ବଡ ଦେଉଳ ବା ଜଗନ୍ନାଥ ମନ୍ଦିରରେ ସବୁଦିନ ଘଟିଥାଏ ଏହି ଅଦ୍ଭୁତ ଘଟଣା , ବିଶ୍ବାସ ହେବନି

jagana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଚାରି ଧାମ ମଧ୍ୟ ରୁ ପୁରୀ ଧାମ ବି ଅନ୍ୟତମ ଅଟେ । ଏବଂ ଏହି ପୁରୀ ଧାମ ବିଷୟ ରେ ଇତିହାସ ରେ କେତେକ ରୋଚକ କଥା କୁହା ହୋଇଛି । ଆଜି ଆମେ ଏହି ଠାରେ ପୁରୀ ଧାମ ର କିଛି ଅଦ୍ଭୁତ ଘଟଣା ବା ତାର ରହସ୍ୟ ବିଷୟ ରେ ଜାଣିବା ।

ସେମିତି ରେ ପ୍ରଥମେ ରହିଛି ଆପଣ ମାନେ ପୁରୀ ର ସିହିଂ ଦ୍ୱାର ବିଷୟ ରେ ଜାଣି ଥିବେ ତେବେ ଯେତେ ବେଳେ ଆପଣ ମାନେ ସେହି ସିହଂ ଦ୍ୱାର ପାଖକୁ ଯିବେ ତେବେ ସେହି ଠାରେ ଆପଣ ମାନଙ୍କୁ ସମୁଦ୍ର ର ଶବ୍ଦ ସୁଣା ଯିବ ହେଲେ ଦ୍ୱାର ମଧ୍ୟ କୁ ପସି ଗଲେ ଆପଣ ମାନଙ୍କକୁ ସୁଣା ଯିିବ ନାହିଁ । ଦୁଇ ରେ ଏଠାରେ କିଛି ଦିନ ରେ ମନ୍ଦିରୁ ଖସି ପଡି ଥିିବା ଗୋଟିଏ ପଥର ରହିଛି ଯେଉଁ ଠାରେ ଆପଣ ମାନେ ଯଦି କାନ ଡେରି ସୁଣିବା ପାଇଁ ଚେଷ୍ଟା କରିବେ ତେବେ ସେଠାରେ ଆପଣ ମାନଙ୍କୁ କିର୍ତ୍ତନ ହେବାର ଶବ୍ଦ ସୁଣା ଯିବ ।

jaga

ପୁରୀ ମନ୍ଦିର ର ଅଭଡା ବିଷୟ ରେ ଆପଣ ମାନେ ଅଭଡା ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ ହେଲେ ଏହା କେମିତି ପ୍ରସ୍ତୁତ କରା ଯାଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସାଧାରଣ ଭାବେ ଆମେ ଚୁଲୀ ଉପରେ ଗୋଟିଏ ପାତ୍ର ରେ ହିଁ ରାନ୍ଧି ଥାଉ ହେଲେ ପୁରୀ ମନ୍ଦିର ରେ ଗୋଟିଏ ପାତ୍ର ଉପରେ ଆଉ ଗୋଟିଏ ପାତ୍ର ରଖି ରନ୍ଧା ଯାଏ ।। ଏହା ପରେ ବି ଏଠାରେ ସବୁ କିଛି ଠିକ୍ ହୋଇ ଥାଏ ।

ତିନି ନମ୍ବର ରେ ହେଲା ପୁରୀ ପତିତ ପାବନ ବାନା ବିଷୟ ରେ ଆପଣ ମାନେ ସବୁ ବେଳେ ଏହାକୁ ଉଡୁ ଥିିବାର ଦେଖି ଥିବେ ଏହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ସମଦ୍ର ରୁ ଆସୁ ଥିବା ପବନ ର ବିପରିତ ଦିଗ ରେ ହିଁ ଏହା ଉଡି ଥାଏ । ଅନ୍ୟ ଆଡେ ସବୁ ବେଳେ ପବନ ର ଦିଗ ରେ ହିଁ ଉଡେ ।

jaganath

ସେହି ପରି ସେଷ ରହସ୍ୟ ଟି ହେଲା ଆପଣ ମାନେ ପୁରୀ ମନ୍ଦିର ତ ବହୁତ ଥର ଜାଇ ଥିବେ ହେଲେ କଣ ଆପଣ ମାନେ କେବେ ଏହି ମନ୍ଦିର ର ଛାଇ ଦେଖିବା ପାଇଁ ପାଇଛନ୍ତି କି । ଏହାକୁ ଆଜି ଯାଏ କେହି କି ଜାଣି ପାରି ନାହିଁ ଏମିତି କେମିତି ହୁଏ । କି ସୂର୍ଯ୍ୟ ଉଦୟ ଦେହା ପରେ ବି ସେହି ମନ୍ଦିର ଛାଇ ତଳେ ପଡେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *