କଣ ଆଦିତ୍ୟାଙ୍କ ନାମରେ ଭାଇରାଲ ହେଉଥିବା ଚିଠି ଲେଖିଥିଲେ ବିଦ୍ୟାଶ୍ରୀ , ବିଦ୍ୟାଶ୍ରୀ କହିଲେ ସତ କଥା !

adii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ରେ ଆରମ୍ଭ ହୋଇଛି ଏବେ ତନା ଘନା ତେବେ ସେହି ପରି କ୍ଷେତ୍ର ରେ ଏହି ଦିନ ରେ ବିଦ୍ୟାଶ୍ରୀ ଙ୍କ ସହିତ ବାପା ମାଆ ଙ୍କୁ ଦୀର୍ଘ 4.30 ମିନିଟ୍ ଯାଏ ଜେରା କରିଛି ଜିଆର୍ପି ର 5 ଜଣିଆ ଟିମ୍ । ଏହି ମଧ୍ୟ ରେ ଜିଆର୍ପି ,ଡିଏସ୍ ପି ଚନ୍ଦ୍ର ସେଖର ସାହୁ ନେତୃତ୍ୱ ରେ ଏକ ପାଞ୍ଚ ଜଣିଆ ଟିମ୍ ତଦନ୍ତ କରିବାକୁ ଆଦିତ୍ୟ ଙ୍କ ଘରେ ପହଁଚି ଥିଲେ । ଏବଂ ସେହି ଠାରେ ଶ୍ରୀ ଙ୍କ ପରିବାର ମାନେ ଶ୍ରୀ ଙ୍କ ସହିତ ତାଙ୍କର ବାପା ଏବଂ ମାଆ ଙ୍କୁ 4 ଘଣ୍ଟା 30 ମନିଟ୍ ଯାଏ ପଚରା ଉଚୁରା କରି ଥିଲେ ।

ବର୍ତମାନ ସମୟ ରେ ସମସ୍ତ ଦିଗ ରୁ ମାମଲା ର ତଦନ୍ତ କରୁ ଥିବାର କହିଛନ୍ତି ଡିଏସ୍ ପି ଚନ୍ଦ୍ର ସେଖର ସାହୁ । ତେବେ ବର୍ତମାନ ସମୟ ରେ କୈଣସି ବି ସିଦ୍ଧାନ୍ତ ରେ ଉପନୀତ ହୋଇ ନାହୁଁ ବୋଲି ସେ ମିଡିଆ ସାମ୍ନା ରେ କହିଛନ୍ତି । ସେହି ପୂର୍ବ ରୁ ମଧ୍ୟ ଆଦିତ୍ୟ ଙ୍କର ସାଙ୍ଗ ପପୁ ଏବଂ ବିକାସ ଙ୍କୁ ଜେରା କରି ସାରିଛି ଜିଆର୍ପି ପୋଲିସ୍ । ଅନ୍ୟ ପଟେ ଲିଙ୍ଗରାଜ ଷ୍ଟେସନ ରେ ଆଦିତ୍ୟ ଙ୍କ ମୃତ ଦେହ ମିଳି ଥିଲା । ସେହି ଦିନ ଜାଇ ଥିବା ଟ୍ରେନ୍ ପୁରୁଷ ତ୍ତମ ଏକ୍ସପ୍ରେସ୍ କୈଣସି ବି ବ୍ୟକ୍ତି ଙ୍କୁ ଧକ୍କା କରି ନ ଥିବା ବିଷ୍ଣ ଚରଣ ସେଠୀ ଟ୍ରେନ ଡ୍ରାଇଭର କହିଛନ୍ତି ।

ସେହି ପରି ଅନ୍ୟ ପଟରେ ସେହି ସମୟ ରେ ଅତିକ୍ରମ କରି ଥିଲା ଆଉ ଗୋଟିଏ ମାଲ ଗାଡି ବା ପାର୍ସଲ ଟ୍ରେନ୍ । ସେହି ପରି ଏହି ବିଷୟ ରେ ବର୍ତମାନ ସମୟ ରେ କୈଣସି ବି ସୂଚନା ମିଳି ନାହିଁ । ହେଲେ ଏହି ଦିନରେ ବିଦ୍ୟାଶ୍ରୀ ଙ୍କ ପରିବାର ଲୋକ ମାନଙ୍କୁ ଜିଆର୍ପି ପୋଲିସ୍ ସଂମ୍ପର୍ଣ୍ଣ ଭାବେ ଏତେ ସମୟ ଧରି ଜେରା କରିଛି ସେହି ବିଷୟ ରେ କଣ ତଥ୍ୟ ସବୁ ମିଳିଛି ସେମାନେ ଏହି ବିଷୟ ରେ ବର୍ତମାନ ସମୟ ରେ ମିଡ଼ିଆ କୁ କହିବା ପାଇଁ ମନା କରି ଦେଇଛନ୍ତି ହେଲେ ଆଗାମୀ ସମୟ ରେ ସମସ୍ତେ ଜାଣି ପାରିବେ ବୋଲି ସଂମ୍ପର୍ଣ୍ଣ ଭାବେ ସୂଚନା ଦେଇଛନ୍ତି ।

aditya-das

ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆଦିତ୍ୟାଙ୍କ ଚିଠି ବିଦ୍ୟାଶ୍ରୀ ଲେଖିଛନ୍ତି ବୋଲି ଭାଇରାଲ ହେବା ପରେ , ଏବେ ନିଜର ମୁହଁ ଖୋଲିଛନ୍ତି ବିଦ୍ୟାଶ୍ରୀ , ସେ କହିଛନ୍ତି କି ସେ ଡାଏରୀରେ ଲେଖି ନାହାଁନ୍ତି , ଏ ବିଷୟରେ ସୋସିଆଲ ମିଡିଆରେ ମିଛ କହି ଅପ ପ୍ରଚାର କରୁଛନ୍ତି କିଛି ଲୋକ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *