ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତ ସୋସିଆଲ ମିଡିଆରେ ନିହାତି ଭାବେ ଏକ୍ଟିବ ରହିଥିବେ ଏବଂ ୟୁଟ୍ୟୁବ୍ ରେ ରିଲ୍ସ ରେ ଅନେକ ଭାଇରାଲ ଭିଡ଼ିଓ ସବୁ ଦେଖିଥିବେ। ସେହି ସବୁ ମଧ୍ୟ ରୁ ଯେଉଁ ଗୁଡିକ ଆପଣ ମାନଙ୍କୁ ପସନ୍ଦ ଆସୁଥିବ ତାହାକୁ ଆପଣ ଲାଇକ୍ ନିଶ୍ଚିତ କରୁଥିବେ। ତେବେ ଆସନ୍ତୁ ଦେଖିବା ସେମିତି କିଛି ଭିଡ଼ିଓ କୁ।
ଦେଖନ୍ତୁ ପ୍ରଥମ ଭିଡିଓ ରେ ଏକ ଯୁବତୀ ଜଣଙ୍କୁ ଏବଂ ସେ ଏଠାରେ ରାସ୍ତା ରେ ନିଜ ପ୍ରେମିକ ଙ୍କୁ ପ୍ରୋପୋଜ କହୁଛନ୍ତି। ନିଜ ମନ କଥା ତାଙ୍କ ସମ୍ମୁଖ ରେ କହୁଛନ୍ତି । ସୋସିଆଲ ମିଡିଆ ରେ ତାଙ୍କ ସାଙ୍ଗ ଜଣେ ଏହି ଭିଡ଼ିଓ ଟିକୁ ରେକର୍ଡ କରି ଭାଇରାଲ କରିଛନ୍ତି। ତେବେ ଏହି ଭିଡ଼ିଓ ଟି ଦେଖିବା ପରେ ଆପଣ ମାନେ ଭାବୁଥିବେ ଏଠି ଯୁବ ପିଢ଼ି ମାନେ ପାଠ ପଢ଼ିବା ଅପେକ୍ଷା ପ୍ରେମକୁ କେତେ ଗୁରୁତ୍ଵ ଦେଉଛନ୍ତି ବୋଲି ।
ସେହିପରି ଆପଣ ଜାଣିଥିବେ କି କଲେଜ ଛାତ୍ରୀ ଙ୍କ ବିବାହ ତେବେ ଚାଲନ୍ତୁ ଦେଖିବା ଏଠାରେ ଏକ କଲେଜ ଛାତ୍ରି କିପରି ବିବାହ କରୁଛନ୍ତି। ତେବେ ଆପଣା ଦେଖି ପାରୁଥିବେ କିପରି ଏଠାରେ ବିବାହ ଚାଲିଛି। ଯୁବକ ଜଣଙ୍କ ଯୁବତୀ ଙ୍କ ମଥା ରେ ସିନ୍ଦୁର ପିନ୍ଧିବା ପରେ ଯୁବତୀ ଜଣକ କିପରି ଯାଇ ତାଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି।
ସେହି ପରି ଏହି ତୃତୀୟ ଭିଡ଼ିଓ ରେ ଆପଣ ମାନେ ଦେଖି ପାରୁଥିବେ କିଭଳି ଯୁବକ ଜଣଙ୍କ ଜଣେ ଯୁବତୀ ଙ୍କୁ ପ୍ରୋପଜ କରୁଛନ୍ତି । ତେବେ ଆଜିର ପାଠକ ବନ୍ଧୁ ମାନେ ଆଜି କାଲିର ଯୁବ ପୀଢି ପାଠ ପଢିବାକୁ ଯାଉଛନ୍ତି ନା ପ୍ରେମ କରିବାକୁ । ଆପଣଙ୍କୁ କଣ ଲାଗୁଛି କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।