ବିପଦ ପୂର୍ଣ୍ଣ : କିଙ୍ଗ୍ କୋବ୍ରା ର ଜିବନ ବଞ୍ଚାଇବା ପାଇଁ କୂଅ କୁ ଉହ୍ଲାଇ ପଡିଲେ ଏହି ଯୁବକ ଏବଂ ତା ପରେ ଜାହା ହେଲା ଆପଣ ମାନେ ବିସ୍ୱାସ ବି କରି ପାରିବେ ନାହିଁ ।

sna4564654

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ସମୟରେ ଆପଣ ମାନେ ଜାଣି ଥିବେ ବହୁତ କମ୍ ଲୋକ ମାନେ ରହିଛନ୍ତି ଯେଉଁ ମାନେ ଲୋକ ମାନଙ୍କୁ ସାହାଯ୍ୟ ର ହାତ ବଢାଇ ଥାନ୍ତି । ତେବେ ସେହି ପରି ବେଳେ ମନୁଷ୍ୟ ମାନେ ଯେତେ ବେଳେ ଆଉ ଗୋଟିଏ ମନୁଷ୍ୟ କୁ ସାହାଯ୍ୟ କରିବା ପୂର୍ବ ରୁ ସହେ ଥର ଭାବୁ ଛନ୍ତି । ତେବେ ସେମିତି କ୍ଷେତ୍ରରେ କଣ ଆପଣ ମାନେ ଭାବି ପାରିବେ କି ଗୋଟିଏ ମନୁଷ୍ୟ ହୋଇ ଗୋଟିଏ ବିଶାକ୍ତ କୋବ୍ରା ସାପ କୁ ବଞ୍ଚାଇବା ପାଇଁ କୂଅ କୁ ଡେଇଁ ପଡିବ । ହେଲା ଆଜ୍ଞ୍ୟା ଏହି କଥା ଟି ଏକଦମ୍ ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ । ତେବେ ସେହି ପରି ବେଳେ ଆପଣ ମାନଙ୍କୁ କହିବୁ କି ଏହି ଦିନ ରେ ସେମିତି ହିଁ ଗୋଟିଏ ଘଟଣା ମହାରାଷ୍ଟ୍ର ର ବିରାର୍ ନିକଟ ରେ ରହି ଥିବା ଏକ ପବଲିକ୍ କୂଅ ରେ ଦେଖିବା ପାଇଁ ମିଳିଛି ।

ତେବେ ସଂମ୍ପର୍ଣ୍ଣ ଭାବେ ମିଳି ଥିବା ସୂଚନା ଅନୁସାରେ ସେଠାରେ ଥିବା ଗୋଟିଏ ପୁରୁଣା କୂଅ ରେ ଗତ ଗୁରୁବାର ଦିନ ଗୋଟିଏ କିଙ୍ଗ୍ କୋବ୍ରା ସାପ ଟିଏ ପଡି ଜାଇ ଥିଲା । ଏବଂ ସେମିତି ବେଳେ କେହି ବି ଏମିତି ଲୋକ ମାନେ ବାହାରି ନ ଥିଲେ ସେହି ସାପ କି ବଞ୍ଚେଇବା ପାଇଁ ତେବେ ସେହି ପରି ବେଳେ ସେହି ଲୋକାଲ୍ ର ଯୁବକ ପ୍ରିତମ୍ ସେହି ସାହାସ ଯୁଟାଇ ଥିଲେ । ଏବଂ ସେଷ ରେ ସେ ସେହି କୂଅ ଭିତରୁ ସେହି ସାପ କୁ ବାହାର କରିବାର ନିଷ୍ପତି ନେଇ ଥିଲେ । ତେବେ ଗୋଟିଏ ରଶି ସାହାଯ୍ୟ ସେ ସେହି କୂଅ ମଧ୍ୟ କୁ ଉହ୍ଲାଇ ଜାଇ ଥିଲେ । ଏବଂ ସେଠାରେ ସେ ଗୋଟିଏ ବାଡି ସାହାଯ୍ୟ ରେ ସେହି ସାପ କୁ ବାହାର କରିବା ପାଇଁ ଚେଷ୍ଟା କରି ଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲେ ।

ତେବେ ସେମିତି ବେଳେ କିଛି ଲୋକ ମାନଙ୍କ ସାହାଯ୍ୟ ରେ ସେ ଅନ୍ୟ ଏକ ରସି ସାହାଯ୍ୟ ରେ ସେହି ସାପ କୁ ବାହାର କରି ଥିଲେ । ଏବଂ ସେମିତି ବେଳେ ସେହି ସାପ କୁ ଜଙ୍ଗଲ ରେ ଛାଡି ଦେଇ ଥିବା ମଧ୍ୟ ଦେଖିବା ପାଇଁ ମିଳିଛି । ପରେ ପରେ ବର୍ତମାନ ସମୟ ରେ ସେହି ଯୁବକ ଜଣଙ୍କ ବଞ୍ଚେଇ ଥିବା ସାପ ର ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ , ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ

Leave a Reply

Your email address will not be published. Required fields are marked *