ମହିଳା ମାନଙ୍କୁ ଏହି ସମୟରେ ଦେଖୁଛନ୍ତି ତ ହୋଇ ଜାଆନ୍ତୁ ସାବଧାନ !

mahila

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ମହିଳା ମାନଙ୍କର କେଉଁ ଜିନିଷ ଦେଖିବା ଦ୍ୱାରା ପୁରୁଷ ମାନଙ୍କର ହୋଇ ଥାଏ ଅକାଳ ମୃତ୍ୟୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଚାର୍ଯ୍ୟ ଚାଣକ୍ୟ ଙ୍କୁ ଭାରତ ରେ ବହୁତ ବଡ ବିଦ୍ୱାନ ବୋଲି ମନା ଯାଏ । ସେମିତି ରେ ଏହି ଚାଣକ୍ୟ ଙ୍କ ନିତୀ ଅନୁସାରେ ଯେଉଁ ପୁରୁଷ ମାନେ ମହିଳା ମାନଙ୍କର ଏହି ଜିନିଷ କୁ ଦେଖି ଦିଅନ୍ତି । ତେବେ ସେମାନଙ୍କର ଅକାଳ ମୃତ୍ୟୁୁ ହୋଇ ଥାଏ । ଶାସ୍ତ୍ର ଅନୁସାରେ ଏହି ପରି ବ୍ୟକ୍ତି ମାନଙ୍କୁ ମହା ପାପୀ ଭାବେ ମନା ଯାଏ । ତେବେ ଆଉ ଡେରୀ ନ କରି ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ସେହି ବିଷୟ ରେ ।

girls

ପ୍ରଥମେ ଯେଉଁ ପୁରୁଷ କୈଣସି ମାଆଙ୍କୁ ସ୍ତନ୍ୟ ପାନ କରୁ ଥିବାର ଦେଖି ଦିଏ ଏବଂ ନିଜର ମନ ରେ ସେ ଖରାପ୍ ଚିନ୍ତା ଧାରା ଆଣି ଥାଏ । ତେବେ ସେହି ପରି କ୍ଷେତ୍ର ରେ ଏହି ପରି ଲୋକ ମାନଙ୍କୁ ମହାପାପୀ ମନା ଜାଇ ଥାଏ । ଏହି ପରି ଲୋକ ମାନେ କେବେ ବି ଜିବନ ରେ ସଫଳ ହୋଇ ପାରେ ନାହିଁ । ସେହି ପରି ଦୁଇ ରେ ସେହି ପରି ଶାସ୍ତ୍ର ଅନୁସାରେ କୈଣସି ବି ପୁରୁଷ କୈଣସି ମହିଳା କୁ ଲୁଚି କରି ମହିଳା ଙ୍କୁ ଗାଧୋଇବା ସମୟ ରେ ଦେଖିବା କଥା ନୁହେଁ । ଏମିତି କରିବା ସେ ପାପ ର ଭାଗୀ ଦାରୀ ହୋଇ ଥାଏ ।

ସେହି ପରି ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁସାରେ କେବେ ବି ମହିଳା ମାନଙ୍କ ସନ୍ତ କୁ କୈଣସି ବି ପୁରୁଷ କେବେ ବି ଦେଖିବା ଉଚିତ୍ ନୁହେଁ । କାହିଁକି ନା ପୁରୁଷ ଙ୍କର ପାଳନ ପୋଷଣ ଏହି ଠାରୁ ହିଁ ହୋଇ ଥାଏ । ଯଦି ଆପଣ ଏହି ପରି ଭୁଲ କରିବେ ତେବେ ମହାପାପୀ ରେ ସାମୀଲ ହେବେ । ସାଧାରଣ ଭାବେ ମହିଳା ମାନଙ୍କୁ ଦେବୀ ତୁଲ୍ୟ ମନା ଯାଏ । ତେଣୁ ଯେଉଁ ଘରେ ମହିଳା ମାନଙ୍କୁ ଅତ୍ୟାଚାର କରା ଜାଉ ଥାଏ । ତେବେ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ନ ଥାଏ ।

girl

ସେହି ପରି ହିନ୍ଧୁ ଶାସ୍ତ୍ର ଅନୁସାରେ ଏମିତି ମନା ଯାଏ କୁ ମହିଳା ମାନଙ୍କ ନାଭୀ ରେ ସେ ନିଜେ ହିଁ ବାସ କରି ଥାନ୍ତି ଏବଂ ତାଙ୍କର ସବୁ ଶଖ୍ତି ବି ସେହି ଠାରେ ରହି ଥାଏ । ତେଣୁ କେବେ ବି ବନ୍ଧୁଗଣ ଆପଣ ମାନେ ମହିଳା ମାନଙ୍କ ନାଭୀ କୁ ଛୁଇଁବା ପାଇଁ କେବେ ବି ଚେଷ୍ଟା କରନ୍ତୁ ନାହିଁ । ଏମିତି କଲେ ଆପଣ ମାନଙ୍କୁ ମହାପାପ ରେ ହାତ ଧୋଇବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *