ଆଜି ଘରର ଏହିଁ ଜାଗାରେ ରଖି ଦିଅନ୍ତୁ ଲୁଣ ଏତେ ଟଙ୍କା ଆସିବ ରଖିବା ପାଇଁ ଜାଗା ହେବନାହିଁ ।

sold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୁଣ ର ଆମ ଜିବନ ରେ ବହୁତ ଉପଯୋଗ ରହିଛି । ସେମିତି ରେ ତରକାରୀ ଇତ୍ୟାଦି ରେ ଏହି ଲୁଣ କୁ ପକେଇବା ସଠିକ୍ ପରିମାଣ ରେ ପକେଇଲେ ଭଲ ସ୍ୱାଦ ହୋଇ ଥାଏ । ହେଲେ ଅଧିକ ହେଲେ ବା କମ୍ ହେଲେ ଏହାର ସ୍ୱାଦ ବିଗିଡି ଯାଏ । ଏହି ଲୁଣ ଆମର ଆୟୁଷ ମଧ୍ୟ ବଢେଇ ଥାଏ । ଏବଂ ଏହି ଲୁଣ ପୁଣି ଆମର ଆୟୁଷ କମେଇ ଥାଏ । ସେମିତି ରେ ଲୁଣ ର ଉପଯୋଗ କରିବା ବହୁତ କମ୍ ଲୋକ ମାନେ ଜାଣିଛନ୍ତି ସେମିତି ରେ ଆମେ ଆପଣ ମାନଙ୍କୁ ଆଜି ଏହି ଲୁଣ ର ସଠିକ୍ ଉପଯୋଗ ବିଷୟ ରେ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଜାଣି ନେବା । ପ୍ରତମେ ଆମେ କହିବୁ ଲୁଣ ସଂମ୍ପର୍କିତ ଧନ ସମନ୍ଧିୟ ବିଷୟ ରେ ।sold

ଏହା ପାଇଁ କିଛି ଲୁଣ ନିଅନ୍ତୁ । ଏବଂ ଗୋଟିଏ ଲାଲ୍ କପଡା ରେ ଏହି ଲୁଣ କୁ ବାନ୍ଧି ଦିଅନ୍ତୁ । ଏହା ପରେ ଆପଣ ମାନେ ସେହି ଲାଲ୍ କପଡା କୁ ଘର ର ମୂଖ୍ୟ କବାଟ ରେ ବାନ୍ଧି ନିଅନ୍ତୁ । ଏହା କରିବା ଦ୍ୱାରା ଘରେ ନାକାରାତ୍ମ ଏବଂ ଖରାପ ଶକ୍ତି ପ୍ରବେଶ କରି ପାରିବେ ନାହିଁ । ଏବଂ ଘର ଉପରେ କାହାର ନଜର ବି ଲାଗି ନ ଥାଏ । ସେହି ପରି ଏହି ଲାଲ୍ କପଡା କୁ ଆପଣ ମାନେ ଯହି ଧନ ରଖିବା ସ୍ଥାନ ୟେମିତି ଟ୍ରେଜେରୀ ବା ବାକ୍ସ ଉପରେ ଟାଙ୍ଗି ଦିଅନ୍ତି । ତେବେ ତାହା ଦ୍ୱାରା ମଧ୍ୟ ଆପଣ ମାନଙ୍କ ଧନ ର ଦୁଇ ଗୁଣା ଉନ୍ନତି ହୋଇ ଥାଏ । ସେହି ପରି ଆପଣ ମାନେ ଗୋଟିଏ କାଚ ଜାର୍ ରେ କିଛିଲୁଣ କୁ ନେଇ ନିଜର ବାଥରୁମ୍ ରେ ରଖି ଦେଇ ଥାନ୍ତି ତେବେ ଘର ର ବାସ୍ତୁ ଦୋଷ ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଜାଇ ଥାଏ ।salt

ଏହା ସହିତ ଘରେ ସୁଖ ଶାନ୍ତି ବଢି ଥାଏ । ସେହି ପରି ଘର ର କୈଣସି କୋଣ ରେ ଏକ କାଚ ଜାର୍ ରେ ଲୁଣ ରଖନ୍ତି ତେବେ ଘରର ମୂଖ୍ୟ ଲୋକଙ୍କର ସବୁ ଅସୁବିଧା ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ । ହେଲେ ଆପଣ ମାନେ ବ୍ୟବହାର କରୁ ଥିବା ଲୁଣ କୁ କୈଣସି ଷ୍ଟିଲ୍ ବା ଲୁହା ଜିନିଷ ରେ ରଖୁଛନ୍ତି ତେବେ ଏହା ବହୁତ ଖରାପ୍ ହୋଇ ଥାଏ । କାରଣ ଲୁଣ ଚନ୍ଦ୍ରମା ଏବଂ ଲୁହା ଶନି ହେବା ହେତୁ ଚନ୍ଦ୍ର ଏବଂ ଶନନି ଙ୍କ ର ମିଳନ ଯୋଗୁଁ ଏହା ଆପଣ ମାନଙ୍କ ଘର କୁ ବହୁତ ଖରାପ୍ ପ୍ରଭାବ ପକେଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *