ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଜିବନ ରେ ଆମ ନାମର ମହତ୍ୱ ବହୁତ ଅଧିକ ପରିମାଣ ରେ ରହିଥାଏ । କୈଣସି ନାମରେ ସବୁଠୁ ପ୍ରଭାବ ଶାଳୀ ହୋଇଥାଏ ତାର ପ୍ରଥମ ଅକ୍ଷର । ଏହି ପ୍ରବାବ ବ୍ୟକ୍ତିର ଜିବନ ଉପରେ ନିଜର ଗଭୀର ପ୍ରଭାବ ଛାଡିଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୈଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ରୁ ତାର ବ୍ୟକ୍ତିତ୍ୱ ବିଷୟ ରେ ଜାଣି ହୁଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଦୁଇଟି ନାମ ବିଷୟ ରେ କହିବୁ ଯେଉଁଠାରୁ ଆରମ୍ଭ ହେଉଥିବା ନାମର ଝିଅ ମାନେ ବହୁତ ଭଲ ଏବଂ ଭହୁତ ଭଲ ପାଉଥିବା ଜିବନ ସାଥି ପାଇଥାନ୍ତି ।
ପ୍ରଥମେ ହେଲେ G ଅକ୍ଷର ନାମର ଝିଅ ମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଝିଅ ମଧ୍ୟରେ ଜିଦିଆ ପଣ ଦେଖିବାକୁ ମିଳେ ହେଲେ ଏମାନେ ହୃଦୟ ରୁ ବହୁତ ସଫା ହୋଇଥାନ୍ତି । ଏହି ନାମର ଝିଅ ମାନେ ପରିଶ୍ରମୀ ଏବଂ ସୋଚ୍ଚଟ ଅଟନ୍ତି । ନିଜର ପରିଶ୍ରମରେ ଏମାନେ ସଫଳତା ହାସଲ କରି ନିଅନ୍ତି ।
ଯେଉଁଠାରେ ରିଲେସନ ବିଷୟ ରେ କହିଥାଉ ତେବେ ଏହି ପରି ଝିଅ ମାନଙ୍କ ଉପରେ ଆପଣ ମାନେ ଆଖି ବନ୍ଦ କରି ବିଶ୍ୱାସ କରି ପାରିବେ । ଏମାନେ ଜାହାକୁ ନିଜର କରି ନିଅନ୍ତି ଏମାନେ କେବେବି ସେମାନଙ୍କୁ ଛାଡନ୍ତି ନାହିଁ । ସେହିଥି ପାଇଁ G ଅକ୍ଷର ର ଝିଅ ମାନେ ବହୁତ ଭଲ ଜିବନସାଥି ବୋଲି ମନାଜାଇଥାନ୍ତି ।
ସେହି ପରି ଦୁଇ ରେ ହେଲା P ଅକ୍ଷର ଝିଅ ମାନେ ବନ୍ଧୁଗଣ ଏହି ଅକ୍ଷର ରୁ ଯେଉଁ ମହିଳା ମାନଙ୍କ ନାମ ଆରମ୍ଭ ହୋଇଥାଏ । ଏମାନେ ନିଜର ଜିବନ ସାଥି ଙ୍କ ପ୍ରତି ବହୁତ ସଚ୍ଚୋଟ ରହିଥାନ୍ତି । ଏହି ପ୍ରାକାରର ଝିଅ ମାନେ ନିଜର ଜିବନ ସାଥି ଙ୍କ ପ୍ରତି ବହୁତ କେୟାରିଂ ହୋଇଥାନ୍ତି ।
ଏମାନେ ନିଜ ଜିବନ ରେ ବ୍ୟସ୍ତ ହେବା ପରେ ବି ନିଜର ଜିବନ ସାଥି ଙ୍କ ପାଇଁ ସମୟ ବାହାର କରି ନିଅନ୍ତି । ବନ୍ଧୁଗଣ P ଅକ୍ଷର ର ଝିଅ ମାନେ ବହୁତ ଭଲ ଜିବନସାଥି ବୋଲି ମନାଜାଇଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।