ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଖାଦ୍ୟ ରୂପେ ବହୁତ କିଛି ଖାଦ୍ୟଉପଯୋଗୀ ଖାଦ୍ୟ ଗ୍ରହଣ କରିଥାଉ । ସେଥିମଧ୍ୟରୁ ଆମେ ଯାଣତରେ ବା ଅଜାଣତରେ ଏପରି କିଛି ଖାଦ୍ୟ ଖାଇଦେଇଥାଉ । ଯାହା ଧୀର ବିଶ ସଦୃଶ କାର୍ଯ୍ୟ କରିଥାଏ । ଯାହା ଶରୀର ପାଇଁ ହିତକର ହୋଇନଥାଏ । ତେବେ ଚାଲନ୍ତୁ ସେହି ସବୁ ଖାଦ୍ୟ ପଦାର୍ଥ ବିଷୟରେ ଆଲୋଚନା କରିବା ।
ସବୁଜ ଆଳୁ ସବୁ ଲୋକ ତ ଆଳୁକୁ ନିଜ ପ୍ରଧାନ ପରିବା ରୂପେ ବାଛି ଆଳୁକୁ ରୋଷେଇ କରି ତାହାକୁ ଖାଇଥାନ୍ତି । ସେଥିମଧ୍ୟରୁ କିଛି ଆଳୁ ସଂପୂର୍ଣ୍ଣ ରୂପେ ସବୁଜ ହୋଇଥାଏ ବା ସେହି ଆଳୁର କିଛି ଭାଗ ସବୁଜ ହୋଇ ଯାଇଥାଏ । ସେହି ସବୁଜ ଅଂଶରେ ମୁଖ୍ୟତଃ 2 ଟି ଜିନିଷ ରହିଥାଏ । ପ୍ରଥମ ହେଉଛି କ୍ଳୋରୋଫିଲ ଓ ଅନ୍ୟଟି ସୋଲେନେସ । କ୍ଳୋରୋଫିଲ ଅପେକ୍ଷା ସବୁଜ ଅଂଶରେ ଥିବା ସୋଲେନିସ ବହୁତ ବିଷାକ୍ତ ପଦାର୍ଥ ହୋଇଥାଏ ।
ତେଣୁ ଏହି ସବୁଜ ଅଂଶକୁ ଯେଉଁ ବ୍ୟକ୍ତି ବହୁତ ମାତ୍ରାରେ ଖାଇ ଦେଇଥାଏ । ତେବେ କେତେକ କ୍ଷେତ୍ରରେ ବାନ୍ତି, ମୁଣ୍ଡ ବୁଲାଇବା, ଇଣ୍ଟରନାଲ ବ୍ଲିଡିଙ୍ଗ, କୋମା, ପାରାଳିଶିଶ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ସବୁଜ ଆଳୁ ବା ଆଳୁର ସବୁଜ ଅଂଶକୁ ଖାଇବା ଉଚିତ ନୁହେଁ । ଯାଇଫଳ । ଯାଇଫଳକୁ ସାଧାରଣତହ ମସଲା ପ୍ରସ୍ତୁତିରେ ବ୍ୟବହ୍ରୁତ କରାଯାଇଥାଏ ।
ଯେଉଁ ବ୍ୟକ୍ତି କୌଣସି ଉପଚାର କରିବା ପାଇଁ ବା କୌଣସି ଖାଦ୍ୟରେ ଅଧିକ ମାତ୍ରାରେ ଯାଇଫଳର ସେବନ କରିଥାଏ । ତେବେ ସେମାନଙ୍କ ସ୍ଵାସ୍ଥ ପାଇଁ ଏହା ସ୍ଵାସ୍ଥକର ହୋଇନଥାଏ । ସେମାନଙ୍କ କ୍ଷେତ୍ରରେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଓ ବେହୋସ ହେବା ମଧ୍ୟ ଦେଖାଯାଇଥାଏ । ତେବେ ଏହାର ବହୁଳ ସେବନ ବିଲକୁଲ ମଧ୍ୟ କରିବା ଅନୁଚିତ ତେବେ ଏହା ଶରୀରକୁ ବିଷାକ୍ତ କରିଦେଇଥାଏ । ଯାହା ଦ୍ଵାରା ଫୁଡ୍ ପଏଜିନିଙ୍ଗ ହେବା ସାହିର ସେହି ସମ୍ବଦ୍ଧିତ ଅନେକ କିଛି ଲକ୍ଷଣ ଶରୀରରେ ଦେଖାଯାଇଥାଏ । ତେଣୁ କଡା ଟେଷ୍ଟ ଯୁକ୍ତ ବାଦାମ ଖାଇବା ଅନୁଚିତ ।
ସେହିପରି କଞ୍ଚା ବା ଭଲ ଭାବରେ ରୋଷେଇ ହୋଇନଥିବା ରାଜମା । ରାଜମାରେ ଲେକଟୀନ ନାମକ ଉପାଦାନ ରହିଥାଏ । ଯାହାକି ଶରୀରରେ ବିଷାକ୍ତର ମାତ୍ରା ବଢାଇ ଦେଇଥାଏ । ଯଦି ରାଜମାକୁ ଭଲ ଭାବରେ ରୋଷେଇ କରି ଖିଆ ଯାଇଥାଏ । ତେବେ ସେଥିରେ ଥିବା ବିଷାକ୍ତ ପଦାର୍ଥଟି ନଷ୍ଟ ହୋଇଯାଇଥାଏ । ତେଣୁ କଞ୍ଚା ରାଜମା ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ । ବିତର ଆଲମଣ୍ଡ । ବାଦାନ 2 ପ୍ରକାରର ଥାଏ । ଗୋଟିଏ ହେଉଛି ମିଠା ବାଦାମ ଓ ଅନ୍ୟଟି କଡା ଟେଷ୍ଟ ଯୁକ୍ତ ବାଦାମ । ସେହି କଡା ଯୁକ୍ତ ବାଦାମରେ ହାଇଡ୍ରୋଜେନ କ୍ୟାନୀଡ ନାମକ ପଦାର୍ଥ ରହିଥାଏ । ଯଦି ଏହି କଡା ଟେଷ୍ଟ ଯୁକ୍ତ ବାଦାମରୁ ବ୍ୟକ୍ତି 6 ରୁ 7 ଟି ଖାଇ ଦେଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।