ଏହି ନାମ ର ଝିଅ ମାନେ ହୋଇ ଥାନ୍ତି ବହୁତ ଖାସ୍ , ହୃଦୟ ଚୋରେଇବା ରେ ରହିଥାଏ ଏମାନଙ୍କର ଖାସ୍ ଦକ୍ଷତା ।

girl-na

ଏହି ଦୁନିଆଁ ରେ କେହି ଏମିତି ନାହାଁନ୍ତି ଯେଉଁ ମାନଙ୍କୁ ଝିଅ ମାନେ ଆକର୍ଶିତ କରନ୍ତି ନାହିଁ । ଏଠାରେ ଆପଣ ଜାହା ବି କୁହନ୍ତୁ ଝିଅ ମାନେ ଭୋଲି ହୋଇ ଥାଆନ୍ତୁ ବା ଚାଲାଖ୍ ହୋଇ ଥାନ୍ତୁ . କିନ୍ତୁ ସେମାନେ ହୃଦୟ ଚୋରେଇବାରେ ମାହିର ରହିବେ ନିଶ୍ଚିତ । ତେବେ ସେହି ପରି ବେଳେ ଆପଣ ମାନେ ଦେଖି ଥିବେ ପ୍ରତ୍ୟେକ ଝିଅ ମାନଙ୍କ ଗୋଟିଏ ଅଲଗା ଅଲଗା ପ୍ରକାରର ଚରିତ୍ର ହୋଇ ଥାଏ ।ତେବେ ସେମାନଙ୍କୁ ମଧ୍ୟରୁ କିଛି ଏମିତି ବି ଝିଅ ମାନେ ରହି ଥାନ୍ତି । ଯେଉଁ ମାନେ ମନମୋହକ ଲଗନ୍ତି । ଏବଂ ଆପଣ ମାନଙ୍କୁ ଗୋଟିଏ ଦେଖାରେ ହିଁ ପ୍ରେମ ହେଲା ଭଲି ଲାଗେ । କାରଣ ସେହି ଝିଅ ମାନଙ୍କ ପାଖରେ ସେମିତି ହିଁ କିଛି ଖାସ୍ ରହି ଥାଏ ।

rani-laxmibai

ତେବେ ଆମେ ଆଜି ଆପଣ ମାନଙ୍କ ସହିତ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଆସିଛୁ । ଯେଉଁ ଥିରେ ଆମେ ଆପଣ ମାନଙ୍କୁ ସେମିତି ହିଁ କିଛି ଝିଅ ମାନଙ୍କ ନାମ ମଧ୍ୟ କହିବୁ ଯେଉଁ ମାନେ ଏପରି କାର୍ଯ୍ୟ କରି ଥାନ୍ତି । ତେବେ ସର୍ବ ପ୍ରଥମେ ଯଦି ଆପଣ ମାନେ P ନାମର କୈଣସି ଝିଅ କୁ ଦେଖନ୍ତି । ତେବେ ଜାଣି ନିଅନ୍ତୁ ସେମାନଙ୍କ ହୃଦୟ ବହୁତ ମିଠା । ଏବଂ ସବୁ ସମୟ ରେ ବହୁତ ସୁନ୍ଦର କଥା ବାର୍ତ୍ତା ରେ ମୋହି୍ ନେଇ ଥାନ୍ତି ଏମାନେ ।ସେମିତି ବେଳେ ସେମାନେ ପୁଅ ମାନଙ୍କ ପାଲ ରେ ବହୁତ ଜଲ୍ଦି ପଡି ଜାଇ ଥାନ୍ତି ।

ଏହା ପରେ ରହିଛି S ନାମର ଝିଅ ମାନେ ସବୁ ସମୟ ରେ ବହୁତ ବୁଦ୍ଧି ମାନ ହୋଇ ଥାନ୍ତି । ଏବଂ ସେମାନେ ସବୁ ସମୟ ରେ ନିଜର ପାର୍ଟନର ଙ୍କ ବହୁତ ହିଁ ଧ୍ୟନ ରଖି ଥାନ୍ତି । ତେବେ ସେମିତି ବେଳେ ପରିବାର କୁ ଯତ୍ନ ବାନ କରେଇ ଥାନ୍ତି  ଏମିତି ମହିଳା ମାନେ । ସେହି ପରି ଭାବେ ଆମେ ଯଦି K ନାମର ଝିଅ ମାନଙ୍କ କଥା କହିବା ତେବେ ସେମାନେ ସବୁ ସମୟ ରେ ବହୁତ ପରିଶ୍ରମୀ ହୋଇ ଥାନ୍ତି । ଏବଂ ସେମାନେ କେବେ ବି ଅ୍ୟ ଉପରେ କେବେ ବି ନିର୍ଭର ହେବା ପାଇଁ ଚାହାଁନ୍ତି ନାହିଁ । ସେମାନେ ଯେଉଁ ସ୍ଥାନ କୁ ବି ଜାଆନ୍ତି ସେମାନଙ୍କୁ ସବୁ ପ୍ରକାରର ଲୋକ ମାନେ ପସନ୍ଦ ଆସନ୍ତି । ସେହି ପରି ବେଳେ ପାର୍ଟନର କୁ ସମୟ ଦେଇ ମଧ୍ୟ ପାରନ୍ତି ।

roli-net

ସେମିତି ବେଳେ ଯଦି ଆମେ R ନାମର ଝିଅ ମାନଙ୍କ କଥା କହିବା ସେମାନେ ବହୁତ ଚଂଞ୍ଚଳ ହୋଇ ଥାନ୍ତି । ଏବଂ ସେମାନେ ସବୁ ସମୟ ରେ ପିଲା ମାନଙ୍କ ଭଳି ସ୍ୱୀମୀ ଙ୍କ ପାଖରେ ଅଳି କରନ୍ତି । ତେବେ ସେମାନେ ବହୁତ ସମୟ ରେ ଦୁଷ୍ଟାମୀ ବି କରିବା ପାଇଁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *