ଦ୍ୱାପା ସାହୁଙ୍କ ସମ୍ପତ୍ତି ଓ ପରିବାର ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ

deepa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଲବମ୍ ଜଗତର ଅଭିନେତ୍ରୀ ବା ଦିପା ସାହୁ ଏବେ କର୍କଟ ରୋଗ ରେ ପୀଡିତ ରହି ଥିବା ବେଳେ ମାତ୍ର 38 ବର୍ଷ ବୟସ ରେ ହିଁ ସେ ଜିବନ ଯୁଦ୍ଧ ରେ ହାରି ଜାଇଛନ୍ତି । ତେବେ ଅଭିନେତ୍ରୀ ଦିପା ସାହୁ ଢେଙ୍ଗାନାଳ ଜିଲ୍ଲା ର ସଦର ର ବାଲୁମ୍ବା ଗ୍ରାମ ରେ ଜନ୍ମ ନେଇ ଥିଲେ । 1985 ମସିହା ରେ ମାଁ ସ୍ୱର୍ଗତା ମଞୁଲତା ସାହୁ । ପିଲା ବେଳେ ଢେଙ୍କାନାଳ ସ୍ଥିତ ବାଳିକା ବିଦ୍ୟାଳୟ ରେ ପଢୁ ଥିଲେ । ସେ ଛୋଟ ବେଳୁ ହିଁ ଓଡିଶୀୀ ନୃତ୍ୟରେ ରୁଚି ରଖି ଥିଲେ । ଦିପା ଙ୍କୁ 16 ବର୍ଷ ହୋଇ ଥିଲା ମାଁ କର୍କଟ ରୋଗ ରେ ମୃତ୍ୟୁ ବରଣ କରି ଥିଲେ । ଏବଂ ନିଜର ଲକ୍ଷ କୁ ହାସଲ କରିବା ପାଇଁ ସେ କେବେ ବି ପଛ ଘୁଞ୍ଚା ଦେଇ ନ ଥିଲେ । ଏବଂ ପରେ ସେ 1996 ରେ ସେ ଆଲବମ୍ ଦୁନିଆଁ ରେ ପାଦ ଦେଇ ଥିଲେ ଏବଂ ତାଙ୍କର ପ୍ରଥମ ଆଲବମ୍ ହେଲା ତୋର କୃଷ୍ଣ ଚଡା ରଙ୍ଗ ର ନାଲି ଓଢଣୀ । ଏବଂ ସେହି ଆଲବମ୍ ହିଟ୍ ହେବା ପରେ ସେ ରାତା ରାତି ଷ୍ଚାର ହୋଇ ଜାଇ ଥିଲେ ।

dipa

ଗୋଟିଏ ସମୟରେ ଓଡିଆ ଆଲବମ ଜଗତରେ ଚହଳ ସୃଷ୍ଟି କରିଥିଲେ ଅଭିନେତ୍ରୀ ଦୀପା ସାହୁ। ତାଙ୍କ ଡ୍ୟାନ୍ସ ଏବଂ ଅଭିନୟର ଜାଦୁରେ ସମସ୍ତଙ୍କୁ ମତୁଆଲା କରୁଥିଲେ ଦୀପା। ପାଖା ପାଖି 50 ରୁ ଉର୍ଧ ଓଡିଆ ଆଲବମ୍ବରେ ତାଙ୍କର ଆକର୍ଷଣୀ ପ୍ରତିଭାକୁ ଦେଖିଥିଲେ ଓଡିଆ ଦର୍ଶକ , ବିଭିନ୍ନ ସୁପରହିଟ ଗୀତରେ ନିଜର ଛାପ ଛାଡିବା ପରେ , ଅଲବମରୁ ବିରତୀ ନେଇ ଧାରା ବାହିକରେ ନିଜର ଦବ ଦବା ଦେଖାଇଥିଲେ ଦୀପା , ଫିଲ୍ମ ଜଗତରେ ବି ନିଜର ଅଭୁଲା ଛାପ ଛାଡି ଜାଇଛନ୍ତି ଦୀପା ,

ସେହି ପରି ତାଙ୍କର ଫିଲ୍ମ ମଧ୍ୟ ରୁ ନାରୀ ଆଖି ରେ ନଆଁ ସୁନା ଚଢେଇ ତ ରୂପା ଚଢେଇ ସହିତ ବହୁ ଟେଲି ଧାରାବାହୀକ ବି ଅଭିନୟ କରିଛନ୍ତି । ଏବଂ ସେମିତି ମଧ୍ୟ ରେ ମୈରୁଣୀ ଦତ୍ତ କୁ ବିବାହ କରି ଥିଲେ । ଏବଂ ବର୍ତମାନ ସମୟ ରେ ତାଙ୍କର 11 ବର୍ଷ ର ଝିଅ ଟିଏ ରହିଛି । ଜୀବନରେ ଯେତେବେଳେ ସବୁ କିଛି ଠିକ ଠାକ ଚାଲିଥାଏ , ଠିକ ସେହି ସମୟରେ ହିଁ ଭଗବାନ ଆଣନ୍ତି ଦୁଃଖର ଦୀନ , ଏମିତିହିଁ କିଛି ହୋଇଥିଲା ଦୀପାଙ୍କ ଜୀବନରେ ,

dipa2

ଫିଲ୍ମ ଓ ଅଲବମରେ ଅଭିନୟ କରି ପାଖା ପାଖି 30 ଲକ୍ଷ ଟଙ୍କାର ମାଲିକାଣୀ ହୋଇ ପାରିଥିବା ଦୀପାଙ୍କର ସବୁ ସନ୍ଚିତ ଧନ ସମ୍ପତ୍ତି ଚୁଟିକିରେ ଉଡେଇ ନେଇଗଲା ରୋଗ , କର୍କଟ ରୋଗର ଚିକିତ୍ସାରେ ବହୁତ ଅର୍ଥର ବିନିଯୋଗ ପରେ ବି ଠିକ ହୋଇ ପାରିଲେନି ଦୀପା , ଶେଷରେ 34 ବର୍ଷ ବୟସରେ ଓଡିଆ ଫିଲ୍ମ ଜଗତ ହରାଇ ଦେଲା ଜଣେ ଉଦୀୟ ମାନ ତାରକାଙ୍କୁ

Leave a Reply

Your email address will not be published. Required fields are marked *