ଓଡ଼ିଶାକୁ ଭୀଷଣ ଲଘୁଚାପ, ରାତିରୁ ପ୍ରଳୟ, ଏହି ଜିଲ୍ଲାକୁ ବର୍ଷା

4 day

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ପାଣିପାଗ କୁ ନେଇ ବଡ ଖବର ଲେଉଟିବ ଲେଉଟିବ ଶୀତ 3 ଦିନ ରେ ଚାରି ଡୀଗ୍ରି ଖସିବ । ତେବେ ଆସନ୍ତୁ ଜାଣିେନବା ଓଡିଶା ର ପାଣିପାଗ କୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ରିପୋର୍ଟ ଆସନ୍ତା 3 ଦିନ ମଧ୍ୟରେ ତାପମାତ୍ରା ପାଖା ପାଖି 4 ଡୀଗ୍ରି ପର୍ଯ୍ୟନ୍ତ ଖସିଯିବ । ଫଳ ରେ ଶୀତ ପ୍ରବଳ ପଡିବ । 4 ରୁ 5 ଦିନ ହେବ ରାଜ୍ୟ ରେ ପଶ୍ଚିମା ଝଡ ଯୋଗୁଁ । ପାଗ କୋହଲା ରହିଛି ଅଧିକାଶଂ ସ୍ଥାନରେ ବର୍ଷା ବି ରହିଛି । ଆଉ 24 ଘଣ୍ଟା ଏମିତି ରହିବା ପରେ ପାଗରେ ପରିବର୍ତନ ହେବ ।

cold

ଶୀତ ଲେଉଟିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଜାଇଛି । ତେବେ ପାଣିପାଗ ବିଭାଗ କହିଛି ଗତ କିଛି ଘଣ୍ଟା ମଧ୍ୟରେ ସମସ୍ତ ଜିଲ୍ଲା ରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହୋଇଛି । ସର୍ବଧିକ ବର୍ଷା ରାୟଗଡା ର କଟ୍ରାଗଡା ରେ 65.6 ମିିଲିମିଟର ରେକର୍ଡ ହୋଇଛି । ସେହି ପରି ଢେଙ୍କାନାଳ ରେ 64.0 ମିଲିମିଟର ଏବଂ ନୂଆପଡା ରେ 57.8 ମିଲିମିଟର ରେକର୍ଡ ହୋଇଛି ।

ବର୍ଷା ପାଇଁ ସର୍ବନିମ୍ନ ରାତ୍ରୀ ତାପମାତ୍ରା ବୃଦ୍ଧି ହୋଇଛି । ସର୍ବନିମ୍ନ ତାପମାତ୍ରା ମଧ୍ୟରେ ରାଜ୍ୟ ରେ ବଲାଙ୍ଗିର ଏବଂ ପାରଲାଖା ମୁଣ୍ଡି ରେ 14.5 ଡୀଗ୍ରି ରକର୍ଡ ହୋଇଥିବା ବେଳେ ପାହାଡିଆ ଅଞ୍ଚଳ ମଧ୍ୟ ରେ ସର୍ବନିମ୍ନ 11 ଡୀଗ୍ରି ରେକର୍ଡ ହୋଇଛି । ଆସନ୍ତା କାଲି ଠାରୁ ରାଜ୍ୟ ରେ ବର୍ଷା ର ପରିମାଣ କମିବ , ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ ବଲାଙ୍ଗିର , ବୈଦ୍ଧ , ସୋନପୁର , ଏବଂ ଅନୁଗୁଳ ର କେତେକ ସ୍ଥାନରେ ଘନକୁହୁଡି ପଡିବାର ସମ୍ଭାବନା ରହିଛି ।

cold

ଏହି ସବୁ ଜିଲ୍ଲା ପାଇଁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ । ସେହି ପରି ମାଲକାନାଗିରି , କଳାହାଣ୍ଡି , ରାୟଗଡା , କଳାହାଣ୍ଡି କନ୍ଧମାଳ , ବୈଦ୍ଧ , ନୟାଗଡ , କଟକ , ଅନୁଗୁଳ ଏବଂ ଢେଙ୍କାନାଳ ରେ 19 ଏବଂ 20 ତାରିଖ ରେ ଘନ କୁହୁଡି ଦେଖିବାକୁ ମିଳିବ । ସେହିଥି ପାଇଁ ଏହି ସବୁ ଜିଲ୍ଲା ପାଇଁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *