ବଡ ଖବର , ଏହି ଦିନଠୁ ଖୋଲିବ ସ୍କୁଲ – ହୋଇଗଲା ବଡ ନିଷ୍ପତି

schoo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କେବେ ଖୋଲିବ ସ୍କୁଲ ଅଗଷ୍ଟ ସେପ୍ଚେମ୍ବର ନା ଅକ୍ଟୋବର ରେ ସେମିତି ରେ ସ୍କୁଲ କେବେ ଖୋଲିବ ସେହି ବିଷୟ ରେ ଅଭିଭାବକ କଣ ସବୁ କହୁଛନ୍ତି ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଆଜି ସଂମ୍ପର୍ଣ୍ଣ ଭାବେ କହିବୁ କି ଏହି ଦିନ ରେ ଏହାକୁ ନେଇ ଅଭିଭାବକ କଣ ସବୁ କହିଛନ୍ତି । ଏହି ଦିନ ରେ ଅଭିଭାବକ ଠାରୁ ମତାମତ ନେଇ କରି ମାନବ ସମ୍ବଳ ବିକାସ ମନ୍ତ୍ରାଳୟ ଏହି ଦିନ ରେ ଚିଠୀ ଲେଖି ଛନ୍ତି । ଆଗାମୀ 17 ତାରିଖ , ଅଗଷ୍ଟ 17 ଦିନ ସବୁ ରାଜ୍ୟ ର ସ୍କୁଲ ଏବଂ କଲେଜ୍ ଖୋଲିବ ବୋଲି ଚିଠି ରେ ପ୍ରକାଶ କରା ଜାଇଛି ।

school

ସେହି ପରି ମାନବ ସମ୍ବଳ ବିକାସ ମନ୍ତ୍ରାଳୟ ସ୍କୁଲ ରେ ସାମାଜିକ ଦୂରତ୍ୱ କୁ ନେଇ ନିୟମା ବଳୀ ପ୍ରସ୍ତୁତ କରୁଛି ଏହି ନେଇ ଏକ ବିସ୍ତୃତ ଗାଇଡଲାଇନ୍ ସହିତ ସ୍କୁଲ ଖୋଲିବା ନେଇ ନିସ୍ପତି ରାଜ୍ୟ ସରକାର ଙ୍କ ଉପରେ ଛାଡି ପାରେ ମାନବ ସମ୍ବଳ ବିକାସ ମନ୍ତ୍ରାଳୟ । ସେହି ପରି ପୂର୍ବ ରୁ ଏହି ପ୍ରସଂଙ୍ଗ କୁ ନେଇ ସବୁ ରାଜ୍ୟ ର ଶିକ୍ଷା ସଚିବ ଙ୍କ ସହିତ ଆଲୋଚନା ହୋଇ ଥିଲା । ଯେଉଁ ଥିରେ କିଛି ଗାଇଡ୍ ଲାଇନ୍ ସଂମ୍ପର୍କ ରେ ଆଲୋଚନା ବି ହୋଇଛି । ସେହି ପରି ସ୍କୁଲ ରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ବାଧ୍ୟତା ମୂଳକ ହେବ ନାହିଁ । ସେହି ପରି କ୍ଲାସ୍ ପାଇଁ ଭିନ୍ନ ଭିନ୍ନ କକ୍ଷ ସହିତ ଭିନ୍ନ ଭିନ୍ନ ସମୟ ରେ ଏହା ହେବ ବୋଲି । ଏହି ସଂମ୍ପର୍କ ରେ ଆଲୋଚନା ହୋଇଛି ।

ସେମିତି ରେ ବର୍ତମାନ ସମୟ ରେ ୟେଉଁ ପରି ଭାବେ ଛୋଟ ପିଲା ମାନେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ମାନେ ଯେଉଁ ପରି ଭାବେ ତଳେ ବସୁଛନ୍ତି ତେବେ ଏହା ସଂଙ୍କ୍ରମଣ ଅଧି୍କ କରିବାରେ ସହାୟକ ହେବ । ଏବଂ ପିଲା ମାନଙ୍କ ମଧ୍ୟ ରେ ଏହି ପରି ବସିବା ଗୋଟିଏ ପଟେ ବହୁତ ବିପଦ ର ସଂଙ୍ଗ୍ୟା ଦେବ ତେଣୁ ଏହାକୁ ସଂମ୍ପର୍ଣ୍ଣ ଭାବେ ପରିବର୍ତନ କରି କେମିତି ଭାବେ ପିଲା ମାନଙ୍କୁ ସୋସିଆଲ ଡିଷ୍ଟାନ୍ସ ରେ ବସେଇବା ପାଇଁ ଚେଷ୍ଟା କରା ଯିବ ସେହି ବିଷୟ ରେ ଅଧିକ ଭାବେ ଆଲୋଚନା ହୋଇଛି ।

schooll

ସେହି ପରି କିଛି କ୍ଷେତ୍ର ରେ ପିଲା ମାନଙ୍କୁ ସମ୍ଭାଳିବା ପାଇଁ ଶିକ୍ଷକ କମ୍ ରହି ଥିବା ବେଳେ ପିଲା ମାନଙ୍କୁ ସମ୍ଭାଳିବା ଅସମ୍ଭବ ହେବ । ତେଣୁ କେମିତି ଭାବେ ଶିକ୍ଷକ ନିଯୁକ୍ତି କରା ଜାଇ ପାରିବ ସେହି ବିଷୟ ରେ ବି ମାନବ ସମ୍ବଳ ବିକାସ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *