ଏମିତି ହେଲେ ତୁମକୁ ସବୁ ଝିଅ ପସନ୍ଦ କରିବେ। ଯାହାକୁ ଚାହିଁବ ସିଏ ପଟିବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ପରି ପର୍ସିନାଲଟି ଥିଲେ ଆପଣ ମାନେ ଯେକୈଣସି ଝିଅଙ୍କୁ ବି ପଟେଇ ପାରିବେ ସେମିିତିରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ପୁଅ ମାନଙ୍କ ବିଷୟ ରେ କହିବୁ ଯେଉଁ ପୁଅ ମାନଙ୍କ ପାଖରେ ଏମିତି ଗୁଣ ରହିଥାଏ ତେବେ ସେହି ପୁଅ ଆଡକୁ ଯେକୈଣସି ଝିଅ ବି ଆକର୍ଶିତ ହୋଇଥାନ୍ତି । ତେବେ ବନ୍ଧୁଗଣ ସେହି ତିନୋଟି ଗୁଣ ବା ଜିନିଷ ବିଷୟ ରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ କହିବୁ କେବଳ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ଜାଣି ପାରିବେ ।

ତେବେ ପ୍ରଥମେ ରହିଛି ପର୍ସିନାଲଟି ଏଠାରେ ପର୍ସିନାଲଟି ମାନେ କେମିତି ଦେଖା ଜାଉଛ ଏଠାରେ ପର୍ସିନାଲଟି ମାନେ ତୁମେ କେମିତିକା ମଣିଷ ଅଟ ବହୁତ ସମୟରେ ପର୍ସିନାଲଟି ମାନେ ଲୁକ୍ସ କୁ ଭାବନ୍ତି କି ତୁମେ କେତେ ଅଧିକ ସୁନ୍ଦର ଦେଖା ଜାଉଛ ବୋଲି । ହେଲେ ଏମିତି କିଛି ବି ନୁହେଁ ତୁମେ ଏଭାରେଜ୍ ବି ଦେଖା ଦେଲେ ବି କଥା କହିବାର ଶୈଳି ଆପଣ ମାନଙ୍କ ପାଖରେ ରହିଛି ତେବେ ନିଶ୍ଚିତ ଭାବେ ତୁମେ ଆଗରେ ରହିବ ଏବଂ କୈଣସି ବି ଝିଅ ଆପଣ ମାନଙ୍କୁ ପସନ୍ଦ ମଧ୍ୟ କରିବ ।

loves

ସେହି ପରି ବେଳେ ଦ୍ୱତୀୟ କଥା ଯଦି ଆମେ ମାନେ କହିବା ତେବେ ହେପି ମାନେ ଯିଏ ସବୁ ବେଳେ ଖୁସୀ ରେ ରୁହେ ବହୁତ ସମୟ ରେ ଆପଣ ମାନେ ଦେଖି ଥାନ୍ତି ଏମିତି ପିଲା ମାନେ ରହିଛନ୍ତି ଯେଉଁ ମାନେ ଟିକିଏ ଟିକିଏ କଥା ରେ ଟେନସନ ହୋଇ ଜାଇ ଥାନ୍ତି ଏବଂ ସେମାନେ ବହୁତ ମାନ୍ଧା ଟାଇପ୍ ର ପିଲା ଅଟନ୍ତି ,

ହେଲେ ଏମିତି ବି ବହୁତ ପିଲା ମାନେ ରହିଛନ୍ତି ଯେଉଁ ମାନେ ପରିକ୍ଷା ରେ ଫେଲ୍ ହେଲେ ବି ସେମାନେ ବହୁତ ଖୁସୀ ରେ ରୁହନ୍ତୁ ଏବଂ ନିଜର ଆଗକୁ ବଢେଇ ଯିବାର ଚେଷ୍ଟା କରି ଥାନ୍ତି । ସେମିତି ପୁଅ ମାନଙ୍କୁ ସବୁ ବେଳେ ଝିଅ ମାନେ ଅଧିକ ପରିମାଣ ରେ ପସନ୍ଦ କରିଥାନ୍ତି । କାରଣ ସେମାନେ ସେମାନେ କଷ୍ଟ ସହି ମଧ୍ୟ ନିଜ ଜିବନ ରେ ଆଗକୁ ବଢିବା ସିଖିଛନ୍ତି ।

loves

ସେହି ପରି ତିନି ରେ ବନ୍ଧୁଗଣ ଯେଉଁ ପୁଅ ମାନେ ରେସ୍ପେକ୍ଟ , କେୟାର ଏବଂ ସେମାନଙ୍କୁ ଟାଇମ୍ ଦେଇ ପାରନ୍ତି ତେବେ ସେମାନଙ୍କୁ ଝିଅ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି। ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *