16 ମେ ରେ ହେବାକୁ ଯାଉଛି ବଡ ଚନ୍ଦ୍ର ଗ୍ରହଣ,ହାଣ୍ଡି ଛାଡ଼ ସମୟ ଓ କେଉଁ ରାଶି ପାଇଁ ଆଣିବା ଖୁସି ଖବର ଜାଣିଲେ ଖୁସି ରେ ନାଚି ଉଠିବେ ଆପଣ ।

lunar eclipse

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ବିଷୟରେ ନିଶ୍ଚିତ ଜାଣିଥିବେ। ଚଳିତ ବର୍ଷ 2022 ମସିହାରେ ଦୁଇଟି ଚନ୍ଦ୍ର ଗ୍ରହଣ ଅନୁଭୂତ ହେବ। ହିନ୍ଦୁ ପଞୀିକା ଅନୁସାରେ ଚଳିତ ବର୍ଷ 2022 ମସିହା ଗତ ଅପ୍ରିଲ ମାସରେ ଭଗବାନ ସୂର୍ଯ୍ୟଦେବଙ୍କୁ ଗ୍ରହଣ ଲାଗିଥିଲା ଓ ଚଳିତ ବର୍ଷ 2022 ଏବଂ ଚଳିତ ମାସ ମେଇ ମାସ 16 ତାରିଖ ଦିନ ଚନ୍ଦ୍ର ଗ୍ରହଣ ଅନୁଭୂତ ହେବାକୁ ଯାଉଛି। ଚନ୍ଦ୍ର ଗ୍ରହଣ ଦ୍ଵାରା ମନୁଷ୍ୟ ଜୀବନରେ କିଛି ଶୁଭ ଏବଂ କିଛି ଅଶୁଭ ପ୍ରଭାବ ପଡିଥାଏ । ହେଲେ ଚଳିତ ବର୍ଷ ଏହା କେଉଁ ମାନଙ୍କ ଉପରେ ପଡିବ କେଉଁ ଦେଶରେ ଦେଖା ଯିବ ଏବଂ ଏହି ସମୟରେ କେଉଁ ସାବଧାନତା ରଖିବା ନିହାତି ଆବଶ୍ୟକ ହୋଇଥାଏ । ଏହା ବିଷୟରେ ଜାଣିନେବ।

chandra grahan

ଚଳିତ ବର୍ଷ 2022 ମସିହା ମେ ମାସ 30 ତାରିଖରେ ଭଗବାନ ସୂର୍ଯ୍ୟଦେବଙ୍କୁ ଗ୍ରହଣ ଲାଗିଥିଲା ତେବେ ଚଳିତ ବର୍ଷ 2022 ମସିହାରେ ଦୁଇଟି ଚନ୍ଦ୍ର ଗ୍ରହଣ ଅନୁଭୂତ ହେବ ବୋଲି କୁହାଯାଇଛି ଯାହା ମଧ୍ୟରୁ ଗୋଟିଏ ଚଳିତ ବର୍ଷ 2022 ମସିହା ମେ ମାସ 16 ତାରିଖ ସୋମବାର ଦିନ ଅନୁଭୂତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୃଥିବୀର ଛାଇ ଭଗବାନ ଚନ୍ଦ୍ରଙ୍କ ଉପରେ ପଡିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ।

ଚଳିତ ବର୍ଷ ମେ ମାସରେ ଯେଉଁ ଚନ୍ଦ୍ର ଗ୍ରହଣ ଅନୁଭୂତ ହେବାକୁ ଯାଉଛି ତାହାର ବିଶେଷ ପ୍ରଭାବ ଭାରତ ଉପରେ ପଡିବ ନାହିଁ ତେଣୁ ଏହାକୁ ମାନ୍ୟ କରାଯିବ ନାହିଁ । ଏହି ଚନ୍ଦ୍ର ଗ୍ରହଣ ପଶ୍ଚିମ ଏବଂ ଦକ୍ଷିଣ ଏସିଆ ପଶ୍ଚିମ ଏବଂ ଦକ୍ଷିଣ ଇଉରୋପ, ଆଫ୍ରିକା,ଓ ଉତ୍ତର ଏବଂ ଦକ୍ଷିଣ ଆମେରିକା ର ପ୍ରଶାନ୍ତ ମହାସାଗର ଇତ୍ୟାଦି ଦେଶ ମାନଙ୍କରେ ଦେଖା ଯିବ। ଏହି ଚନ୍ଦ୍ର ଗ୍ରହଣ ସକାଳ 8 ଟା 59 ମିନିଟରୁ 10 ଟା 23 ମିନିଟ ପର୍ଯ୍ୟନ୍ତ ଲାଗି ରହିବ।

chandra

ଏହି ଚନ୍ଦ୍ର ଗ୍ରହଣ ସମୟରେ କିଛି ବିଶେଷ କାର୍ଯ୍ୟ ଅଛି ଯେଉଁମାନଙ୍କୁ କରିବା ଆଦୁ ନିଷେଧ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣର ବିଶେଷ ପ୍ରଭାବ ଭାରତ ଉପରେ ପଡୁ ନଥିବାରୁ ଏହାକୁ ମାନ୍ୟ କରାଯିବ ନାହିଁ। ଯଦିଓ ଏହି ଗ୍ରହଣ ବିଶେଷ ଭାବରେ ଅନୁଭୂତ ହେବ ନାହିଁ କି ପାଳନ କରାଯିବ ନାହିଁ ତଥାପି ଏହି ଗ୍ରହଣର କିଛି ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡିପାରେ। ତେଣୁ ଏଥିପାଇଁ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *