ଗୋପାଳ ତିଆରି କରିଛି ଅନେକ ଗୋପାଳ ,ଯେଉଁମାନେ ମନର ରାଗକୁ ଚାପିକି ବୁଲୁଛନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳ ପରି ରହିଛନ୍ତି ଆହୁରୀ କେତେ ଗୋପାଳ । ଯେଉଁ ମାନେ ମନରେ ରାଗକୁ ଚାପି ଧରି ବୁଲୁଛନ୍ତି । ଏମିତି ଗୋଟେ ଗୋଟେ ସୁଯୋଗ କୁ ଅପେକ୍ଷା କରିଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ରହିଛି ପୋଲିସ ପ୍ରଶାସନ । ତେବେ ଗୋପାଳ ବି ମନ୍ତ୍ରୀ ଙ୍କର ଥିଲା ପିଓସୋ ଏବଂ ଦେହରେ ଥିଲା ଖାକି ବର୍ଦ୍ଧି । ପ୍ରତିଟି ସମୟ ରେ ମନ୍ତ୍ରୀ ଙ୍କ ପାଖ ପାଖରେ ରହୁଥିଲା । ହେଲେ ମନରେ ମନ୍ତ୍ରୀ ଙ୍କ ପ୍ରତି ଥିଲା ପ୍ରଚଣ୍ଡ ରାଗ । ଭିତରେ ଭଇତରେ କ୍ରୋଧ ର ନିଆଁ ରେ ଜଳୁଥିଲା ଗୋପାଳ । ପ୍ରତିଟି ସମୟ ରେ ଖୋଜି ବୁଲୁଥିଲା ହ-ତ୍ୟା କରିବାର ସୁଯୋଗ ।

ଆଉ ସୁଯୋଗ ପାଇଲା ତ ପାଖରୁ ଆସି ମନ୍ତ୍ରୀ ନବ ଦାସ ଙ୍କ ଛାତିକୁ ମାରିଥିଲା ଗୁଳି । ଯାହା ପରେ ନ ଦାସ ଙ୍କ ମୃ-ତ୍ୟୁ ହୋଇଜାଇ ଥିଲା । ପିସୋଓ ର ଗୋପାଳ ର ଆର୍ଟାକ୍ ପରେ ଏବେ ସାରା ପୋଲିସ ବିଭାଗ ଭୟରେ ଛାନିଆ । କାରଣ ପୋଲିସ ବିଭାଗ ପାଖରେ ରହିଛି ସବୁ ଖବର ଓଡିଶା ଭିତରେ ଏମିତି ବି ପୋଲିସ କର୍ମଚାରୀ ରହିଛନ୍ତି ଯେଉଁ ମାନେ ଏବେବି ଚାପ ଗ୍ରସ୍ଥ ହୋଇ କାମ କରୁଛନ୍ତି । ମାନଶୀକ ନିର୍ଜାତନା ର ଅହ ରହ ଶୀକାର ହେଉଛନ୍ତି । ଯାହାକୁ ପୋଲିସ ବିଭାଗ ମୋଟେ ବି ନିଘା ଦେଉ ନାହିଁ ।

gopal 2

ତେବେ ସେମାନେ ବି ଯଦି ଏମିତି ଷ୍ଟେପ୍ ଉଠାନ୍ତି ତେବେ କଣ ହେବ ବୋଲି ଭାବି ଏବେ ଭୟୟରେ ଥରୁଛି ପୋଲିସ ପ୍ରଶାସନ । ତେବେ ଗୋପାଳ ର ଏମିତି ପଦକ୍ଷେପ ପଛରେ ତାଙ୍କର ଘର ଲୋକ କହିଥିଲେ କି । ଗୋପାଳ ର ମାନଶୀକ ସ୍ଥିତି ଠିକ୍ ନଥିଲା । ଯେଉଁଥି ପାଇଁ ସେ ଔଷଧ ର ସେବନ କରୁଥିଲେ । ଯାହା ପରେ ଉଠିଛି ପୋଲିସ କର୍ମି ମାନଙ୍କ ଶାରୀରିକ ଏବଂ ମାନଶୀକ ପ୍ରସଂଙ୍ଗ । ମାନେ କେଉଁ ମାନେ ଏବେ ପୋଲିସ ବିଭାଗ ରେ କେଉଁ ମାନେ ଅଧିକ ଚାପ ନେଇ କାମ କରୁଛନ୍ତି ।

ଏବଂ ପୋଲିସ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ହେଉଛି VIP, VVIP ଙଅକ ସୁରକ୍ଷା ଦାୟୁତ୍ୱ ରେ ରହିଥିବା ପୋଲିସ କର୍ମି ଙ୍କ ମାନଶୀକ ସ୍ଥିତି ଠିକ୍ ରହିଛି ତ IPS ଙ୍କ ପରି ପୋଲିସ କର୍ମି ପାଇଁ ଜରୁରୀ ମାଡିକାଲ ଟେଷ୍ଟ । ଗୋପାଳ ଙ୍କ ପରି ଅନ୍ୟ ପୋଲିସ କର୍ମି ମାନେ ମାନଶୀକ ଚିନ୍ତାରେ ନାହାଁନ୍ତି ତ ଓଡିଶା ପୋଲିସ ରେ । ତେବେ ଏହି ଦିନ ରେ ବିଧାୟକ ସମ୍ୟରଂଞୀନ ପଟ୍ଟନାୟକ ବି ଏମିତି କିଛି କହି ନିଜର ପିଓସୋ ବିଷୟ ରେ କହିଥିଲେ ।

ଯଦି ଦେଖିବା ଗୋପାଳ କହୁଥିଲା କି ତାକୁ ଛୁଟି ମିଳୁ ନଥିଲା । ତାକୁ ଅଧିକ ମାନଶୀକ ନିର୍ଜାତନା ଦିଆଯାଉଥିଲା । ଯେଉଁଥି ପାଇଁ ସେ ଏମିତି ଗୋଟେ ଷ୍ଟେପ୍ ନେଇଜାଇ ଥିଲା । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଗୋପାଳ ପରି ଆଉ ଗୋପାଳ ପୋଲିସ ବିଭାଗ ରେ ନାହାଁନ୍ତି ତ ? ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *