Chanakya Niti – ଖରାପ ସମୟ ଆସିବା ପୁର୍ବରୁ ପତ୍ନୀ କରେ ଏମିତି କାମ

Chanakya Niti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଧୁ ଧର୍ମ ରେ ଖରାପ ସମୟ ଆସିବା ପୂର୍ବରୁ ସ୍ୱାମୀ କରିଥାଏ ଏହି ଦୁଇଟି ହରକତ । ସେହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିବା । ତେବେ ଆମେ ଆଜି ଜାଣିବା ଏହି ସମୟ ରେ ଆମ ମାନଙ୍କୁ କେଉଁ କେଉଁ ନିୟମ ର ପାଳନ କରିବା ଜରୁରୀ ଅଟେ । ବନ୍ଧୁଗଣ ଶାସ୍ତ୍ର ରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ମହିଳା ମାନଙ୍କୁ କେବେବି ସଂମ୍ପର୍ଣ୍ଣ ନ-ଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ ।

ସ୍ନାନ କୁ ନେଇ ପଦ୍ମ ପୁରାଣ ରେ ଏହି ନିୟମ କୁହାଜାଇଛି ଯେ ଆମକୁ କୈଣସି ବି ପରିସ୍ଥିତି ରେ ପୂର୍ଣ୍ଣ ରୂପେ ନ-ଗ୍ନ ଭାବେ ସ୍ନାନ କରିବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ମଣିଷ ପାପର ଭାଗିଦାର ହୋଇଥାଏ । ବନ୍ଧୁଗଣ ଆଜିର ସମୟ ରେ ଏମିତି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ ନ-ଗ୍ନ ହୋଇ ସ୍ନାନ କରିଥାନ୍ତି । ଜାହାକି ସେମାନଙ୍କ ନର୍କର ଦ୍ୱାର ଖୋଲିଥାଏ ।

chanakya

ବନ୍ଧୁଗଣ ସେହିଥି ପାଇଁ ନିଶ୍ଚିତ ଗୋଟେ ବସ୍ତ୍ର ନିଶ୍ଚିତ ପିନ୍ଧିବା ଜରୁରୀ ଅଟେ । ଯେଉଁଥି ପାଇଁ ନର୍କ ଭୋଗ କରିବା ନପଡେ । ବନ୍ଧୁଗଣ ଏମିତି ହେଲେ ଆପଣ ମାନଙ୍କ ପୂର୍ବଜ ମାନେ ବି ଆପଣ ମାନଙ୍କୁ ନ-ଗ୍ନ ଦେଖିଥାନ୍ତି ।

ତେବେ ଗୋରୁଡ ପୁରାଣ ରେ କୁହାଜାଇଛି ଯେତେ ବେଳେ ଆପଣ ମାନେ ସ୍ନାନ କରନ୍ତି ତେବେ ରାକ୍ଷସ ରୂପରେ ଆପଣ ମାନଙ୍କ ପିତୃଲୋକ ଆପଣ ମାନଙ୍କ ଆଖ ପାଖରେ ରହିଥାନ୍ତି । ସେମାନେ ଆପଣ ମାନଙ୍କ ବସ୍ତ୍ର ରୁ ପଡୁଥିବା ଜଳକୁ ଗ୍ରହଣ କରନ୍ତି । ହେଲେ ନିବସ୍ତ୍ର ସ୍ନାନ କରିବା ଦ୍ୱାରା ପିତୃଲୋକ ନାରାଜ ହୁଅନ୍ତି ।

ଯେଉଁ ଥିରେ ବ୍ୟକ୍ତିର ତେଦ ବଳ , ଧନ ଏବଂ ସୁଖ ନଷ୍ଟ ହୁଏ । ପିତୃ ଦୋଷ ଏବଂ ସନ୍ତାନ ବି ରାକ୍ଷାସ ଜନ୍ମ ହୋଇଥାନ୍ତି । ତେଣୁ କେବେବି ଆମକୁ ଉଲଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *