଥିବେ । ତରଙ୍ଗ ଟିଭି ରେ ପ୍ରସାରିତ ଏହି ଧାରାବାହୀକ ବହୁତ ପପୁଲାର ଅଟେ । ସେହି ଥିଲେ ଅଭିନୟ କରୁ ଥିବା ନୟନ ତାରା କୁ ଆପଣ ମାନେ ଯଦି ଜାଣନ୍ତି ତେବେ ତାଙ୍କର ପ୍ରକୃତ ନାମ କଣ ଜାଣନ୍ତି କି । ଆମେ ଆଜି ଆପଣ ମାନଙ୍କୁୁ ସେହି ଏବଂ ତାଙ୍କ ସଂମ୍ପର୍ଣ୍ଣ ବିବରଣୀ ଆପଣ ମାନଙ୍କୁ ଦେବୁ । ତାଙ୍କର ଅସଲ ନାମ ହେଲା ପ୍ରିୟଙ୍କା ଏବଂ ତାଙ୍କରକ ସୁନ୍ଦର ଅଭିନୟ ସହିତ ସେ ବହୁତ ଭଲ ମଡେଲର ଅଟନ୍ତି । ଅନେକ ମ୍ୟଜିକ୍ ଭିଡ଼ିଓ ରେ ସେ ଅଅଭିନୟ କରି ସାରିଛନ୍ତି ।priyanka

ଏବେ ଏବେ ସେ ସିରିଏଲ ଜଗତ କୁ ଏଣ୍ଟ୍ରୀ କରି ଥିବା ବେଳେ ସେ ନୂଆ ବହୁ ସିରିଏଲ ରେ ଧୁମ୍ ମଚାଉ ଥିବାର ଦେଖିବା ପାଇଁ ମିଳିଛନ୍ତି । ସେ ହିରୋ ସାତ୍ୱୀକ୍ ଙ୍କ ସାାଙ୍ଗ ଭାବେ ଏଣ୍ଟ୍ରୀ ମାରିଛନ୍ତି ସେହି ଧାରାବାହୀକ ରେ । ତାଙ୍କ ପରିବାର ରେ ବାପା ମାଆ ଏବଂ ଭାଈ ରହିଛନ୍ତି । ସେ ଭୁବନେଶ୍ୱର ରେ ରୁହନ୍ତି । ସେହି ପରି ଆଗାମୀ ଦିନ ରେ ନୟନ ତାରା ଗୋଟିଏ ଭଲ ଫିଲ୍ମ ରେ ବି ନଜର ଆସିବା ପାଇଁଁ ଯାଉଛନ୍ତି ଯେଉଁ ଥିରେ ତାଙ୍କ ସହିତ ପୁପୁ ରହିଛନ୍ତି । ତେବେ ସେହି ଥିରେ ପ୍ରିୟଙ୍କା ପୁଣି ଥରେ ଚାନ୍ସ ମିଳିଛି ତାଙ୍କ ଅଭିନୟ ଦେଖିବା ପାଇଁ । ଏବଂ ଏହି ଥିରେ ପ୍ରୟଙ୍କା ପପୁ ଙ୍କ ସହିତ ନଜର ଆସିବେ ।priyanka

ଏବଂ ଖୁବ୍ ଶିଘଘ୍ର ଏହି ଫିଲ୍ମ ରେ ସୁଟିଂ ଆରମ୍ଭ ହେବାକୁ ଜାଉ ଥିବା ବେଳେ ଫିଲ୍ମ ଟିର ନାମ ବର୍ତମାନ ସମୟ ରେ ଜଣା ପଡି ନାହିଁ । ତେବେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ପ୍ରିୟଙ୍କା କେମିତି ଲାଗିଲେ ଆପଣ ମାନେ ଆମକୁ କମେଣ୍ଟ ରେ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *