ଏହି 3ଟି ଜିନିଷ ସ୍ୱାମୀ ଓ ସ୍ତ୍ରାର ଦାମ୍ପତ୍ୟ ଜୀବନକୁ ନଷ୍ଟ କରିଦିଏ ।

3 things

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦାମ୍ପତ୍ୟ ଜୀବନ ରେ ଏପରି କିଛି କଥା ରହିଛି ଯାହା ବିଷ ଭଳି କଥା ହୋଇଥାଏ । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ବନ୍ଧୁଗଣ ଚାମକ୍ୟ ହେଉଛନ୍ତି ଜଣେ ବହୁତ ବଡ ଜ୍ଞାନୀ ପୁରୁଷ ସେ ତାଙ୍କର ନୀତି ଶାସ୍ତ୍ର ରେ ଦାମ୍ପତ୍ୟ ଜୀବନ କୁ ନେଇ ଏପରି କିଛି କଥା ସବୁ କହିଛନ୍ତି ଯାହା ଦାମ୍ପତ୍ୟ ଜୀବନ ର ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଏହି କଥା କୁ ମାନିବା ଦ୍ୱାରା ସେମାନଙ୍କ ର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ତେବେ ଚାଣକ୍ୟ ଙ୍କ ର କହିବା ଅନୁଯାଇ ଏପରି 3 ଟି କଥା ରହିଛି ଯାହାକି କେବେବି ଦାମ୍ପତ୍ୟ ଜୀବନ ରେ ଏହାକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ । ତେବେ ପ୍ରଥମ ରେ ହେଉଛି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ କେବେବି ଅବିଶ୍ୱାସ ଆଣିବା ଉଚିତ୍ ହୋଇ ନଥାଏ , ତେବେ କୁହାଯାଏ କି ଥରେ ଯଦି ଏହି ଅବିଶ୍ୱାସ ସୁଖୀ ଦାମ୍ପତ୍ୟ ଜୀବନ ରେ ପ୍ରବେଶ କରିଯାଏ ତେବେ ତାହା ସୁଖୀ ଦାମ୍ପତ୍ୟ ଜୀବନ କୁ ଛାର ଖାର କରିଦେଇଥାଏ । ତେବେ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ ବିଶ୍ୱାସ ରହିବା ଉଚିତ୍ ।

chanakya

ତେବେ ଦ୍ୱିତୀୟ ରେ ଚାଣକ୍ୟ ଙ୍କ ର କହିବା ଅନୁଯାଇ ହେଉଛି ଅହଂକାର , ତେବେ ଏହି ଅହଂକାର ଦାମ୍ପତ୍ୟ ଜୀବନ ବିଷ ଭଳି କାମ କରିଥାଏ , ତେବେ ଚାଣକ୍ୟ ଙ୍କ କହିବା ଅନୁସାରେ ଅହଂକାର ପାଇଁ ସୁଖୀ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଯାଇଥାଏ । ତେଣୁ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଅହଂକାର କୁ କେବେବି ଦାମ୍ପତ୍ୟ ଜୀବନ ମଝିରେ ଆଣିବା ଉଚିତ୍ ହୋଇ ନଥାଏ ।

ତେବେ ତୃତୀୟ ରେ ହେଉଛି ମିଛ କଥା , ତେବେ ଚାଣକ୍ୟ ଙ୍କ ର କହିବା ଅନୁଯାଇ ଆପଣ ମାନେ ଯଦି ସୁଖୀ ଦାମ୍ପତ୍ୟ ଜୀବନ ବିତାଇବା ପାଇଁ ଚାହାନ୍ତି ତେବେ ଆପଣ ମାନେ କେବେ ହେଲେ ମିଛି ର ସାହାରା ନିଅନ୍ତୁ ନାହିଁ କାରଣ ଗୋଟିଏ ମିଛ ଆପଣ ଙ୍କ ର ସୁଖୀ ଦାମ୍ପତ୍ୟ ଜୀବନ ନଷ୍ଟ କରିଦେଇପାରେ । ତେବେ ବନ୍ଧୁଗଣ ଏହା ରହିଥିଲା ଚାଣକ୍ୟ ଙ୍କ ଦ୍ୱାରା ସୁଖୀ ଦାମ୍ପତ୍ୟ ଜୀବନ ବିତାଇବା ପାଇଁ କିଛି ଗୁରୁତ୍ୱ ପୁର୍ଣ୍ଣ କଥା ଯାହାକୁ ଆପଣ ମାନେ ଆପଣ ଙ୍କ ର ଦାମ୍ପତ୍ୟ ଜୀବନ ରେ ମାନିଲେ ଏହା ଆପଣ ଙ୍କ ପାଇଁ ଭଲ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *