କେବଳ ଗୋଟିଏ ( ପତ୍ର ) – ଅନେକ ଚମତ୍କାର କରିବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସମସ୍ତ ଙ୍କ ପାଖରେ କୁଞ୍ଚିତ ତ୍ୱଚା ବହୁତ ବଡ ସମସ୍ୟା ହେବାରେ ଲାଗିଛି । ଖାଦ୍ୟ ପେୟ ର ଅଭାବ ଏବଂ ବ୍ୟସ୍ତ ବହୁଳ ଜିବନ ଜାପନ ଯୋଗୁଁ ହିଁ ଏମିତି ହୋଇ ଥାଏ । ଏମିତି ର ଆଜି ର ଯୁବ ସମାଜ ରେ ବି ଲୋକ ମାନଙ୍କ ମଧ୍ୟ ରେ ଏହି ପରି ସମସ୍ୟା ଦେଖିବା ପାଇଁ ମିଳୁଛି । ସେମିତି ରେ ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି ଘୋରଇ ଉପାୟ ମାନ ନେଇ କରି ଆସିଛୁ ଜାହା ଆପଣ ମାନଙ୍କ ଏହି ସବୁ ସମସ୍ୟା ଠୁ ଆପଣ ମାନଙ୍କୁ ବହୁତ ଭଲ ଭାବେ ଦୂରେଇ ରଖିବ । ତେବେ ଆସନ୍ତୁ ଜାଣି ନେବା । ଆମ ସମସ୍ତ ଙ୍କ ଘରେ ତୁଳସୀ ର ଗଛ ଦେଖିବା ପାଇଁ ମିଳେ । କିଛି ଲୋକ ମାନେ ଧାର୍ମିକ ମାନ୍ୟତା କାରଣ ରୁ ଏହି ତୁଳସୀ କୁ ରଖଇ ଥିବା ବେଳେ କିଛି ଲୋକ ମାନେ ଔଷଧଈୟ ଗୁଣ ପାଇଁ ବ୍ୟବହାର କରନ୍ତି ।

ସେମିତି ରେ ଏହି ତୁଳସୀ ର ଗଛ ର ପତ୍ର କୁ ଆମ ତେହେରା ରେ ବ୍ୟବହାର କରିବା ଦ୍ୱାରା ଆମର କଞ୍ଚିତ ସ୍କିନ୍ ଚାଇଡ୍ ହେବା ସହିତ ଆମର ସ୍କିନ୍ କୁଞ୍ଚନ ଗାୟେବ୍ ହୋଇ ଥାଏ । ଜାହା ଦ୍ୱାରା ଆପଣ ମାନେ ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ଆପଣ ମାନଙ୍କ ଠାରେ ଏହି ସବୁ ଦେଖିବା ପାଇଁ ମିଳେ ନାହିଁ । ଏହାର ଉପଚାର ହେଲା ଆପଣ ମାନେ ତୁଳସୀ ପତ୍ର କୁ ନିଅନ୍ତୁ ବା ଏହାର ପାୱଡର କୁ ନିଅନ୍ତୁ ଏବଂ ପରେ ପେଷ୍ଟ ବନାନ୍ତୁ ।

ଏବଂ ଏବେ ଏହାକୁ ଆପଣ ମାନେ ଚେହେରା ରେ ଲଗାନ୍ତୁ ଏବଂ କିଛି ସମୟ ସୁଖିବା ପାଇଁ ଚାଡି ଦିଅନ୍ତୁ । ଏବଂ ପରେ ଏହାକୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ଆପଣ ମାନଙ୍କୁ ଏହି ଉଫାୟ କୁ ସପ୍ତାହ ରେ ଦୁଇ ଥର କରିବା ପାଇଁ ପଡିବ ତେବେ ଆପଣ ମାନେ ଏହି ରଙ୍କେଲ୍ ବା ଚର୍ମ କୁଞ୍ଚନ ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇ ପାରିବେ ।

ତଳସୀ ର ପତ୍ର କେବଳ ଏହି ପାଇଁ ନୁହେଁ ବରଂ ଆପଣ ମାନଙ୍କର ବ୍ରଣ ସମସ୍ୟା କୁ ବି ବହୁତ ଜଲ୍ଦି ଆପଣ ମାନଙ୍କ ଠାରୁ ଦୂରେଇ ଦେଇ ଥାଏ । ଏହା ପାଇଁ ଆପଣ ମାନଙ୍କୁ ଗୋଲାପ୍ ଜଲ୍ ର ସାହାଯ୍ୟ ରେ ଏହାକୁ ପେଷ୍ଟ ବନେଇବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *