ମିଛ ଧରା ମେସିନରେ ଜାଞ୍ଚ ହେବ ବିଦ୍ୟାଶ୍ରୀଙ୍କର , ଏବେ ସତ ଆସିବ ସାମ୍ନାକୁ

adity

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ କୁ ନେଇ ମୂଖ୍ୟ ମନ୍ତ୍ରୀ ଙ୍କୁ ଚିଠୀ ଲେଖିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ସଢଙ୍ଗୀ । ତେବେ ଏହି ଠାରେ ତାଙ୍କର କହିବା ଅନୁସାରେ ଏହି ଘଟଣା ରେ ଜିଆର୍ପି ର ତଦନ୍ତ ସନ୍ତୋଷ ଜନକ ନୁହେଁ ତେଣୁ କମିସନରେଟ୍ ପୋଲିସ୍ କୁ ଏହା ପାଇଁ ତଦନ୍ତ ପ୍ରକ୍ରିଆ ରେ ସାମିଲ୍ କରା ଯିବ ବୋଲି ସେ ମୂଖ୍ୟ ମନ୍ତ୍ରୀ ଙ୍କୁ ଦାବୀ କରିଛନ୍ତି । ସେହି ପରି ବର୍ତମାନ ସମୟ ରେ ଆଦିତ୍ୟ ଙ୍କ ମାମଲା ରେ ଲାୟେ ଡିଟେକ୍ସନ ଟେଷ୍ଟ ଦାବୀ କରିଛନ୍ତି ବିଦ୍ୟାଶ୍ରୀ ।

adit

ସେହି ପରି ଏଠାରେ ବିଦ୍ୟାଶ୍ରୀ ନିଜର ସହିତ ପପୁ ବିକାସ ଏବଂ ଦୀପୁ ଙ୍କ ଲାୟ ଡିଟେକ୍ସନ ଟେଷ୍ଟ କରିବା ପାଇଁ ସେ କହିଛନ୍ତି । ଏବଂ ଏମିତି କରିଲେ ଏମିତି ହିଁ ଅନେକ ସତ୍ୟତା ଆହୁରୀ ପଦାକୁ ଆସିବ ବୋଲି ସେ କହିଛନ୍ତି । ସେହି ପରି ଭାବେ ବିଦ୍ୟାଶ୍ରୀ ଙ୍କ କହିବା ଅନୁସାରେ ସେହି ଦିନ ପୋଲିସ୍ ତଦନ୍ତ ସାରୀ ଯିବା ପରେ ସେ ବିକାସ ଙ୍କୁ ପଚାରି ଥିଲେ କି ସେ ଡାୟେରୀ ଦେଲେ କି ନାହିଁ । ସେମିତି ରେ ସେ ଯେତେ ବେଳେ ମନା କରିଲେ ତେବେ ବିଦ୍ୟଶ୍ରୀ କହି ଥିଲେ କି ସେହି ସବୁ କୁ ପୋଲିସ୍ କୁ ଦେଇ ଦେବା ପାଇଁ । ଏବଂ ପରେ ସେ ନିଜର ଦିଦି ଙ୍କୁ ନେଇ ସେ ସେହି ଡାୟେରୀ କୁ ଆଣିବା ପାଇଁ ଜାଇ ଥିଲେ କି ସେହି ଡାୟେରୀ ରେ ରେ କଣ ସବୁ ଲେଖା ହୋଇଛି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବେ ।

ସେହି ପରି ସେ ଏହି କଥା ବି କହିଛନ୍ତି ଆଦିତ୍ୟ ଙ୍କ ମୃତ୍ୟୁ ର ପାଞ୍ଚ ଦିନ ପୂର୍ବ ରୁ ହିଁ ସେ ଅଧିକାଂଶ ଟାଇମ୍ ଏମିତି ହିଁ ସେ ଚିଡି ଜାଉ ଥିଲେ ଏବଂ ସେହି ସମୟରେ ସେ ବହୁତ ରାଗୁ ଥିଲେ ବୋଲି ସେ କହିଛନ୍ତି । ଏବଂ ସେହି ପରି ବେଳେ ସେଷ ବୟାନ ରେ ବିଦ୍ୟାଶ୍ରୀ ଏହି କଥା କୁ କହିଛନ୍ତି କି । ଲାଏ ଡିଟେକ୍ସନ ଟେଷ୍ଟ କରିବା ପାଇଁ ଏମିତି ରେ ବର୍ତମାନ ସମୟ ରେ ସେ ଆଦିତ୍ୟ ଙ୍କୁ ନେଇ ବହୁତ ଦୁଖଃ ରେ ରହି ଥିବା ହେତୁ ସେ କଣ କହୁଛନ୍ତି ସେ ନିଜେ ବି ଜାଣି ପାରୁ ନାହାଁନ୍ତି

ତେଣୁ କଥା ରେ ସବୁସମୟ ରେ ଗଡବଡ୍ ରହୁ ଥିବା ବେଳେ ସେ ଲାଏ ଡିଟେକ୍ସନ ଟେଷ୍ଟ କରିବା ପାଇଁ ଦାବୀ କରିଛନ୍ତି । ଏବଂ ସେ ନିଜ ସହିତ ପୁପୁ ବିକାସ ଙ୍କ ବି ଏହି ଟେଷ୍ଟ କରିବା ପାଇଁ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *