ଏହି ଫିଲ୍ମକୁ ଦେଖିବା ପାଇଁ Youtube ରେ ଲୋକ ହୋଇଗଲେ ପାଗଳ, ମାତ୍ର କେତେ ମିନିଟରେ ଦେଖି ନେଲେ କୋଟି କୋଟି ଲୋକ ।

love-son

ଏମିତି ରେ ଦନୁଆଁ ରେ କିଛି ଏମିତି ଦୃଶ୍ୟ ମାନ ଜିନିଷ ରହି ଥାଏ ଯେଉଁ ଗୁଡିକୁ ଆମେ ମାନେ ଥରେ ଦେଖିଲେ ମାତ୍ରେ ଆଉ ଥରେ ବି ଦେଖିବା ପାଇଁ ଇଚ୍ଚା ହୋଇ ଥାଏ ଏମିତି ବେଳେ ଆମେ ଯଦି Youtube ବିଷୟ ରେ କହିବା ତେବେ ନିଶ୍ଚିତ ଭାବେ ଲୋକ ମାନଙ୍କ ପାଖରେ ଏମିତି ଦିନ କୁ ଦିନ ବହୁତ ଭିଡ଼ଓ ମାନ ପହଁଚି ଥାଏ ଯେଉଁ ଗୁଡିକୁ ସେମାନେ ବହୁତ ମାତ୍ରେ ପସନ୍ଦ କରନ୍ତି ତଥା ସେମାନେ ଥରେ ଦେଖିବା ମାତ୍ରେ ସେମାନଙ୍କୁ ଏହାକୁ ଆଉ ଥରେ ଦେଖିବା ପାଇଁ ଇଚ୍ଚା ହୋଇ ଥାଏ

soni

ଏମିତି ବେଳେ ଆମେ ଏହି ପରି ଭାବେ ଲୋକ ମାନେ ବହୁତ ମାତ୍ରେ ପସନ୍ଦ କରୁ ଥିବା କିଛି Youtube ର ଭଇଡ଼ିଓ ଓ ଫିଲ୍ମ ବିଷୟ ରେ କହିବା ପାଇଁ ଜାଉଛୁ ଜାହାକୁ ଲୋକ ମାନେ ଦେଖିବା ପାଇଁ ବହୁତ ଆତୁର ତଥା ଏହି ଭିଡ଼ିଓ ଗୁଡ଼ିକ ଏବେ ପୂରା ଦୁନିଆଁ ରେ କରି ସାରିଛି ବୋବାଲ ମଚାଇଛି ତେବେ ଲୋକ ମାନେ ଏହାର ମଜା ବି ଉଠାଇବାରେ ଲାଗିଛନ୍ତି ତେବେ ଆସନ୍ତୁ ଆମେ ବି ଜାଣି ନେବା କି କଣ ଏହି ଭିଡ଼ିଓ

ଲଭ ସୋନିଆ । ଏମିତି ରେ ଏହା ଗୋଟିଏ ଫିଲ୍ମ ଅଟେ ତେବେ ଏହି ଫିଲ୍ମ ଲୋକ ମାନଙ୍କୁ ବର୍ତ୍ତମାନ ସମୟ ରେ ବହୁତ ଆକର୍ଶଣୀୟ କରି ରଖିଛି ତଥା ଏହି ଫିଲ୍ମ ଏମିତି କିଛି ଦୃଶ୍ୟ ମାନ ରହିଛି ଯେଉଁ ଗୁଡ଼ୁକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି ତେବେ ଆପଣ ମାନେ ବି ନିଶ୍ଚିତ ଦେଖନ୍ତୁ । ତେବେ ଏହି ଫିଲ୍ମ ରେ ଗୋଟିଏ ଗରିବ ଝିଅ କୁ ନେଇ ଷ୍ଟୋରୀ ରହିଛି ତଥା ସେ କିପରି ଭାବେ ଏହି ଠାରେ ଖରାପ ବ୍ୟବହାର ର ଶୀକାର ତଥା କିପରି ଭାବେ ଗୋଟିଏ ମିଣିଷ ଛୋଟ ରୁ ବଡ ହୋଇ ଥାଏ ତାହା ଦେଖା ଜାଇଛି ।

soniaa

ଏହି ଫିଲ୍ମ ରେ ଆରମ୍ଭ ଗୋଟିଏ ଏମିତି ସ୍ଥାନ ରୁ ହୋଇ ଥାଏ ଯେଉଁ ଠାରେ ବର୍ଷା ବି ହେଉ ନାହିଁ ତେବେ ସେଠାରେ କେମିତି ଭାବେ ସେ ଚଳି ପାରିବ ଦେଖା ଜାଇଛି ଲୋକ ମାନେ ଏହି ଫି୍ମ କୁ ବହୁତ ମାତ୍ରରେ ପସନ୍ଦ କରି ବାରେ ଲାଗିଛନ୍ତି ତେବେ ଏମିତି ରେ ଏହା Youtube ରେ ଟ୍ରେଣ୍ଡିଂ ରହିଛି । ତେବେ କହିବାକୁ ଗଲେଏହି ଫିଲ୍ମରେ ବି ଅନେକ ବୋଲ୍ଡ ସିନ୍ ଅଛି ଜାହା ଲୋକଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥାଏ , ତେବେ ଆପଣ ଏହି ଫିଲ୍ମ କୁ ଏବେ ବି ୟୁ ଟୁବରେ ଦେଖି ପାରିବେ

Leave a Reply

Your email address will not be published. Required fields are marked *