
ଅଧାରକାର୍ଡ ରେ ଫୋନ ନମ୍ବର ଲିଙ୍କ କରିବା ହେଲା ବାଧ୍ୟତାମୂଳକ। ଜଣାନ୍ତୁ କେମିତି କରିବେ ଆବେଦନ
ଆଧାର କାର୍ଡ ବର୍ତ୍ତମାନ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ।ଯଦି ଆପଣ ଆଧାର କାର୍ଡ ତିଆରି କରିଛନ୍ତି ଏବଂ ଆପଣଙ୍କର ମୋବାଇଲ୍ ନମ୍ବର ଏହା ସହିତ ଲିଙ୍କ୍ ହୋଇନାହିଁ, ତେବେ ଆପଣଙ୍କର ଅନେକ ସ୍ଥାନରେ ସମସ୍ୟା ହୋଇପାରେ। ଅନେକ ସ୍ଥାନରେ ଆଧାର କାର୍ଡ …
Read More