ଦେଖନ୍ତୁ ସବୁ ହିରୋ ହିରୋଇନଙ୍କ ସହ ମିଶି କେମିତି ବଣଭୋଜି କରୁଛନ୍ତି ବାବୁସାନ । ଏବେ ହିଁ ଦେଖନ୍ତୁ

babusan-bid

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି ଥର ରଜ ରେ ରିଲିଜ୍ ହେବାକୁ ଯାଉଛି ବାବୁସାନ ଙ୍କ ନୂଆ ଓଡ଼ିଆ ଫିଲ୍ମ ବିଦ୍ୟାରାଣ ଏହି ଫିଲ୍ମ ରେ ବାବୁସାନ ଙ୍କ ବିପକ୍ଷ୍ୟ ରେ ଶିବାନୀ ମୂଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି , ଏହି ନିକଟ ରେ ଏହି ଫିଲ୍ମ ର ସମସ୍ତ ଟିମ୍ ଏକ ଭୋଜି ର ଆୟୋଜନ କରି ଥିଲେ ଏହି ଠାରେ ବିଦ୍ୟାରଣ ଫିଲ୍ମ ର ସବୁ କଳାକାର ଏବଂ ଟେକ୍ନିସିଆନ୍ ଯୋଗ ଦେଇ ଥିଲେ , ସେମିତି ରେ ଫିଲ୍ମ ବିଷୟ ରେ କହିବା ତେବେ ପୁଣି ଥରେ ଦର୍ଶକ ମାନଙ୍କୁ ମୋନରଂଞନ ଯୋଗାଇବେ ବାବୁସାନ୍ ଏବଂ ଶୀବାନୀ ।

babu-bidyarana

ସେହି ପରି ଭାବେ ଆପଣ ମାନଙ୍କୁ ସୂଚନା ଦେବୁ କି ରଜ ଉପଲକ୍ଷେ ସେମାନଙ୍କ ନୂଆ ଫିଲ୍ମ ଲୋକ ମାନଙ୍କୁ ଭେଟି ଦେବା ପାଇଁ ଯାଉଛନ୍ତି, ଏହି ଫିଲ୍ମ ବାବୁ ସାନ୍ ଆପଣ ମାନଙ୍କୁ ଗୋଟିଏ ନୂଆ ଅବତାର ରେ ଦେଖିବା ପାଇଁ ମିଳିବେ । ଆପଣ ମାନେ ବାବୁ ଙ୍କ ଲେଟେଷ୍ଟ ବଡି ର ବିଲ୍ଡି ଆପ୍ କେମିତି ଭାବେ ହୋଇଛି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଏହି ଦିନରେ ଏହି ଫିଲ୍ମ ର ସେଟ୍ ରେ ବହୁ ମିଡ଼ିଆ ରିପୋଟର ମାନେ ତାଙ୍କୁ ଏହି ଫିଲ୍ମ ତଥା ତାଙ୍କର ନୂଆ ରୂପ ବିଷୟ ରେ ପଚାରି ଥିଲେ ତେବେ ସେ କହିଥିଲେ କି ତାଙ୍କୁ ବହୁତ ଭଲ ଲାଗୁଛି ।

babusan-bidyarana

ଲାଗୁଛି ଯେମିତି ପୁଣି ଡେଭ୍ୟୁ କରିଲେ ବୋଲି । ତଥା ସେ କହିଛନ୍ତି କି ସମଗ୍ର ଓଡ଼ିଶା ବାସୀ ଙ୍କୁ ସେ ବହୁତ ଧନ୍ୟବାଦ ଦେବେ ବି ତାଙ୍କୁ ଏହି 10 ବର୍ଷ ବହୁତ ଭଲ ପାଇବା ଦେଇ ଥିବାରୁ ରଜ ର ଏହି ଫିଲ୍ମ ନୂଆ କରି ଗଢିବା ପାଇଁ ଚେଷ୍ଟା କରିଛନ୍ତି । ଏବଂ ସେହି ପରି ଭାବେ ସିବାନୀ ଙ୍କ ସହିତ ପୁଣି ତିନି ବର୍ଷ ପରେ କାମ କରିବାର ମୈକା ମିଳି ନ ଥିବାରୁ ବି ସେ ଫ୍ରେସ୍ ଅନୁଭବ କରୁଛନ୍ତି ଏବଂ ଏଠାରେ ସିବାନୀ ମଧ୍ୟ ସମାନ ଉତ୍ତର ଦେଇ ଥିବାର ଦେଖିବା ପାଇଁ ମିଳିଛନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *