କାହିଁକି ଆଦିତ୍ୟଙ୍କ ଫୋନ ରଖିଥିଲେ ବିଦ୍ୟାଶ୍ରୀ , ଧରାପଡିଲା ହତ୍ୟାକାରୀ , ସରିଲା ଖେଳ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ରେ ବଡ ଖୁଲାସା ତେବେ ଆଉ ଡେରୀ ନ କରି ଆସନ୍ତୁ ସଂମ୍ପର୍ଣ୍ଣ ରିପୋର୍ଟି ଜାଣି ନେବା । ଆପଣ ମାନେ ଜାଣି ଥିବେ ଆଦିତ୍ୟ ଙ୍କ ମୃତ୍ୟୁ ଆଜି ଅନେକ ଦିନ ହୋଇ ଗଲାଣୀ । କିନ୍ତୁ ବର୍ତମାନ ସମୟ ରେ କେତେ ବାଟ ଯାଏ ତଦନ୍ତ ଗଲା ସେହି ବିଷୟ ରେ ଓଡ଼ିଶା ବାସୀ ଜାଣିବା ପାଇଁ ଚାହୁଁଛନ୍ତି । କିନ୍ତୁ ଏହାକୁ ନେଇ ବର୍ତମାନ ସମୟ ରେ ଜିଆର୍ପି ଗଣ ମାଧ୍ୟମ ରେ କିଛି ବି ପ୍ରକାଶ କରି ନାହାଁନ୍ତି । ହେଲେ ବିଦ୍ୟାଶ୍ରୀ ଙ୍କ ଲେଖା କୁ ବର୍ତମାନ ସମୟ ରେ ପରିକ୍ଷଣ ଗାର କୁ ପଠା ଜାଇଛି ।

ତେବେ ଆଦିତ୍ୟ ଙ୍କ ସମାଜ ସେବୀ ଅନ୍ୟ ଭାଈ ଭଉଣୀ ମାନେ ବର୍ତମାନ ସମୟ ରେ ତେଜି ଉଠିଲେଣୀ । କିନ୍ତୁ କେତେ ଦୂର ରେ ରହିଛି ସଫଳତା ସେମାନେ ଏବେ ଯାଏ ମିଡ଼ିଆ ସାମ୍ନା ରେ ମୁହଁ ଖୋଲି ନାହାଁନ୍ତି । ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଜଣେ ସମାଜ ସେବୀ ନିଜର ମନ୍ତବ୍ୟ ରଖି ଥିଲେ କି । ଜିଆର୍ପି ଧିରେଇ ଯାଉଛି କାହିଁକି ତଦନ୍ତ କରିବା ପାଇଁ । କାରଣ ଜାହାବି ହେଉ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କର ହତ୍ୟା ହୋଇଛି ଏହାର ତଦନ୍ତ କରିବା ପାଇଁ ଜିଆର୍ପି ଡେରୀ କରୁଛି କାହିଁକି । ଏବଂ ସେହି ପରି କ୍ଷେତ୍ର ରେ ସେ ପ୍ରଶ୍ନ କରି ଏହି କଥା ବି କହିଛନ୍ତି କି କେଉଁ କେଉଁ ମୋଡ ରେ ଗଲେ ଦୋଷୀ ମନେ ଧରା ପଡିବେ ।

ସେହି ପରି ସେ କହି ଥିଲେ ଆଦିତ୍ୟ ଙ୍କ ମୃତ୍ୟୁ ପୂର୍ବ 6 ଦିନ ରୁ ହିଁ ବିଦ୍ୟାଶ୍ରୀ ଙ୍କ ମୋବାଇଲ ରୁ ସିମ୍ ବଦଳା ବଦଳୀ କରି ଥିଲେ । ଏବଂ ଏହା ପଛରେ କଣ କାରଣ ରହି ଥିଲା । ସେହି ପରି ବିଦ୍ୟାଶ୍ରୀ ବି ମାନିଛନ୍ତି କି ସେ ଆଦିତ୍ୟ ଙ୍କର ଫେସବୁକ ଏବଂ ମୋବାଇଲ କୁ ବ୍ୟବହାରକରି ପାରୁ ଥିଲେ । ତେବେ ସେଷ ପୋଷ୍ଟ କିଏ କରିଛି ବାସ୍ତବ ରେ ତଦନ୍ତ କରା ଯାଉ । ଏବଂ IP ଏଡ୍ରେସ୍ ରେ କିଏ ଏଠାରେ ପୋଷ୍ଟ କରି ଥିଲେ ଜଣା ପଡିବ । ଅନ୍ୟ ପଟେ ରେ ବିଦ୍ୟାଶ୍ରୀ କେତେ ବେଲେ ଘରୁ ବାହାରିଲେ ସେ ଗଣ ମାଧ୍ୟମ ରେ ଜଣାଇ ନାହାଁନ୍ତି କଣ ପାଇଁ । ବର୍ତମାନ ସମୟ ରେ ତାଙ୍କ ପରିବାର ଲୋକ ମାନେ କେବଳ କହୁଛନ୍ତି କି ତଦନ୍ତ କରା ଯାଉ ହେଲେ ବର୍ତମାନ ଯାଏ କୈଣସି ବି ଅଭିଯୋଗ କରୁ ନାହାଁନ୍ତି କଣ ପାଇଁ ।

ଏହି ଭଳି ପ୍ରଶ୍ନ ର ଭୁଲ ଉତ୍ତର ଦେଇ କରି ବିଦ୍ୟାଶ୍ରୀ ଧିରେ ଧିରେ ଫସି ଚାଲିଛନ୍ତି । ଏବଂ ସଂନ୍ଧେହ ଘେର ରେ ପଡୁଛନ୍ତି । ସେହି ପରି କିଛି ଦିନ ପୂର୍ବ ରୁ ପପୁ ଏବଂ ବିକାସ ଙ୍କୁ ପୋଲିସ ଜେରା କରି ଥିବା ବେଳେ ଏହି ଦିନ ରେ ବିଦ୍ୟାଶ୍ରୀ ଏବଂ ତାଙ୍କର ପରିବାର ଲୋକ ଙ୍କୁ ପୋଲିସ୍ ଜେରା କରିଛି ତେବେ କେବଳ ଦେଖିବା କଥା କି ଆଗାମୀ ସମୟ ରେ କଣ ଜିଆପ୍ରି ପୋଲିସ୍ କେମିତି ଭାବେ ତଦନ୍ତ କରି ଆଦିତ୍ୟ ଙ୍କୁ ନ୍ୟୟ ଦେଉଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *