ଧୀରେ ଧୀରେ ଫିଟୁଛି ଆଦିତ୍ୟଙ୍କ ମୃତ୍ୟୁ ଗୁମର – ମାସ୍କ କହିବ ଦୋଷୀ କିଏ

ama

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଦିତ୍ୟ ଙ୍କ ମୃତ ଦେହ ପାଖରେ ପଡି ଥିବା କଳା ମାସ୍କ ଟି କାହାର । ଏହା ଆଦିତ୍ୟ ଙ୍କର ନା ଆଦିତ୍ୟଙ୍କର ହତ୍ୟାକାରୀ ଙ୍କର । ସେମିତି ରେ CCTV ରେ ଚାଲି ଚାଲି ଜାଉ ଥିବା ଆଦିତ୍ୟ ଙ୍କ ହାତରେ ଲୁଙ୍ଗୀ ଥିଲା ନା ମୁହଁ ରେ ରହି ଥିଲା ମାସ୍କ । ହେଲେ ତାଙ୍କର ମୃତ୍ୟୁ ପରେ ତାଙ୍କର ଶବ ପାଖରେ ପଡି ରହି ଥିଲା କଳା ରଙ୍ଗ ର ଏକ ମାସ୍କ । ସେହି ପରି ଆଉ ଗୋଟିଏ ମିଳି ଥିଲା ଚେନ୍ ରଙ୍ଗ ର ଗୋଟିଏ ଲୁଙ୍ଗି । ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏହାକୁ ନେଇ ବହୁତ ଚର୍ଚ୍ଚା ହେବାରେ ଲାଗିଛି ।

ଯଦି ଏହି ଥିରୁ ଏହା ପ୍ରଷ୍ଟ ହେଉଛି କି ମାସ୍କ ଟି ଆଦିତ୍ୟ ଙ୍କର ନୁହେଁ । ଏବଂ ସେହି ଲୁଙ୍ଗି ଟି ବି ତାଙ୍କର ନୁହେଁ । ତେବେ କଣ ସେହି ଲୁଙ୍ଗି ରେ ଆଦିତ୍ୟ ଙ୍କର ମୃତ ଦେହ କୁ ଘୋଡାଇ ଅଣା ଜାଇ ଥିଲା । ପରେ ଅପରାଧୀ ନିଜେ ସେହି ଠାରେ ମାସ୍କ ଫିଙ୍ଗି ଚାଲି ଜାଇଛି । ଯଦି ପୋଲିସ୍ ଦେଖାଉ ଥିବା CCTV ଭିଡ଼ିଓ ସତ୍ୟ ଅଟେ ତେବେ ସେହି ଥିରେ ଆଦିତ୍ୟ କୈଣସି ବି ମାସ୍କ ପିନ୍ଧି ନାହାଁନ୍ତି । ହେଲେ ଆଦିତ୍ୟ ଙ୍କର ମୃତ ଦେହ ପାଖରୁ ମାସ୍କ ମିଳିଲା କଣ ପାଇଁ । ସେହି ପରି ଏପଟେ ସୋସିଆଲ ମିଡ଼ିଆ ରେ ବିଦ୍ୟାଶ୍ରୀ ଏବଂ ତାଙ୍କର ସହିତ ଅତି ନିକଟତର ହୋଇ ଫୋଟ ଉଠେଇ ଥିବା ସେହି ଲୋକ କି କିଏ ଜଣା ପଡି ପରି ନାହିଁ ।

ଅନୁମାନିକ ଭାବେ ଜଣା ପଡିଛି କି ସେ ତାଙ୍କର ବୟଫ୍ରେଣ୍ଡ ବା ଜଣେ ଓଏସ୍ ଅଫିସର ହୋଇ ଥିବେ । ସେହି ପରି ଏହି ସବୁ ରାଜ୍ ଖୋଲିବା ପାଇଁ ବିଦ୍ୟାଶ୍ରୀ କୈଣସି ବି ମିଡ଼ିଆ ସାମ୍ନା କୁ ଆସୁ ନାହାଁନ୍ତି । କୋରନା କୁ ରୋକିବା ପାଇଁ ପୁଣି ସରକାର ଲକଡାଉନ୍ ଆରମ୍ଭ କରିଛନ୍ତି । ତେବେ ଏହାର ହିଁ ଫାଇଦା ଉଠେଇ କରି ଜିଆର୍ପି ପୋଲିସ୍ ଏହି କେସ୍ କୁ ବନ୍ଧ କରିବା ପରି ଜଣା ପଡୁଛି । ଏବଂ ସେହି ପରି ବେଳେ ଏହାର ଅନ୍ୟ ପାଖରେ ବିଦ୍ୟାଶ୍ରୀ ଙ୍କ ଉପରେ ଅନେକ ଆରୋପ ଲଗା ଜାଇଛି ।

ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଲକ୍ଷଲକ୍ଷ ଲୋକ ମାନେ ତାଙ୍କୁ ବିରୋଧ କରୁଛନ୍ତି । ଏବଂ ସମସ୍ତେ ତାଙ୍କର ଗିରୋଫ ପାଇଁ ବି ଦାବି କରୁଛନ୍ତି । ସେମିତି ରେ ଆପଣ ମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *