ପ୍ରଥମ Kiss କେମିତି କରିବେ I Kiss କଲା ବେଳେ ଏହି ୫ ଟି ଭୁଲ କେବେ କରନ୍ତୁ ନାହିଁ

hega

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଜାଣିବା କି ପ୍ରଥମ ଥର କିସ୍ କରିବା ପାଇଁ ଗଲେ କେମିତି କରିବୁ । ପ୍ରଥମ କାହିଁକି ଲାଇଫ୍ ରେ ଯେତେ ଥର ବି ଆପଣ ମାନେ କିସ୍ କରୁଛନ୍ତି ତେବେ କେମିତି କରିବେ । ସେହିଥି ପାଇଁ ଆମେ ଆପଣ ମାନଙ୍କ ପାଇଁ ସେହି ପ୍ରଥମ ଥର କେମିତି କିସ୍ କରିବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କ ପାଖକୁ ନେଇ କରି ଆସିଛୁ। ତେବେ ପ୍ରଥମେ ଜାହା ଆସୁଛି ଆପଣ ମାନେ କିସ୍ କରି ଯିବା ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ ପାଟି ର ସ୍ମେଲ୍ କୁ ଭଲ ଭାବେ ଚେକ୍ କରି ଯିବେ ।

love

ଏହି କଥା ସମସ୍ତେ ଜାଣିଛନ୍ତି କି ପାଟି ର ସ୍ମେଲ୍ ଭଲ ହେବା ଦରକାର । ଏମିତି ହେବ କି ପାଟି ଗ୍ୟାସ୍ କରିବ ତେବେ ତୁମେ ରୋମାନ୍ସ କରି ପାରିବ ନାହିଁ କି ତୁମେ କିସ୍ କରି ପାରିବ ନାହିଁ । ସେହିଥି ପାଇଁ ଯେତେ ବେଳେ ବି କିସ୍ କରିବା ପାଇଁ ଯିବେ ଆପଣ ମାନେ 15 ମିନିଟ୍ ପୂର୍ବ ରୁ ବ୍ରସ୍ କରିବା ସହିତ ପାଟି ତିନି ଠୋପା ଲେମ୍ବୁ ରସ ପକେଇ କରି ଯିବେ । ଏହା କଲେ ଆପଣ ମାନଙ୍କ ପାଟି ସତେଜ ଲାଗିବ ।

ଆଉ ଜାହା କରିବ ଚୁଟି ର ସ୍ମେଲ୍ ମାନେ ଚୁଟି ରେ ଭଲ ତେଲ ଲଗେଇ କରି ଯିବ ଏମିତି କରିବାର କାରଣ ହେଲା କି ଯେତେ ବେଳେ ତୁମେ କିସ୍ କରିବା ପାଇଁ ଯାଅ ତେବେ ସେହି ସମୟ ରେ ପ୍ରଥମ ସ୍ମଲ୍ ଟି ଆସେ ଚୁଟି ର ଏବଂ ତାହା ହିଁ ପାର୍ଟନର ଙ୍କୁ ଇମ୍ପ୍ରେସ୍ କରି ଥାଏ । ସେହି ପରି ଆଉ ଗୋଟିଏ କଥା ର ଧ୍ୟନ ଦେବାକୁ ପଡିବ ନା ଭଲ ଡ୍ରେସିଂ କରିବା ଦରକାର । ଯଦି ପୁରୁଣା ଡ୍ରେସ୍ ରହିଛି ତେବେ ଡିଓ ବ୍ୟବହାର କରି ଯିବ ।

womans

ସେହି ପରି ଏହା ପରେ ଜାହା ରହିଛି ହାତ ର ମୁମେଣ୍ଟ ବହୁତ ସମୟ ରେ ଦେଖିବା ପାଇଁ ମିଳେ କି କିସ୍ କରିବା ସମୟ ରେ ହାତ ର ମୁମେଣ୍ଟ ହୋଇ ନ ଥାଏ । ବହୁତ ଲୋକ ମାନେ ସାଇଲେଣ୍ଟ ରହି ଜାଇ ଥାନ୍ତି । ଏବଂ ସେହି ପରି ଭାବେ ବହୁତ ଲୋକ ମାନେ ଏମିତି ରହି ଥାନ୍ତି ଯେଉଁ ମାନେ ହରକତ୍ ବି କରି ଥାନ୍ତି ତେବେ ସେମିତି ବି କିଛି କରିବା କଥା ନୁହେଁ । କେବଳ ପାର୍ଟନର ଙ୍କ ଗାଲ କୁ ଛୁଇଁବା ଏବଂ ତାଙ୍କର ପିଠି କୁ ସ୍ପର୍ଶ କରିବା ଜରୁରୀ ହେଲେ କେବେ ବି ଅଲଗା ପ୍ରକାରର ହରକତ୍ କରିବେ ନାହିଁ ମୋଟେ ବି ଶୋଭା ଦେବ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *