ଗଙ୍ଗା ଠାରୁ ବି ଅଧିକ ପବିତ୍ର ଏହି ନାମର ଝିଅ,ଯେଉଁ ଘରକୁ ବାହା ହୋଇଯାନ୍ତି ସେଠି ଧନର ବର୍ଷା ହୁଏ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମନୁଷ୍ୟ ଯେତେବେଳେ ଜନ୍ମ ହେଇଥାଏ ସେତେବେଳେ ପ୍ରଥମେ ତାର ନାମକରଣ କରାଯାଇଥାଏ । ଏହି ନାମ କରଣ ବ୍ୟେକ୍ତିର ଜନ୍ମ,ସମୟ,ତିଥି,ବାର,ନକ୍ଷେତ୍ର ବିଚାର କରାଯାଇଥାଏ ଏବେ ଶାସ୍ତ୍ର ଅନୁସାରେ ଏପରି କିଛି ନାମର ମହିଳାମାନେ ଅଛନ୍ତି ,ଯେଉଁମାନେ ବହୁତ୍ ପବିତ୍ର ହଇଥାନ୍ତି । ଏବେ ଆସନ୍ତୁ ଜାଣିବା କେଉ ନାମର ମହିଳାମାନେ ପବିତ୍ର ହଇଥାନ୍ତି ।girl

ନମ୍ବର 1- R ଏହି ନାମର ଆରାମ ହଉଥିବା ମହିଳାମାନେ ଦେଖିବାକୁ ବହୁ ତ୍ସୁନ୍ଦର ହେଇଥାନ୍ତି। ଏମାନେ ସବୁବେଳେ ଖୁସିରେ ରହିବା କୁ ପସନ୍ଦ କରିରହିଥାନ୍ତି । ଏମାନେ ସମସ୍ତ ପରିସ୍ଥିତିରେଖୁସିରେରହିବାର ଉପାୟ ଜାଣିଥାନ୍ତି । ଏହି ନାମର ଝିଅମାନେ ନିଜର ଭକ୍ତି ଓ ପରିବାର ର ବହୁତ୍ ଯତ୍ନନେଇଥନ୍ତି । ଏମାନେ ସମସ୍ତଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଏମାନେ ପବିତ୍ର ହେଇଥାନ୍ତି ।g

ନମ୍ବର 2- K ଏହି ନାମର ମହିଳା ମାନେ ରୂପରେ ଗୁଣରେ ବହୁତ୍ ଭଲ ହେଇଥାନ୍ତି।ଏମାନେ ନିଜର ସନ୍ଦର୍ୟ୍ଯ ମାଧ୍ୟମରେସମସ୍ତଙ୍କୁଆକର୍ଷିତ କରିପରାନ୍ତିଏହିନାମରମହିଳାମାନେକୌଣସିପରିସ୍ଥିତିରେ ଭଙ୍ଗୀ ପଡ଼ି ନ ଥାଆନ୍ତି ।ଏମାନେସବୁବେଳେଧୈୟ୍ୟର ସହିତ କାମ କରିଥାନ୍ତି।ଧର୍ଯ୍ୟର ସହିତ କାମକରୁଥିବାରୁ ସବୁ କାର୍ଯ୍ୟର ସଫଳ ହେଇଥାନ୍ତି । ଏମାନେ ଦୁଃଖ ହଉ କିମ୍ବା ସୁଖ ସମସ୍ତ ମୁହୂର୍ତରେ ନିଜ ପରିବାର ସହିତ ହିଁ ରହିଥାନ୍ତି ।ଏମାନେ ବହୁତ୍ ପବିତ୍ର ହେଇଥାନ୍ତି ।gg

ନମ୍ବର 3 T – ଏହି ନାମର ମହିଳାମାନେ ସ୍ଵଭ୍ବାରୁ ବହୁତ୍ ଭଲ ହେଇଥାନ୍ତି । ଏମାନେ ରୂପରେ ମଧ୍ୟ ବହୁତ୍ ସୁନ୍ଦର୍ ହେଇଥାନ୍ତି । ଏମାନେ ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନେଜେ ଖୁସିରେ ରହିବା ସହତ ଅନ୍ୟ ମାନଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି । ଏମାନେ ସମାଜରେ ସନମାନ୍ୟ ନାରୀମାନେ ପ୍ରତିଷ୍ଠିତ ହେଇଥାନ୍ତି।ଏମାନେ ଗଙ୍ଗା ଜଳ ପରି ପବିତ୍ର ହେଇଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *