ଏମିତି କଣ ଅଛି ଜାହା ପୁରୁଷ ଥରେ କରେ ଓ ସ୍ତ୍ରୀ ବାର ବାର କରିଥାଏ

funny

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କୁ ଏଠାରେ କିଛି GK ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟ ରେ କହିବା ପାଇଁ ଚାହିଁବୁ । ଏମିତି ରେ ଆଜିର ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ କୈଣସି ଟିଭି ସୋ ବା କୈଣସି ବଡ ବଡ ଜବ୍ ଇଣ୍ଟରଭିୟୁ ରେ ଏମିତି କିଛି ସାଧାରଣ ପ୍ରଶ୍ନ ଗୁଡିକ କୁ ପଚାରୁ ଥିବା ବେଳେ ଆମ ପାଖରେ ସେହି ସବୁ ର ସଠିକ ଉତ୍ତର ମାନ ରହି ନ ଥାଏ । ସେମିତି କ୍ଷେତ୍ର ରେ ଆମେ ଆଜି୍ ଆପଣ ମାନଙ୍କ ପାଇଁ କିଛି ସେମିତି୍ ହିଁ ପ୍ରଶନ୍ନ ସହିତ ଉତ୍ତର ନେଇ କରି ଆସିଛୁ । ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ କୈଣସି ସ୍ଥିତି ରେ ପରିକ୍ଷା ରେ ଉତିର୍ଣ୍ଣ ହୋଇ ପାରିବେ । ଆମେ ଆଜି ଆପଣ ମାନଙ୍କୁ ସାଧାରଣ ଞ୍ଗାନ ସମନ୍ଧିୟ କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ,  ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

qustt

ଆସନ୍ତୁ ଜାଣିବା ପ୍ରଶ୍ନ ଗୁଡିକୁ

1: ଏମିତି କଣ ଅଟେ ଜାହାକୁ ମାରିଲେ କିଛଛି ବି ଅପରାଧ ହୁଏ ନାହିଁ ?  ଏହାର ଉତ୍ତର ହେଲା ମିସ୍ କଲ୍ ମାରିଲେ କିଛଛି ବି ଅପରାଧ ହୁଏ ନାହିଁ ।

2: ଏମିତି କେଉଁ ବ୍ୟଗ୍ ରହିଛି ଜାହା କେବଳ ଓଦା କରିଲେ ହିଁ କାମ ରେ ଆସେ ?  ଏହାର ଉତ୍ତର ହେଲା ଟିି ବ୍ୟଗ୍ ବା ଚାହା ବ୍ୟଗ୍ ।

3: ଏମିତି କେଉଁ ଜିନିଷ ରହିଛି ଜାହାର ନାମ ଧରିିଲେ ସେ ଭାଙ୍ଗି ଯାଏ ?? ଏହାର ଉତ୍ତର ହେଲା ଚୁପ୍ ରହିିବା ବା ମୈନ ରହିବା ଭାଙ୍ଗିିବା ।

qustiiom

4: ଏମିତିି କଣ ଅଟେ ଜାହାକୁ ପୁରୁଷ ଥରେ କରି ଥାଏ । ହେଲେ ସ୍ତ୍ରୀ ବାରମ୍ଭାର କରି ଥାଏ ??  ଏହାର ଉତ୍ତର ହେଲା ସିନ୍ଧୁର ଲଗେଇବା ପୁରୁଷଷ ବାହାଘର ସମୟ ରେ ହିଁଁ ଲଗାଇ ଥାଏ । ହେଲେ ସ୍ତ୍ରୀ ସବୁ ବେଳେ ଲଗେଇ ଥାଏ ।

5: ଏମିତି କେଉଁ ଜିନିଷଷ ଅଟେ ଜାହା ଆମେ ହାତରେ ତିଆରି କରୁ ଏବଂ ତାହାକୁ ଆମେ ପବନ ରେ ଉଡେଇ ଦେଇ ଥାଉ ? ଏହାର ଉତ୍ତର ହେଲା ଗୁଡୀ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ  ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *