ନୂଆ ବର୍ଷ 2024 ରେ ଘରକୁ ନେଇ ଆସନ୍ତୁ ଏହି ଗୋଟାଏ ଜିନିଷ ଘରେ ହେବ ଧନର ବର୍ଷା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ 2024 ର ବର୍ଷ ଆରମ୍ଭ ହେବା ପାଇଁ ଆଉ ମାତ୍ର କେତୋଟି ଦିନ ରହିଲା ସମସ୍ତ ଙ୍କ ମନ ରେ ଇଚ୍ଛା ରହି ଥାଏ କି ଏହି ନୂତନ ବର୍ଷ ଟି ସେମାନଙ୍କର କେମିତି ଭଲ କଟିବ ସେମିତି ରେ ବନ୍ଧୁଗଣ ଆମେ ଆଜି ଜାଣିବା କି 2024 ବର୍ଷ ଆରମ୍ଭ ହେବା ପୂର୍ବ ରୁ ଆପଣ ମାନେ ଘରକୁ କେଉଁ ଜିନିଷ ଆଣିଲେ ଆମର ଶୁଭ ହେବା ସହିତ ବର୍ଷ ସାରା ଧନ ର ଅଭାବ ହୋଇ ନ ଥାଏ ସେମିତି ରେ ନୂଆ ବର୍ଷ ର ଆରମ୍ଭ ହେବାକୁ ଆଉ କେତୋଟା ବା ଦିନ ରହିଲା । ତେବେ ସେମିତି କ୍ଷେତ୍ର ରେ ଆମେ ମାନେ ନିଶ୍ଚିତ ଭାବେ ଏହି କଥା କୁ ଅଧିକ ଭାବେ ଧ୍ୟନ ଦେଇ ଥାନ୍ତି କି ଆମ ମାନଙ୍କ ସମୟ କେଉଁ ପରି ଭାବେ ବହୁତ ଭଲ ଭାବେ ବ୍ୟତିତ ହେବ । ତେବେ ବଦ୍ଧୁଗଣ ଆମେ ମାନେ ଆଜି ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି ନୂଆ ବର୍ଷ ଆରମ୍ଭ ହେବା ପୂର୍ବ ଘର କୁ କେଉଁ ଜିନିଷ ଆଶିଲେ ଆମର ଶୁଭ ହୋଇ ଥାଏ ।jitu das

ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ପ୍ରଥମେ ରହିଛି ଗଣେଶ ଙ୍କ ମୂର୍ତି ଆପଣ ମାନେ ଜାଣିଛନ୍ତି ଭଗବାନ ଗଣେଶ ଙ୍କୁ ବିଘ୍ନ ହର୍ତା ମଧ୍ୟ କୁହାଯାଏ । ତେବେ ସେମିତି ବେଳେ ଯଦି ଆପଣ ମାନେ ବର୍ଷ ର ଆରମ୍ଭ ସମୟ ରେ ଏହି ମୂର୍ତି କୁ ଆଣି ଘରେ ରଖୁଛନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ସଂସାର ହସ ଖୁସି ରେ ଆଗକୁ ଯିବା ସହିତ ଆପଣ ମାନଙ୍କ କୈଣସି ଚିନ୍ତା ରହିବ ନାହିଁ । ସେହି ପରି ବେଳେ ଆପଣ ମାନେ ଯଦି ବର୍ଷ ର ଆରମ୍ଭ ପ୍ରଥମେ ନିଡ଼ିଆ କୁ ଭାଙ୍ଗି ଆରମ୍ଭ କରୁଛନ୍ତି । ତେବେ ସେମିତି କ୍ଷେତ୍ର ରେ ଏହା ଆପଣ ମାନଙ୍କ ଘର ପାଇଁ ବହୁତ ଶୁଭ ହୋଇଥାଏ । ଏହା ଦ୍ୱାରା ଆପଣ ମାନଙ୍କ ସଫଳତା ର ରାସ୍ତା ବି ଫିଟି ଜାଇ ଥାଏ ।krishan

ସେହି ପରି ଭାବେ ଘରୁ ଆପଣଙ୍କର ସବୁ ନାକାରାତ୍ମକ ଉର୍ଜା ବାହାରି ଜାଇ ଥାଏ । ସେହି ପରି ଭାବେ ଆପଣ ମାନେ ଯଦି ବର୍ଷ ର ଆରମ୍ଭ ରେ ମୟୁର ପଙ୍ଖୁ ଙ୍କୁ ଘର କୁ ଆଣନ୍ତି ,ତେବେ ସେହି ପରି ବେଳେ ଆପଣ ମାନଙ୍କ ବର୍ଷ ଟି ବହୁତ ଭଲ ଭାବେ ବିତି ଥାଏ । ଏବଂ ସାଧାରଣ ଭାବେ ମୂୟୁର ପଙ୍ଖୁ କୁ ଶୁଭ ଏବଂ ସୟଂ ବିଷ୍ଣୁ ଙ୍କ ଠାରେ ଦେଖିବା ପାଇଁ ମିଳେ ସେହିଥି ପାଇଁ ଘର ର ସବୁ ନାକାରାତ୍ମକ ଉର୍ଜା କୁ ବାହାର କରିବାରେ ଏହାର ସଫଳ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *