ଆଦିତ୍ୟ ଦାସଙ୍କ ସ୍ତ୍ରୀ ର ସତ୍ୟତା ଆସିଲା ସାମନାକୁ , ଏହି ସମାଜ ସେବୀ କେଲେ ଏପରି କିଛି ଦାବି

abbb

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ କୁ ଆଜି 15 ଦିନ ହୋଇ ଗଲା । ଆଉ ଆଜି ମଧ୍ୟ ତାଙ୍କ ମୃତ୍ୟୁ ପଛରେ ରହି ଥିବା ନୂଆ ନୂଆ ସଢଯନ୍ତ୍ର ର ପରଦା ଫାସ୍ ହୋଇଛି । ଜାହାକି ଆମେ ଆପଣ ମାନଙ୍କୁ ଏହି ଭିଡ଼ିଓ ରେ କହିବୁ । ସେମିତି ରେ ବନ୍ଧୁଗଣ ବର୍ତମାନ ସମୟ ରେ ତାଙ୍କର ପ୍ରଶଂସକ ମାନଙ୍କ ସଂନ୍ଧେହ ଘର ରେ ରହିଛନ୍ତି ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ହଁ ଦର୍ଶକ ବନ୍ଧୁ । ତାଙ୍କ ସ୍ତ୍ରୀ ବର୍ତମାନ ସମୟ ରେ ସପେକ୍ଟ ନମ୍ବର ୱାନ୍ ରେ ରହିଛନ୍ତି । ସେମିତି ରେ ଜିଆର୍ପି ପୋଲିସ୍ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ତାଙ୍କ ବାପା ଏବଂ ତାଙ୍କ ମାଆ ଙ୍କୁ ପାଖା ପାଖି 3 ରୁ 4 ଘଣ୍ଚା ଯାଏ ଜେରା କରି ଥିଲା । ଏବଂ ତାଙ୍କୁ 50 ଟି ପ୍ରଶ୍ନ ପଚାରି ଥିଲା ସେହି ମଧ୍ୟ ରୁ । ସେ 10 ରୁ 15 ଟି ପ୍ରଶ୍ନ ର ଉତ୍ତର ଦେଇ ପାରି ନ ଥିଲେ ।

adit

ସେହି ପ୍ରଶ୍ନ ସମୟ ରେ ସେ ଉତ୍ତର ଦେଇ ପାରୁ ନ ଥିଲେ ଏବଂ ସିଧା ସଳଖ ଭାବେ ନ କହି ସେ କଥା କୁ ବୁଲେଇ ଦେଉ ଥିଲେ । ଦର୍ଶକ ବନ୍ଧୁ ଯେଉଁ ଦିନ ମାନବ ପ୍ରେମୀ ଆଦିତ୍ୟ ଙ୍କ ମୃତ୍ୟୁ ହୋଇ ଥିଲା ତା ପୂର୍ବ ଦିନ ସେ ବିଦ୍ୟାଶ୍ରୀ ଙ୍କୁ ଘରୁ ବାହାର ବି କରି ଦେଇ ଥିଲେ । ସେହିଥି ପାଇଁ ବିଦ୍ୟାଶ୍ରୀ ବର୍ତମାନ ସମୟ ରେ ସଂନ୍ଧେହ ଘେର ରେ ରହିଛନ୍ତି । ସେହି ପରି ଆପଣ ମାନେ ଯେମିତି ଜାଣି ଥିବେ ସେ ଯେଉଁ ସୁସାଇଟ୍ ନୋର୍ଟ ଲେଖି ଥିଲେ ସେଷ ଦୁଇ ଫର୍ଦ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କର ନ ଥିଲା ବରଂ ସେହିଟା ତାଙ୍କର ସ୍ତ୍ରୀ ଙ୍କର ହିଁ ଥିଲା । ଏହା ସେହି ସମୟ ରେ ଜଣା ପଡିଛି ଯେଉଁ ସମୟ ରେ ଏହାକୁ ଫରେନସିକ୍ ପାଇଁ ଜାଞ୍ଚ କରା ଜାଇ ଥିଲା ।

ସେହିଥି ପାଇଁ ସବୁ ସମର୍ଥକକ ମାନଙ୍କ ମନ ରେ ପ୍ରଶ୍ନ ଉଠିଛି କି ସେ ଆଗରୁ କଣ ପାଇଁ ଏହି କଥା କୁ କହି ନ ଥିଲେ । ଏବଂ ମୃତ୍ୟୁ ର ପ୍ରାୟ 7 ଦିନ ପୂର୍ବ ରୁ ସେମାନଙ୍କର କଳି ଝଗଡା ହୋଇ ଥିଲା । ସେ ଏହି କଥା କାହାକୁ କହି ନ ଥିଲେ ହେଲେ ବର୍ତମାନ ସମୟ ରେ କଣ ପାଇଁ କହୁଛନ୍ତି । ସେହି ପରି ଏହି ପ୍ରଶ୍ନ ବି ଉଠୁଛି କି ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ଯେଉଁ ଠାରେ ହୋଇ ଥିଲା ସେ ନିଜେ ଜାଇ ସେହି ଠାରେ କେମିତି ଭାବେ ଆଗ ପହଁଚି ଜାଇ ଥିଲେ । ତାଙ୍କୁ ତ କେହି ବି ମଧ୍ୟ ଖବର ଦେଇ ନ ଥିଲେ । ଏବଂ ବର୍ତମାନ ସମୟ ରେ ସେ ଏହିଥି ପାଇଁ ସଂନ୍ଧେହ ଘରେ ରେ ରହିଛନ୍ତି କି ସେ ସବୁ ବେଳେ ଏମିତି ଅଲଗା କଥା ବୁଲେଇ କରି କହୁଛନ୍ତି ।

ଏହି ପରି ସମୟରେ ଜଣେ ସମାଜ ସେବି ଶୁଭାଶିଷ ସଡଙ୍ଗୀ ସିଧା ସଳଖ ବିଦ୍ୟାଶ୍ରୀଙ୍କ ଉପରେ ଆରୋପ ଲଗାଇଛନ୍ତି , ଏବଂ କହିଛନ୍ତି କି ସ୍ତ୍ରୀ ବିଦ୍ୟାଶ୍ରୀ ଏଥିରେ ସାମିଲ ଅଛନ୍ତି , ହେଲେ ଏହା ପଛର ସତ୍ୟତା କଣ ଜଣା ପଡି ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *