ରକ୍ତ ବନେଇବାର ମେସିନ ଅଟେ ଏହି ଦାନା, ସକାଳୁ ଖାଲିପଟରେ ୪ଟି ଦାନା ଖାଇ ନିଅନ୍ତୁ, ରକ୍ତର ଅଭାବ ଦୂର ହୋଇଯିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟ ରେ କହିବୁ ଜାହା ଆପଣ ମାନେ କେବଳ ଖାଲି ପେଟ ରେ ଚାରୋଟି ଦାନା ଖାଇ ନିଅନ୍ତୁ । ରକ୍ତ ର ଅଭାବ କେବଳ ଚାରୋଟି ଦିନ ରେ ପୂର୍ଣ୍ଣ ହୋଇ ଯିବ । ତେବେ ଆମେ ଆପଣ ମାନଙ୍କୁ ଏମିତି ଜିନିଷ ବିଷୟ ରେ କହିବୁ ଜାହା ଆପଣ ମାନଙ୍କ ଶରୀର ରେ ରକ୍ତ ବଢେଇବାରେ ସାହାଯ୍ୟ କରିବ । ଏବଂ ଆପଣ ମାନଙ୍କ ଦୂର୍ବଳତା କୁ ଦୂର କରିବ । ଲିଭର, କୋଲଷ୍ଟ୍ରଲ କୁ ଠିକ୍ କରିବା ସହିତ ଆପଣ ମାନଙ୍କ ହାର୍ଟ ଆର୍ଟାକ୍ କୁ ଠିକ୍ କରି ଥାଏ ।blood-levvel

ପେଟ ର ସମସ୍ତ ପ୍ରକାରର ରୋଗ କୁ ସଂମ୍ପର୍ଣ୍ଣ ଭାବେ ଦୂର କରି ଥାଏ । ଏହାକୁ ବନେଇବା ପାଇଁ ଆପଣ ମାନଙ୍କୁ ଗୋଟିଏ ପାତ୍ର ରେ ଗୋଟିଏ ଗ୍ଲାସ୍ ପାଣି ନେବାକୁ ପଡିବ । ଏହା ପରେ ଏକ ମୁଠା କିସ ମିସ୍ ନିଅନ୍ତୁ ଏବଂ ଏହାକୁ ଭଲ ଭାବେ ପାଣି ରେ ପକେଇ ଭଲ କରି ଧୋଇ ସେହି ପାଣି ରେ ପକାନ୍ତୁ । ଏବଂ ଏହାକୁ ଫୁଟେଇବା ପାଇଁ ଆଞ୍ଚ ରେ ବସାନ୍ତୁ । ଏବଂ ଏହାକୁ ପ୍ରାୟ 20 ମିନିଟ୍ ଫୁଟାନ୍ତୁ । ଏବଂ ଏହି ଉପଚାର କୁ ଆପଣ ମାନେ ସକାଳେ ସଂନ୍ଧ୍ୟା ଦୁଇ ଟାଇମ୍ ବନାନ୍ତୁ । ଏବଂ ପରେ ଏହି ପାଣି କୁ ସଂମ୍ପର୍ଣ୍ଣ ଭାବେ ଫୁଟାନ୍ତୁ ଏବଂ ସକାଳୁ ହେଲା ପରେ ଏହି ପାଣି କୁ ଛାଣି ଏହି ପାଣି କୁ ପିଇ ଏହି ସମସ୍ତ କିସମିସ୍ କୁ ଚୋବାଇ ଖାଇ ନିଅନ୍ତୁ ।heartt

ସେହି ପରି ଆପଣ ମାନଙ୍କୁ ସକାଳେ ଏବଂ ସଂନ୍ଧ୍ୟା ରେ ଦୁଇ ଟାଇମ୍ ବନେଇବା ପାଇଁ ପଡିବ ଏବଂ ଦୁଇ ଟାଇମ୍ ଏହାକୁ ସେବନି କରନ୍ତୁ । ଯଦି ଆପଣ ମାନେ ଏହାକୁ ଦୁଇ ଟାଇମ୍ ଖାଲି ପେଟ ରେ ସେବନ କରନ୍ତି ତେବେ ଦେଖିବେ ଆପଣ ମାନଙ୍କ ରକ୍ତ ର ଅଭାବ ସବୁ ଦିନ ପାଇଁ ଆପଣ ମାନଙ୍କ ଠାରୁ ଦୂରେଇ ଯିବ । ଏହି ପାଣି ସବୁ ଦିନ ପିଇବା ଦ୍ୱାରା ଆପଣ ମାନଙ୍କ କୋଲଷ୍ଟ୍ରଲ ର ବହୁତ କୋଣ୍ଟ୍ରଲ ଦେଖିବା ପାଇଁ ମିଳିବ । ଯଦି ଆପଣ ମାନେ ହାର୍ଟ ଆର୍ଟାକ୍ ଭଳି ସମସ୍ୟା ରୁ ବଞ୍ଚି କରି ରହିବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ଏହି ଉପାୟ କୁ ନିଶ୍ଚିତ ଭାବେ କରିବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *